Warning: Attempt to read property "post_excerpt" on null in /home/jagratbharatnews/public_html/wp-content/themes/newsup/inc/ansar/hooks/hook-index-main.php on line 116
Spread the love

ରାହାଡ଼l ରେ ଅଗ୍ନିକାଣ୍ଡ ଘଟି ଜଳିଗଲା ଧାନ ଗଦା 

 

ଜେ ବି ଏନ, ବ୍ରହ୍ମପୁର (ଟୁକୁନା ପ୍ରଧାନ, ୨୦.୦୧.୨୦୨୧) -: ଆଜି ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ଷଣ୍ଢମୂଳ ପଞ୍ଚାୟତ ରାହାଡା ଗ୍ରାମର ଶ୍ରୀଧର ବିଶୋୟୀ ଙ୍କ ପାଖାପାଖି ଦଶ ଭରଣ ଜମିର ଧାନ ଫୋଡ଼ି ନଷ୍ଟ ହୋଇଯାଇଛି । ଅଗ୍ନିକାଣ୍ଡ ର କାରଣ ଜଣାପଡି ନାହିଁ । ଘଟଣାରୁ ପ୍ରକାଶ ଯେ କୌଣସି କାରଣରୁ ଆଜି ଅପରାହ୍ନ ସମୟରେ ଶ୍ରୀଧର ଙ୍କ ଖଳା ରେ ଥିବା ଧାନ ଗଦା ରେ ନିଆଁ ଲାଗି ଯାଇଥିଲା । ଗାଁ ଲୋକ ନିଆଁ କୁ ଆୟତ କରିଥିଲେ । ଅଗ୍ନିବିପନ୍ନ ପରିବାରଙ୍କୁ ସହାୟତା ରାଶି ପ୍ରଦାନ କରିବା ପାଇଁ ଗ୍ରାମବାସୀ ମାନେ ନିବେଦନ କରିଛନ୍ତି ।