Warning: Attempt to read property "post_excerpt" on null in /home/jagratbharatnews/public_html/wp-content/themes/newsup/inc/ansar/hooks/hook-index-main.php on line 116
Spread the love

ଶୀତୁଆ ସକାଳରେ ପଖାଳ ସାଙ୍ଗକୁ ଶୁଖୁଆର ନିଆରା ମଜା…

 

ଜେ ବି ଏନ, ୧୩/୧୨/୨୦୨୦::, (ରିପୋର୍ଟ, ମଦନ ସାହୁ), ନାଲକୋ/ଅନୁଗୋଳ : ଓଡ଼ିଆ ଖାଦ୍ୟରେ ରହିଛି ଶୁଖୁଆର ସ୍ବତନ୍ତ୍ର ଚାହିଦା । ପୁଣି ଶୀତ ଦିନେ ତ ଏହାର ମଜା ଦୁଇଗୁଣ । ସେଥିପାଇଁ ତ ଭଳିକି ଭଳି ଶୁଖୁଆ ଚାଙ୍ଗୁଡିରେ ସଜେଇ ହୋଇଛି। ଅନୁଗୋଳ ଜିଲ୍ଲା ନାଲକୋ ଦୈନିକ ବଜାରରେ l