Spread the love

ମିଶ୍ର ଇଲୋକ୍ଟ୍ରୋନିକ୍ସ ଉଦଘାଟିତ।

ଢେଙ୍କାନାଳ ମହାବୀର ବଜାର ଠାରେ ନୂତନ ଭାବେ ଉଦଘାଟିତ ହୋଇଯାଇଛି ମିଶ୍ର ଇଲୋକ୍ଟ୍ରୋନିକ୍ସ।ଏହା ର ଢେଙ୍କାନାଳ ରେ ବହୁ ପୁରାତନ ଶାଖା ମଧ୍ୟ ଥିବା ବେଳେ ଆଜି ଏହାର ଏକ ନୂତନ ଶାଖା ମହାବୀର ଠାରେ ଖୋଲିଛି। ମୁଖ୍ୟ ଅତିଥି ପ୍ରତାପ କୁମାର ମିଶ୍ର ନୂତନ ଶାଖା କୁ ଉଦଘାଟନ କରିଥିଲେ ଦୋକାନ ମାଲିକ ରଜତ କୁମାର ମିଶ୍ର କହିଥିଲେ ଏଠାରେ ବିଭିନ୍ନ ଇଲୋକ୍ଟ୍ରୋନିକ୍ସ ସାମଗ୍ରୀ ବିକ୍ରୀ କରାଯାଉଛି। ଫ୍ରିଜରେ, ୱାସିଙ୍ଗ ମେସିନ, ଟିଭି,ଫ୍ୟାନ୍,କୁଲର,ଏହି, ଏଲିଡି ଓ ବିଭିନ୍ନ ପ୍ରକାରର ସାମଗ୍ରୀ ସୁଲଭମୂଲ୍ୟରେ ଉପଲବ୍ଧ ହୋଉଛି।

Leave a Reply

Your email address will not be published. Required fields are marked *