Spread the love

*( ସ୍ୱାମୀ ବିବେକାନନ୍ଦ ମହାବିଦ୍ୟାଳୟ ପରିସରରେ*
ବିଜୁ ଛାତ୍ର ଜନତା ଦଳ ତରଫରୁ ବୃକ୍ଷ ରୋପଣ )

ଜଗତସିଂହପୁର
ତା =26/8/23

ଜଗତସିଂହପୁର ସ୍ଥିତ ସ୍ବାମୀ ବିବେକାନନ୍ଦ ସ୍ମାରକ ସ୍ଵୟଂଶାସିତ ମହାବିଦ୍ୟାଳୟ ପରିସରରେ ପୂର୍ବତନ କାଜୁ ନିଗମ ଅଧ୍ୟକ୍ଷ ଅମରେନ୍ଦ୍ର ଦାସ ଙ୍କ ନିର୍ଦ୍ଦେଶ କ୍ରମେ ଜଗତସିଂହପୁର ବିଜୁ ଛାତ୍ର ଜନତା ଦଳ ସ୍ତୁଡେଣ୍ଟ କ୍ୟାମ୍ପସ କମିଟି ପକ୍ଷରୁ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l କଲେଜ ର ଶତାଧିକ ଛାତ୍ର ଉପସ୍ଥିତ ରହି ସ୍ବାମୀ ବିବେକାନନ୍ଦ ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରିବା ସହ କଲେଜ ପରିସରରେ ବୃକ୍ଷ ରୋପଣ କରିଥିଲେ l ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟ ର ଅଧ୍ୟୟନ ରତ ଛାତ୍ର ଶୁବାଶିଷ ମହାପାତ୍ର, ସିଲୁ ସାମଲ, ସମର କୁମାର ବେଉରା, ପ୍ରିୟ ଦେବ ବେହେରା, ଦିପ୍ତିରଞ୍ଜନ ସ୍ୱାଇଁ, ପ୍ରଦୀପ ମୁଦୁଲି, ସୌମ୍ୟ ସାମଲ, ସ ପରମେଶ୍ବର ମଇଟି, ସ୍ଵାଧୀନ ବିଶ୍ବାଳ, ପୁରାତନ ଛାତ୍ର ପଙ୍କଜ ପ୍ରୀତି ପରିଡ଼ା, ପ୍ରମୁଖ ଅଂଶଗ୍ରହଣ କରିଥିଲେ ଲ
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *