ଇଲେକ୍ଟ୍ରୋନିକ ଆବର୍ଜନାର ସୁପରିଚାଳନା ଏବଂ ପୁନର୍ବ୍ୟବହାର ଅର୍ଥନୀତି ସୃଷ୍ଟି କରିବାକୁ ଟାସ୍କଫୋର୍ସ ଗଠନ ପାଇଁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ
ଇଣ୍ଡିଆ ମୋବାଇଲ କଂଗ୍ରେସ 2020ର ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ • ଭାରତକୁ ବିଶ୍ୱର ଟେଲିକମ୍ ଉପକରଣ, ଡିଜାଇନ, ବିକାଶ ଓ ଉତ୍ପାଦନ ହବ୍ରେ ପରିଣତ କରିବା ପାଇଁ ଆସନ୍ତୁ ମିଳିମିଶି କାମ କରିବା: ପ୍ରଧାନମନ୍ତ୍ରୀ • ଭବିଷ୍ୟତକୁ ଲମ୍ଫ ପ୍ରଦାନ କରିବା ପାଇଁ…
