ହିତାଧୀକାରିଙ୍କ ପାଇଁ ଆଗେଇ ଆସିଲେ ଯୁବନେତା। ହି ପରି ଏକ ଘଟଣା ଆଜି ଦେଖିବାକୁ ମିଳିଛି ପରଜଙ୍ଗ ବ୍ଲକ ଅଫିସ କାର୍ଯ୍ୟାଳୟ ଠାରେ। ପରଜଙ୍ଗ ବ୍ଲକ୍ ର ବିଭିନ୍ନ ସମସ୍ୟା,ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରେ ପ୍ରକୃତ ହିତାଧିକାରୀ ମାନଙ୍କୁ କେମିତି ଘର ପାଇ ପାରିବେ, ଭତା, ରାସନ, ଗମନାଗମନ, ପାନୀୟ, ଶିକ୍ଷା ସ୍ୱାସ୍ଥ୍ୟ ଅନ୍ୟାନ୍ୟ ସମସ୍ତ ମୌଳିକ ସୁବିଧା କେମିତି ସମସ୍ତ ଜନସାଧାରଣ ପାଇ ପାରିବେ ଏହି ସମସ୍ତ ସମସ୍ୟା ନେଇ ପରଜଙ୍ଗ ନିର୍ବାଚନ ମଣ୍ଡଳୀ ର ସମସ୍ତ ସୁଖ ଦୁଃଖର ସାଥି ଯୁବ ବର୍ଗ ଙ୍କର ଆଦର୍ଶ, ଯୁବ ଆଇକନ ବିଜେଡି ଯୁବନେତା ଅଜିତ କୁମାର ସାହୁ (ମଣ୍ଟୁ ଭାଇ) କାମାକ୍ଷାନଗର ଉପ ଜିଲ୍ଲାପାଳ ଜ୍ୟୋତି ଶଙ୍କର ସାହୁ, ପରଜଙ୍ଗ ବିଡ଼ିଓ ସଂଗ୍ରାମ କେଶରୀ ଭୋଳ, ଙ୍କ ସହିତ ଆଲୋଚନା କରିଥିଲେ, ବହୁତ ଶୀଘ୍ର ସମସ୍ତ ସମସ୍ୟାର ସମାଧାନ ହେବ ବୋଲି ଉପଜିଲ୍ଲାପାଳ ମତ ରଖିଥିଲେ, ଉପସ୍ଥିତ ଥିଲେ ପରଜଙ୍ଗ ବ୍ଲକ ଅଧ୍ୟକ୍ଷ ଶର୍ମିଷ୍ଠା ଦଳବେହେରା,ଯୁବଶକ୍ତି ଅଧ୍ୟକ୍ଷ ହିମାଂଶୁ ଭୂଷଣ ବାରିକ,ଏବଂ ସମସ୍ତ ସରକାରୀ କର୍ମଚାରୀ
Andhra Pradesh
Arunachal Pradesh
Assam
Bihar
Chhattisgarh
District
International
Latest News
National
Odisha
State
States
ଅନୁଗୋଳ
ଅନୁଗୋଳ
କଟକ
କଳାହାଣ୍ଡି
କେନ୍ଦୁଝର
କେନ୍ଦ୍ରାପଡ଼ା
ଖୋର୍ଦ୍ଧା
ଗଞ୍ଜାମ
ଜଗତସିଂହପୁର
ଢେଙ୍କାନାଳ
ନୂଆପଡା
ପୁରୀ
ବରଗଡ଼
ବୌଦ୍ଧ
ବ୍ରହ୍ମପୁର
ଭୁବନେଶ୍ବର
ଯାଜପୁର
ୱାଲ୍ଡ କପ୍ ହକି
ସୁନ୍ଦରଗଡ଼
ସୁବର୍ଣ୍ଣପୁର
ସୋନପୁର
ହିତାଧୀକାରିଙ୍କ ପାଇଁ ଆଗେଇ ଆସିଲେ ଯୁବନେତା
