ଫେଷ୍ଟିଭାଲ୍ ସ୍ପେସିଆଲ୍ ଏବଂ କ୍ଲୋନ୍ ସ୍ପେଶାଲ୍ ସହିତ ସମସ୍ତ ଏକ୍ସପ୍ରେସ ଟ୍ରେନ୍ ଚଳାଇବା ପାଇଁ ନୀତିରେ କୌଣସି ପରିବର୍ତ୍ତନ ହୋଇନାହିଁ
ସଂରକ୍ଷିତ ଟିକେଟ୍ ଦେବା ପାଇଁ ଜୋନାଲ ରେଳବାଇକୁ ଦିଆଯାଇଥିବା ଅନୁମତି କେବଳ ଉପାନ୍ତ ସହର ପାଇଁ ଉଦ୍ଦିଷ୍ଟ ଏବଂ କିଛି ଜୋନ୍ ରେ ଚାଲୁଥିବା କୌଣସି ସ୍ଥାନୀୟ ଯାତ୍ରୀବାହୀ ଟ୍ରେନ୍ ସୀମିତ ନୁହେଁ ଫେଷ୍ଟିଭାଲ୍ ସ୍ପେସିଆଲ୍ ଏବଂ କ୍ଲୋନ୍ ସ୍ପେଶାଲ୍ ସହିତ…
