{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}
Spread the love

ଭୁବନେଶ୍ବର: ସାନ୍ତାଳୀ ଭାଷାର ପ୍ରଚାରକ ମାଳତୀ ମୁର୍ମୁଙ୍କ ପରଲୋକ ଘଟିଛି। ଅଲଚିକି ଲିପି, ସାନ୍ତାଳୀ ଭାଷା ସାହିତ୍ୟର ପ୍ରଚାରକ ଥିଲେ ମାଳତୀ ମୁର୍ମୁ। ଭୁବନେଶ୍ବରର ୟୁନିଟ୍‌-୬ ସ୍ଥିତ ସରକାରୀ ବାସଭବନରେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି। ୫୧ ବର୍ଷ ବୟସରେ ଆଖି ବୁଜିଲେ ମାଳତୀ ମୁର୍ମୁ। ମାସିକ ସାନ୍ତାଳୀ ସମ୍ବାଦ ପତ୍ରିକା ଫାଗୁନର ସମ୍ପାଦିକା ଥିଲେ ମାଳତୀ ମୁର୍ମୁ। ମୟୂରଭଞ୍ଜ ଜିଲ୍ଲା ସ୍ଥିତ ଚାନ୍ଦୁଆ ତାଙ୍କର ଗ୍ରାମ।

Leave a Reply

Your email address will not be published. Required fields are marked *