Warning: Attempt to read property "post_excerpt" on null in /home/jagratbharatnews/public_html/wp-content/themes/newsup/inc/ansar/hooks/hook-index-main.php on line 116
Spread the love

ରାଜ୍ୟପାଳଙ୍କୁ ଭେଟିଲେ ଓଡ଼ିଶାର ଏନଏସଏସ ସ୍ବେଚ୍ଛାସେବୀ

 

ଜେ ବି ଏନ, ୦୨/୦୨ /୨୦୨୧, (ରିପୋର୍ଟ, ସୁଶୀଲ କୁମାର), ଭୁବନେଶ୍ବର : ଆଜି ଏନଏସଏସ ସ୍ବେଚ୍ଛାସେବୀମାନେ ରାଜଭବନ ଠାରେ ମାନ୍ୟବର ରାଜ୍ୟପାଳଙ୍କୁ ସାକ୍ଷାତ ଦିଲ୍ଲୀର l ଚଳିତ ସାଧାରଣତନ୍ତ୍ର ଦିବସ ପ୍ୟାରେଡ଼ରେ ଭାଗ ନେଇଥିବା ଓଡ଼ିଶାର ଏନଏସଏସ ସ୍ବେଚ୍ଛାସେବୀମାନେ ରାଜଭବନ ଠାରେ ମାନ୍ୟବର ରାଜ୍ୟପାଳଙ୍କୁ ଭେଟିବା ସହ ନିଜ ଅନୁଭୂତି ମଧ୍ଯ ବର୍ଣ୍ଣନା କରିଥିଲେ।