ସ୍କର୍ପିଓ ଦୁର୍ଘଟଣାଗ୍ରସ୍ତ ୫ ଗୁରୁତ୍ତର
ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ମାଧିଆମୁଣ୍ଡା ଗ୍ରାମ ନିକଟରେ ଗତକାଲି ରାତିରେ ଏକ୍ ସଡକ ଦୁର୍ଘଟଣା ଘଟିଯାଇଛି।
ଏକ ସ୍କର୍ପିଓ ସିଜି – ୩୦ଡି – ୩୬୬୨ ନମ୍ବର ଗାଡି ଭାରସାମ୍ଯ ହରାଇ ଏକ ଗଛରେ ଧକ୍କା ଦେଇଥିଲା ଯାହାଦ୍ୱାରା ଗାଡିଟି ଚୂରମାର ହୋଇଯାଇଛି। ଗାଡିରେ ଚାଳକ ସମେତ ୫ ଜଣଙ୍କ ଅବସ୍ଥା ଗୁରୁତ୍ତର ଥିବା ସୂଚନା ମିଳିଛି। ଗାଡିରେ ତୀର୍ଥଯାତ୍ରୀମାନେ ପୁରୀ ଶ୍ରୀ ଜଗନ୍ନାଥ ଙ୍କୁ ଦର୍ଶନ ଯାଉଥିବା ବେଳେ ଦୁର୍ଘଟଣା ହୋଇଛି।
ସ୍ଥାନୀୟ ଲୋକମାନେ ଘଟଣାସ୍ଥଳରେ ପହଞ୍ଚି ୫ ଜଣଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ସାହାର୍ଯ୍ୟରେ ଅନଗୁଳ ଜିଲ୍ଲା ମୁଖ୍ୟଚିକିତ୍ସାଳୟ କୁ ପଠାଇଛନ୍ତି। ଘଟଣାସ୍ଥଳରେ ମହୀଧରପୁର୍ ଫାଣ୍ଡିରୁ ପୋଲିସ ପହଞ୍ଚି ସ୍କର୍ପିଓ ଗାଡିକୁ ଜବତ କରି ଦୁର୍ଘଟଣା ର ତଦନ୍ତ ଆରମ୍ଭ କରିଛନ୍ତି।
Andhra Pradesh
Arunachal Pradesh
Assam
Bihar
Chhattisgarh
District
International
Latest News
National
Odisha
States
ଅନୁଗୋଳ
ଅନୁଗୋଳ
କଟକ
କଳାହାଣ୍ଡି
କେନ୍ଦୁଝର
କେନ୍ଦ୍ରାପଡ଼ା
ଖୋର୍ଦ୍ଧା
ଗଞ୍ଜାମ
ଜଗତସିଂହପୁର
ଢେଙ୍କାନାଳ
ନୂଆପଡା
ପୁରୀ
ବରଗଡ଼
ବୌଦ୍ଧ
ବ୍ରହ୍ମପୁର
ଭୁବନେଶ୍ବର
ଯାଜପୁର
ୱାଲ୍ଡ କପ୍ ହକି
ସୁନ୍ଦରଗଡ଼
ସୁବର୍ଣ୍ଣପୁର
ସୋନପୁର
ସ୍କର୍ପିଓ ଦୁର୍ଘଟଣାଗ୍ରସ୍ତ ୫ ଗୁରୁତ୍ତର
