Month: February 2023

ଜାତୀୟ ସ୍ତର ତାଇକୋଣ୍ଡୋ ପ୍ରତିଯୋଗିତା

୧୨-୦୨-୨୦୨୩ ଗତ ୪/୫ ତାରିଖରେ ପୁନେ ଠାରେ ଜାତୀୟ ସ୍ତର ତାଇକୋଣ୍ଡୋ ପ୍ରତିଯୋଗିତା ହୋଇଯାଇଅଛି। ସେଥିରେ ୧୪ ବର୍ଷରୁ କମ ଶୀର୍ଷକ ରେ ଓଡ଼ିଶା ତରଫରୁ ଢେ଼ଙ୍କାନାଳ ଜିଲ୍ଲା ରୁ ରହଣୀ ଗ୍ରାମ ନିବାସୀ ଶ୍ରୀ ଯୁଧିଷ୍ଠିର ସାହୁ ଓ ଝିଲିରାଣୀ…

ରାଜା ମେମୋରିଆଲ କ୍ରିକେଟ ଟୁର୍ନାମେଣ୍ଟ ଉଦଘାଟିତ

ରାଜା ମେମୋରିଆଲ କ୍ରିକେଟ ଟୁର୍ନାମେଣ୍ଟ ଉଦଘାଟିତ ଜଗତସିଂହପୁର ତା =11/2/23 ଜଗତସିଂହପୁର ସ୍ଥିତ ଗୋପାଳସାଗର ଠାରେ ଆଜାଦସ୍ପୋଟିଂ ଆନୁକୂଲ୍ୟରେ ରାଜା ମେମୋରିଆଲ ଦିବାରାତ୍ର କ୍ରିକେଟ ଟୁର୍ଣ୍ଣlମେଣ୍ଟ ଉଦଘାଟିତ ହୋଇଯାଇଛି l ଏଥିରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ଜିଲ୍ଲାପରିଷଦ ଅଧ୍ୟକ୍ଷ ଦେବୀଦତ୍ତ…

ଅଗ୍ନିକାଣ୍ଡ ରେ ପାଞ୍ଚ ବଖରା ପୋଡି ପାଉଁଶ

ଅଗ୍ନିକାଣ୍ଡ କୁ ଆୟତ କଲା ଦମକଳ ବାହିନୀ ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଖାମଣା ଗ୍ରାମରେ ଅଗ୍ନିକାଣ୍ଡ ଘଟି 5 ବଖରା ଘର ଜଳି ପୋଡି ପାଉଁଶ ହୋଇଯାଇଛି। ସୂଚନା ଯେ, ଖାମଣା ଗ୍ରାମରେ କୌଣସି କାରଣରୁ ଏକ ଘରେ ନିଆଁ…

ଲୋକସଭା ପ୍ରବାସ ଯୋଜନା ରେ ଅନୁଗୁଳ ର ରାଜ୍ୟ ପ୍ରଭାରୀ ବିଜୟପାଲ ସିଂ ତୋମାର

ବିଜେପିର ଢେଙ୍କାନାଳ ଲୋକସଭା ପ୍ରବାସ ଯୋଜନା ବୈଠକ ଅନୁଗୋଳ ଜିଲ୍ଲା କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଛି । ରାଜ୍ୟ ସହ ପ୍ରଭାରୀ ତଥା ରାଜ୍ୟ ସଭା ସାଂସଦ ବିଜୟପାଲ ସିଂ ତୋମାର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଚଳିତ ବର୍ଷର ବଜେଟ ସ୍ଵାଧିନ…

ସମ୍ବାଦ ଆମ ଓଡ଼ିଶା ପକ୍ଷରୁ ରକ୍ତଦାନ : ୫୧ ୟୁନିଟ ସଂଗ୍ରହ

ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ମହୀଧରପୁର ଗ୍ରାମର ପଂଚାୟତ ସଂଯୁକ୍ତ ଉଚ୍ଚ ବିଦ୍ୟାଳୟ ମହୀଧରପୁର ପରିସର ଆଜି ସମ୍ବାଦ ଆମ ଓଡ଼ିଶା ଓ ମହୀଧରପୁର ଯୁବ ଗୋଷ୍ଠୀ ଙ୍କର ମିଳିତ ସହଯୋଗରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଅତିଥି…

ଆପ୍ ର ଜଣଜାଗରଣ ଯାତ୍ରା ଓଡାପଡ଼ା ବ୍ଲକ ଠାରୁ ଆରମ୍ଭ

ଆପ୍ ର ଜଣଜାଗରଣ ଯାତ୍ରା ଓଡାପଡ଼ା ବ୍ଲକ ଠାରୁ ଆରମ୍ଭ ଢେଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ବ୍ଲକର ପର୍ଯ୍ୟଟନ ସ୍ଥଳୀ ଜୀବନଖୋଲ ଠାରୁ ଜିଲାରେ ଆମ୍ ଆଦମୀ ପାର୍ଟିର ଜଣଜାଗରଣ ଯାତ୍ରାର ଶୁଭାରମ୍ଭ ହୋଇଯାଇଛି l ଏହି ବ୍ଲକର ୨୮ଟି ପଞ୍ଚାୟତର ପ୍ରତିନିଧି…

ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ ପରେ ରାଷ୍ଟ୍ରପତି ଦସ୍ତଖତ କଲେ

ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ ପରେ ରାଷ୍ଟ୍ରପତି ଦସ୍ତଖତ କଲେ ଲମହାପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ ପରେ ଭିଭିଆଇପି ବୁକରେ ଦସ୍ତଖତ କରି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଲେଖିଲେ…* Post Views: 15

ନାଗପୁର ଟେଷ୍ଟରେ ଭାରତର ବିଶାଳ ବିଜୟ

ନାଗପୁର ଟେଷ୍ଟରେ ଭାରତର ବିଶାଳ ବିଜୟ ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତର ଇନିଂସ ବିଜୟ । ଗୋଟେ ଇନିଂସ ଓ ୧୩୨ ରନ୍‌ରେ ଜିତିଲା ଭାରତ । ଦ୍ବିତୀୟ ଇନିଂସରେ ୯୧ ରନ୍‌ରେ ଅଷ୍ଟ୍ରେଲିଆ ଅଲ ଆଉଟ୍ । ପ୍ରଥମ…

ଜାତୀୟ ଲୋକ ଅଦାଲତ ଅନୁଷ୍ଠିତ

ଢେଙ୍କାନାଳ: ୧୧।୦୨।୨୦୨୩: ଆଜି କୋର୍ଟ ପରିସରରେ ଜାତୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ଢେଙ୍କାନାଳ ମୁଖ୍ଯ ଶାଖାର ମୁଖ୍ଯ ପ୍ରବନ୍ଧକ ମୀନକେତନ ବାରଲେବଡ଼ିଆ, ଢେଙ୍କାନାଳ ବଜାର ଶାଖାର ଶାଖା ପ୍ରବନ୍ଧକ ବିଶ୍ବରଞ୍ଜନ ମହାପାତ୍ର, ମହିଷପାଟ ଏଡିବିର…

ଶିକ୍ଷକଙ୍କ ବଦଳି ପ୍ରତିବାଦରେ ଛାତ୍ରଛାତ୍ରୀଙ୍କ ଧାରଣା

ଶିକ୍ଷକଙ୍କ ବଦଳି ପ୍ରତିବାଦରେ ଛାତ୍ରଛାତ୍ରୀଙ୍କ ଧାରଣା ଯାଜପୁର ଦଶରଥପୁର ବ୍ଲକ ଚମ୍ପେଇପାଳ ପଞ୍ଚାୟତ ଅଧିନସ୍ଥ ଚମ୍ପେଇପାଳ ଉ.ପ୍ରା ବିଦ୍ୟାଳୟରେ ଶିକ୍ଷକ ବଦଳି ନିର୍ଦ୍ଦେଶ ପ୍ରତ୍ୟାହାର ପାଇଁ ଧାରଣାରେ ବସିଲେ ଛାତ୍ରଛାତ୍ରୀ ଏବଂ ଅଭିଭାବକ। ପ୍ରଥମ ରୁ ଅଷ୍ଟମ ଶ୍ରେଣୀ ଯାଏ ୧୭୦…