Spread the love

ମାରୁତି ସୁଜିକି ନେକ୍ସା ଇଭେଣ୍ଟ

ଢେଙ୍କାନାଳ

ଆଜକୁ ତିନି ଦିନ ୧୦/୦୯/୨୦୨୩ ଠାରୁ ୧୩/୦୯/୨୦୨୩ ଧରି ଢେଙ୍କାନାଳ ଗଣେଷ ବଜାର ସ୍ଥିତ ରଥଗଡା ଠାରେ ମାରୁତି ସୁଜିକି ନେକ୍ସା କାର ଗୁଡିକ ର ପ୍ରମୋସନ୍ ଚାଲିଥିଲା । ଏଥିରେ ପ୍ରୋପାଇଟର ଶ୍ରୀ ଅଭିନାଶ ସିଂଘାଣିଆ, ସିନିଅର ରିଲେସନସିଫ୍ ମ୍ୟାନେଜର ମନୋରଞ୍ଜନ ମାଝି ଓ ରିଲେସନସିଫ୍ ମ୍ୟାନେଜର ବିଷ୍ଣୁ ଚରଣ ପ୍ରଧାନ , ଚନ୍ଦ୍ରଶେଖର ଦାସ ଓ ପ୍ରକାଶ ବେହେରା ପ୍ରମୁଖ ଉପସ୍ଥିତ ରହି ଗ୍ରାହକମାନଙ୍କୁ ଏହି ମାରୁତି ସୁଜିକି ନେକ୍ସା କାର ଗୁଡିକ ବିଷୟରେ ଆଲୋକପାତ କରିଥିଲେ।ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ମାରୁତି ସୁଜିକି ନେକ୍ସା କାର ଗୁଡିକ ଲୋକଲୋଚନକୁ ଆଣିବା ସହ ଏହାର ଲାଭ ଗ୍ରାହକମାନେ ପାଇବା।

Leave a Reply

Your email address will not be published. Required fields are marked *