୨ୟ ପର୍ଯ୍ୟାୟ ଟୀକାକରଣରେ ସାମିଲ ହେଲେ ଅଧିକାରୀ, କଟକରେ ଟୀକା ନେଲେ ଡିଜିପି ଅଭୟ

ଜେ ବି ଏନ, ୦୬/୦୨ /୨୦୨୧, (ରିପୋର୍ଟ, ସୁଶୀଲ କୁମାର ଆଇଚ), ଭୁବନେଶ୍ବର : ୨ୟ ପର୍ଯ୍ୟାୟ ଟୀକାକରଣରେ ସାମିଲ ହେଲେ ଅଧିକାରୀ, କଟକରେ ପ୍ରଥମେ କରୋନା (ଭାକସିନ) ଟୀକା ନେଲେ ଡିଜିପି ଅଭୟ l ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ କୋଭିଡ ଟୀକାକରଣ ଅଭିଯାନରେ ଆଜି ସାମିଲ ହୋଇଛନ୍ତି ରାଜ୍ୟର ବରିଷ୍ଠ ପ୍ରଶାସନିକ ଅଧିକାରୀମାନେ। ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳ , ଏଡିଏମ୍ , ଏସପି ଏବଂ ଅନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀ ଆଜି ଟୀକା ନେବା ସହ ଅନ୍ୟ କୋଭିଡ ଯୋଦ୍ଧାଙ୍କୁ ପ୍ରୋତ୍ସାହିତ କରିଛନ୍ତି ।
