Spread the love

ମା ପେଣ୍ଡରାଣି ଙ୍କ ଛତର ଯାତ୍ରା ମହା ସମାରୋହରେ ପାଳିତ ହୋଇଯାଇଛି….। ଜୁନାଗଡ ବ୍ଲକ ଅନ୍ତର୍ଗତ ମହିଭର ଗ୍ରାମରେ ମା ପେଣ୍ଡରାଣି ଙ୍କ ମାଘ ଛତର ଯାତ୍ରା ମହା ସମାରୋହରେ ପାଳିତ ହୋଇଯାଇଛି। ଏହି ଯାତ୍ରା ମାଘ ମାସରେ ପାଳନ କରାଯାଏ, ଏହି ଯାତ୍ରା ରେ ବହୁତ ଦୂର ଦୁରାନ୍ତରରୁ ଭକ୍ତମାନେ ନିଜର ମାନସିକ ପୁରଣ ପାଇଁ ମାଁ ପେଣ୍ଡରାଣିଙ୍କ ମନ୍ଦିରକୁ ଆସିଥାନ୍ତି, ମାଙ୍କ ଦର୍ଶନ କଲେ ଶୁଭ ଫଲମିଲିଥାଏ ବୋଲି ଲେକଙ୍କ ବିଶ୍ଵାସ ରହିଛି,ଏହି ମନ୍ଦିରରେ ଶ୍ରୀ ରାୟଧର ସୁନାମୀ ପୂର୍ଜାଚନା କରିଥାନ୍ତି,ଓ ଶ୍ରୀ ନେପାଲ ରଣା,ଦର୍ଶନ ରଣା,ନିରଞ୍ଜନ ସୁନାନୀ,ସମ୍ପତି ରଣା,ଶ୍ଵାମପାନ,ହରି ସେଠିଆ,କପୁରଚନ ସେଠିଆ,ଭବାନୀ ନାଏକ, ସୁଧାଂଶୁ ସୁନାମୀ,ସହଜୋଗ କରିଥିଲେ, ବହୁତ ଗଡରା, ବୋଦା ବଳି ଦିଆଯାଇଥାଏ, ଏହି ମାଁ ଙ୍କୁ ହାରାହାରି ୪୦ବର୍ଷ ହେବ ପୁଜାକରାଜାଉଛି,ଏହା ପ୍ରତଖ୍ୟ ଦେବି ରୁପରେ ପୁଜା ପାଆନ୍ତି,ଲୋକଙ୍କ ପୁରା ବିଶ୍ଵାସ ରହିଛି, ମାଁ ଙ୍କୁ ଦର୍ଶନ କଲେ ଶୁଭଫଲ ମିଲେ ଓ ଶିରା ରୂପରେ ଲୋକଙ୍କୁ ମା ଦର୍ଶନ ଦେଇଥାନ୍ତିଓ ଶାନ୍ତି ଭାବରେ ଭକ୍ତ ପ୍ରସାଦ ସେବନ କରି ଯାଇଥାନ୍ତି।ଜୁନାଗଡ଼ ରୁ ବାଲେଶ୍ଵର ସୁନାନୀଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ

Leave a Reply

Your email address will not be published. Required fields are marked *