Spread the love

ଜନଜାତି ଛାତ୍ରଛାତ୍ରୀଙ୍କ ଅଭିଭାବକଙ୍କୁ ଅନୁସୂଚୀତ ଜନଜାତି ଓ ଅନୂସୁଚିତ ଜାତି ଉନ୍ନୟନ ବିଭାଗ ଦ୍ବାରା ପରିଚାଳିତ ସ୍କୁଲ ସହ ଯୋଡିବା ପାଇଁ ଆରମ୍ଭ ହୋଇଛି “ସହଭାଗୀ ରୂପେ ଅଭିଭାବକ” କାର୍ଯ୍ୟକ୍ରମ। ସ୍କୁଲ ଛାତ୍ରଛାତ୍ରୀଙ୍କୁ ଯୋଗାଇ ଦିଆଯାଉଥିବା ପାଠ୍ୟକ୍ରମ, ସହାୟତା ରାଶି, ଛାତ୍ର ବୃତ୍ତି ଓ ରାଜ୍ଯ ସରକାରଙ୍କ ବିଭିନ୍ନ ଯୋଜନା ସମ୍ବନ୍ଧରେ ଅଭିଭାବକମାନଙ୍କୁ ଅବଗତ କରାଇବା ଏହି ଅଭିଯାନର ଉଦ୍ଦେଶ୍ଯ ଅଟେ।

ରାଜ୍ୟର ୧୭ଟି ଜିଲ୍ଲାର ୨୨୯ଟି ବିଦ୍ୟାଳୟରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଚଳିତ ସେପ୍ଟେମ୍ବର ରାଜ୍ଯର ୧୭୭୮ଟି ଅନୁଷ୍ଠାନରେ ଅନୁରୂପ ଭାବରେ କାର୍ଯ୍ୟକ୍ରମ ଆୟୋଜନ କରାଯିବ।

Leave a Reply

Your email address will not be published. Required fields are marked *