Spread the love

ସତ୍ୟଭଞ୍ଜ ୟୁଟ୍ୟୁବ ଚ୍ୟାନେଲ ନାମରେ ବିରିଡି ଥାନାରେ ଅଭିଯୋଗ


ଜଗତସିଂହପୁର
ତା =29/12/24
ମହାପୁରୁଷ ବାଣୀ ମାଳିକା | ଅନେକ ଅଚ୍ୟୁତପ୍ରେମୀ ତଥା ପଞ୍ଚସଖାକୁ ଭଲପାଉଥିବା ଶ୍ରଦ୍ଧାଳୁମାନେ ସବୁବେଳେ ମାଳିକା ବିଷୟରେ ଜାଣିବା ପାଇଁ ଟି ଭି ଚ୍ୟାନେଲ ହେଉ କିମ୍ବା ୟୁଟ୍ୟୁବ ଚ୍ୟାନେଲ କୁ ଅଧିକ ଗୁରୁତ୍ୱ ଦେଇଥାନ୍ତି | ସେଥିପାଇଁ କେତେକ ନିଦ୍ଧିଷ୍ଟ ୟୁଟ୍ୟୁବର ମାନେ ଅନେକ ସ୍ଥାନକୁ ଯାଇଁ ମାଳିକା ତଥା ପଞ୍ଚସଖାଙ୍କ ଜୀବନୀ ଉପରେ ଭିଡ଼ିଓ ପ୍ରସ୍ତୁତ କରିଥାନ୍ତି | କିନ୍ତୁ ପ୍ରାପ୍ତ ସୂଚନା ମୁତାବକ ଏହି ମାଳିକାକୁ ନେଇ ସତ୍ୟ ଭଞ୍ଜ ନାମକ ଏକ ୟୁଟ୍ୟୁବ ଚ୍ୟାନେଲ ନିଜର ପ୍ରତ୍ୟାହାର ସାବ୍ୟସ୍ତ କରିବାକୁ ଯାଇଁ କେତେଗୁଡିଏ ନିଦ୍ଧିଷ୍ଟ ମାଳିକା ପ୍ରସାରଣ କରୁଥିବା ୟୁଟ୍ୟୁବ ଚ୍ୟାନେଲ କୁ Strikes ମାରି ବନ୍ଦ କରିବାକୁ ପଛାଉନାହିଁ | ଏହାକୁ ନେଇ Nayak R Creation ନାମକ ଏକ channel ବିରିଡି ଥାନାର ଦ୍ୱାରସ୍ତ ହୋଇଛନ୍ତି |

ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *