Spread the love

୧୪ ଚକିଆ ଟ୍ରକ ରୁ କାଢି ନେଇଗଲେ ତେଲ

କେନ୍ଦୁଝର ଜିଲ୍ଲା ପାଟଣା ଥାନା ଅନ୍ତର୍ଗତ ମଲ୍ଲିପଶି ଛକ ଉପରେ ଠିଆ କରି ଗାଡ଼ି ଡାଇଭର ଓ ହେଲେ ପର ମାନେ ଖାଇବା ପାଇଁ ଯାଇଥିବା ବେଳେ ଦୁଇ ଯୁବକ ଏକ କାର୍ ଆସି ଦୁଇ ଯୁବକ ଗାଡ଼ି ରୁ ଥିବା ତେଲ ସବୁ ନେଇ ଫେରାର ହୋଇଗଲେ ସିଟି ଟିଭି ରେ କଏଦ ହୋଇଥିବା ଦେଖିବାକୁ ମିଳିଛି
କେନ୍ଦୁଝର ଜିଲ୍ଲା ରତି ରଞ୍ଜନ ବାରିକ୍ ଶହ ପାଟଣା ବ୍ଲକ ରୁ ଦଶରଥ ବାରିକ୍ ଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ୍

Leave a Reply

Your email address will not be published. Required fields are marked *