Spread the love

ରାଜ୍ୟର ଦୁର୍ଗମ ଅଞ୍ଚଳକୁ ବସ୍ ସେବା ଯୋଗାଇଦେବା ନିମନ୍ତେ ରାଜ୍ଯ ସରକାର ଆରମ୍ଭ କରିବେ ଲୋକେସନ୍ ଆକ୍‌ସେସିବଲ୍ ମଲ୍ଟି ମୋଡାଲ୍ ଇନିସିଏଟିଭ୍ (ଲକ୍ଷ୍ମୀ) ଯୋଜନା। ଗ୍ରାମାଞ୍ଚଳରୁ ସହରାଞ୍ଚଳକୁ ସରକାରୀ ବସ୍ ସେବା ଆରମ୍ଭ ହେବ। ଆସନ୍ତା ଗାନ୍ଧୀ ଜୟନ୍ତୀରୁ ଏହାର ଶୁଭାରମ୍ଭ ହେବ ଏବଂ ଜାନୁଆରୀ ୨୦୨୪ ସୁଦ୍ଧା ଅନ୍ୟ ଅଞ୍ଚଳକୁ ସଂପ୍ରସାରିତ ହେବ।

Leave a Reply

Your email address will not be published. Required fields are marked *