Spread the love

୨୪ ଘଣ୍ଟାରେ ୪୭.୫ ମିମି ବର୍ଷା ରେକର୍ଡ

ସ୍ୱାଭାବିକ ଠାରୁ ୫୨୪% ଅଧିକ।
୪ଟି ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଛି।
ଆଗାମୀ ୨୪ ଘଣ୍ଟାରେ ଆହୁରି ବର୍ଷା ହେବ।
ନିଅଣ୍ଟିଆ ପ୍ରାୟ ଭରଣ ହୋଇଯିବ।

ରାଜ୍ୟରେ ନାହିଁ ବନ୍ୟା ଆଶଙ୍କା ସର୍ବୋଚ୍ଚ ଯନ୍ତ୍ରୀ

ସୂଚନା ଦେଲେ ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ।
ମହାନଦୀ ତଳ ମୁଣ୍ଡରେ ଅଧିକ ବର୍ଷା ନାହିଁ’।
୧୬କୁ ମୁଣ୍ଡଳୀରେ ପିକ୍‌ ହୋଇ ୫ଲକ୍ଷ ଜଳ ପ୍ରବାହିତ ହେବ’।
ବର୍ତ୍ତମାନ ହୀରାକୁଦର ୧୦ଟି ଗେଟ୍‌ ଖୋଲାଅଛି’।
‘ଆବଶ୍ୟକ ହେଲେ ଆଉ ୫ଟି ଗେଟ୍‌ ଖୋଲିବ’।

Leave a Reply

Your email address will not be published. Required fields are marked *