Spread the love

ଢେଙ୍କାନାଳ: କୈବଲ୍ୟ ବଜାର ସ୍ଥିତ ସିଦ୍ଧ ବଳରାମ ଜୀଉଙ୍କ ମନ୍ଦିରରେ ମାର୍ଗଶିର ମାସର ଓଢ଼ଣ ପାର୍ବଣ ଷଷ୍ଠୀ ରେ ବଳରାମ, ସୁଭଦ୍ରା, କୃଷ୍ଣ, ରୁଙ୍କୁଣୀ, ମଦନ ମୋହନ ଓ ସମସ୍ତ ଠାକୁରଙ୍କ ଘୋଡ଼ ଲାଗି କରାଯାଇଥିଲା। ସନ୍ଧ୍ୟା ବେଳେ ଆଳତୀ ରାତ୍ର ଧୂପ ପରେ ଖମ୍ବ ଆଳୁ ରେ ଗୁଡ଼ ଲାଗି ଭୋଗ ଲାଗି କରାଯାଇଥିଲା। ବସନ୍ତ ପଞ୍ଚମୀ ଦିନ ଆରିସା ପିଠା ଭୋଗ ଲାଗି ହୋଇ ଓଲାଗି ହେବ। ପୂଜକ ମଳୟ କର,ମନସୁମନ୍ ମିଶ୍ର, ,ପାଳିଆ ସେବକ ଶମ୍ଭୁନାଥ ମହାପାତ୍ର, ବ୍ରଜ ମୋହନ ମହାପାତ୍ର, କାହାଳିଆ ଟିକନ ବେହେରା , ଓ ମନ୍ଦିର ର ଜିମାଦାର ଶ୍ୟାମସୁନ୍ଦର ପାଣିଗ୍ରାହୀଙ୍କ ଉପସ୍ଥିତ ରେ ଏହି ଓଢ଼ଣ ପାର୍ବଣ ଷଷ୍ଠୀ ନୀତି ପାଳିତ ହୋଇଥଲା।

Leave a Reply

Your email address will not be published. Required fields are marked *