Warning: Attempt to read property "post_excerpt" on null in /home/jagratbharatnews/public_html/wp-content/themes/newsup/inc/ansar/hooks/hook-index-main.php on line 116
Spread the love

 

ଶହୀଦ ଯବାନମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ଟାଉନ ହଲ ଠାରୁ ବସଷ୍ଟାଣ୍ଡ ଛକ ଯାଏଁ ମହମବତୀ ଧରି ପଦଯାତ୍ରା

ଜେ ବି ଏନ, ୧୪/୦୨ /୨୦୨୧, (ରିପୋର୍ଟ, ସୁଶାନ୍ତ କୁମାର ସାମଲ), ଢେଙ୍କାନାଳ : ଆଜି ( ତା ୧୪/୦୨/୨୦୨୧ ରିଖ) ପୁଲୱମା ଠାରେ ଆକ୍ରମଣ ତଥା ଶହୀଦ ଦିବସ ଉପଲକ୍ଷେ ରେ ଢେଙ୍କାନାଳ ବିଜେପି ଯୁବମୋର୍ଚ୍ଚା ( ନଗରମଣ୍ଡଳ)ତରଫରୁ , ସଭାପତି ସଙ୍କଳ୍ପ ଦାସ ଙ୍କ ସଭାପତିତ୍ୱରେ ଶହୀଦ ଯବାନମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ଟାଉନ ହଲ ଠାରୁ ବସଷ୍ଟାଣ୍ଡ ଛକ ଯାଏଁ ମହମବତୀ ଧରି ପଦଯାତ୍ରା କରାଯାଇଛି । ଏଥିସହିତ ବୀର ଯବାନ ଅମର ରହେ ଏବଂ ଭାରତ ମାତା କି ଜୟ ର ନାରାଦିଆ ଯାଉଥିଲା ।

ଉକ୍ତ କାର୍ଯ୍ୟକ୍ରମରେ ଆମ ସମ୍ମାନୀୟ ମୁଖ୍ୟ ଅତିଥି ତଥା ହାବିଲଦାର ( ଆସାମ ରେଜିମେଣ୍ଟ ) ସୁସିଲ କୁମାର ମାଝୀ ଯୋଗଦାନ ଦେଇଥିଲେ ଏବଂ ତାଙ୍କ ସହିତ ଦେବୀ ପ୍ରସାଦ ବେହେରା, ଦିପ୍ତିସ୍ ଦଳେଇ, ସୁନୀଲ ଭଞ୍ଜ, ସନ୍ତୋଷ ମହାକୁଡ଼, ଧନେଶ୍ଵର ନାୟକ,ଆକାଶ ପିରେଇ,ସମ୍ବିତ ପିରେଇ, ଦୁର୍ଗାପ୍ରସାଦ ବେହେରା, ବିଶ୍ୱଜିତ୍ ବେହେରା, ବିଶ୍ୱଜିତ୍ ପଣ୍ଡା,ଶିବୁନ ପୃଷ୍ଟି, ଆଶିଷ କୁମାର ଲେଙ୍କା, ଭବାନୀ ଶଙ୍କର ଦାସ,ବିଶାଲ ଦାସ, ସିଦ୍ଧାନ୍ତ କୁମାର, ନୀହାର ରଞ୍ଜନ ଦାସ, ଆନନ୍ଦ କୁମାର,ବାଦଲ ବେହେରା, ରତନ ନାୟକ ଏବଂ ଶତାଧିକ ବିଜେପି ଯୁବମୋର୍ଚ୍ଚାକର୍ମୀ ଉପସ୍ଥିତ ଥିଲେ

।