Spread the love

ଆଜି ଶଙ୍ଖୁଆ ଉ ପ୍ରା ବିଦ୍ୟାଳୟ 74ତମ ସାଧାରଣତନ୍ତ୍ର ଦିବସ ମହାଆଡମ୍ବରରେ ପାଳିତ

ହୋଇଛି। ଏହା ପରେ ବାର୍ଷିକ କ୍ରୀଡା ଉତ୍ସବରେ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇ ଥିବା ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ବିଦ୍ୟାଳୟ ସଭାପତି ବେଣୁଧର ଷେଣ୍ଢ ପ୍ରଦାନ କରିଥିଲେ।ପରେ ଦେଶାତ୍ମବୋଧକ ସଙ୍ଗୀତ ପରିବେଷଣ କରାଗଲା। ଏଥିରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ସୁଶାନ୍ତ କୁମାର ପାଢ଼ୀ, ଶିକ୍ଷକ ଶ୍ରୀନିବାସ ସ୍ୱାଇଁ, ସତ୍ୟ ନାରାୟଣ ସାହୁ ,ଶିକ୍ଷୟିତ୍ରୀ ରଶ୍ମି ରେଖା ପଣ୍ଡା, ସ୍ଥିତିପ୍ରଜ୍ଞା ପଣ୍ଡା ସହଯୋଗ କରିଥିଲେ। ବିଦ୍ୟାଳୟ ର ପୁରାତନ ଛାତ୍ରଛାତ୍ରୀ ଓ ପରିଚାଳନା କମିଟି ସଦସ୍ୟ ମାନଙ୍କ ସହାୟତାରେ ମା ସରସ୍ବତୀଙ୍କ ମୃଣ୍ମୟ ପୂଜା ବିଦ୍ୟାଳୟ ରେ ଅନୁଷ୍ଠିତ ହୋଇଛି।

Leave a Reply

Your email address will not be published. Required fields are marked *