Spread the love

(ରେସନ ସାମଗ୍ରୀ ହିତାଧିକାରୀ ଙ୍କୁ ନଦେଇ ଭୁଆଁ ବୁଲାଉଛନ୍ତି ଡିଲର )
ଜଗତସିଂହପୁର
ତା =8/9/23

ଜଗତସିଂହପୁର ପୌର ପରିଷଦ ଏକ ନମ୍ବର ୱାର୍ଡ କଣ୍ଟାବଲ୍ଲଭ ଅଞ୍ଚଳରେ ରେସନ ସାମଗ୍ରୀ ବଣ୍ଟନ ଦାଇତ୍ୱ ରେ ଥିବା ଡିଲର ଶତାଧିକ ହିତାଧିକାରୀମାନଙ୍କୁ ରେସନ ସାମଗ୍ରୀ ନ ଦେଇ କ୍ରମାଗତ ଭାବେ ଭୁଆଁ ବୁଲାଇବା ସହିତ ଅସଭ୍ୟ ଭାଷାରେ ଗାଳିଗୁଲଜ କରୁଛନ୍ତି | ଏ ସମ୍ପର୍କ ରେ ହିତାଧିକାରୀମାନେ କ୍ରମାଗତ ଭାବେ ବିଭାଗୀୟ ଅଧିକାରୀ, ଜନ ପ୍ରତିନିଧି ମାନଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ବିଭାଗୀୟ ଅଧିକାରୀ କଣ୍ଟାବଲ୍ଳଭପୁର ଏକ ନମ୍ବର ୱାର୍ଡ ପରିଦର୍ଶନ କରି ଘଟଣାର ସତ୍ୟା ସତ୍ୟ ଅନୁସନ୍ଧାନ କରିବା ସମୟରେ ଚାପା ଉତେଜନା ଦେଖାଦେଇଛି | ଏକ ମାସ ଭିତରେ ଦୃନୀତି ଖୋର ଡିଲର ଙ୍କ ବିରୋଧ ରେ ମାର୍କେଟିଙ୍ଗ ଇନ୍ସପେକ୍ଟର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଶତାଧିକ ହିତାଧିକାରୀ ଦାବି କରିଛନ୍ତି |
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *