Spread the love

ମାନବିକତା ଦେଖାଇଲେ ମନ୍ତ୍ରୀ ବିଭୁତି ଭୂଷଣ
ଜେନା।

ବ୍ରହ୍ମପୁର, ଖଣି ଇସ୍ପାତ ଓ ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନା ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଫେରୁଥିବା ସମୟରେ ଗୋପାଳପୁର ଜନସନ ଠାରେ ଏକ ବାଇକ ଦୁର୍ଘଟଣା ଘଟି ତିନି ଜଣ ଯୁବକ ଆହତ ହେବାର ଦେଖି ଥିଲେ। ମନ୍ତ୍ରୀ କାଳ ବିଳମ୍ବ ନକରି ତୁରନ୍ତ ଚିକିତ୍ସା ପାଇଁ ପଠାଇଥିଲେ । ଏପରିକି ନିଜର ପାଇଲଟ୍ ଗାଡିରେ ଆହତ ମେଡିକାଲ ପଠାଇ ଥିଲେ।ମନ୍ତ୍ରୀ ଙ୍କ ଏହି ଭଳି କାର୍ଯ୍ୟକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି।

Leave a Reply

Your email address will not be published. Required fields are marked *