Month: February 2023

ନୂଆଗଡ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ବାର୍ଷିକ ଉତ୍ସବ

ଢେଙ୍କାନାଳ ଜିଲ୍ଲା ଅନ୍ତର୍ଗତ ଗଁଦିଆ ବ୍ଳକ ର ପୁରାତନ ବିଦ୍ୟାଳୟ ନୂଆଗଡ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ବାର୍ଷିକ ଉତ୍ସବ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଯୁଗଳ କିଶୋର ଦାଶ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଗତ ଜାନୁଆରୀ ମାସ ତିନି…

ଜିଲ୍ଲାପାଳଙ୍କୁ ଆକ୍ରମଣ ଘଟଣା, ୧୧ଜଣ ଗିରଫ

ଜିଲ୍ଲାପାଳଙ୍କୁ ଆକ୍ରମଣ ଘଟଣା, ୧୧ଜଣ ଗିରଫ ବାଲେଶ୍ବର ସହଦେବଖୁଣ୍ଟା ଦହପଡ଼ାରେ ଜିଲ୍ଲାପାଳଙ୍କୁ ଆକ୍ରମଣ ଘଟଣା । ମୋଟ ୧୧ଜଣଙ୍କୁ ଗିରଫ କଲା ସହଦେବଖୁଣ୍ଟା ପୋଲିସ । ଗତକାଲି ଚଢ଼ାଉବେଳେ ବାଲି ମାଫିଆ ଆକ୍ରମଣ କରିଥିଲେ । ପୂର୍ବରୁ ଡ୍ରାଇଭର ଓ ହେଲ୍ପରକୁ…

୨୦୨୩-୨୪ କେନ୍ଦ୍ର ବଜେଟରେ ଓଡ଼ିଶାକୁ ୧୦ ହଜାର ୧୨ କୋଟି ରେଳ ଅନୁଦାନ

ଓଡ଼ିଶାକୁ ରେକର୍ଡସଂଖ୍ୟକ ରେଳ ଅନୁଦାନ ରାଜ୍ୟବାସୀଙ୍କୁ ଖୁସି ଦେଇଛି- ଧର୍ମେନ୍ଦ୍ର ପ୍ରଧାନ ୨୦୨୩-୨୪ ଆର୍ଥିକ ବର୍ଷ କେନ୍ଦ୍ର ବଜେଟରେ ଓଡ଼ିଶାକୁ ରେକର୍ଡସଂଖ୍ୟକ ୧୦ ହଜାର ୧୨ କୋଟି ଟଙ୍କାର ରେଳ ଅନୁଦାନ ରାଜ୍ୟବାସୀଙ୍କୁ ଖୁସି ଦେଇଛି ବୋଲି ଟ୍ୱିଟ୍ କରି କହିଛନ୍ତି…

ରାଜ୍ୟର ୧୦ଟି ଜିଲ୍ଲାରେ ଭର୍ଚୁଆଲ ହାଇକୋର୍ଟ ଉଦ୍ଘାଟିତ 

ରାଜ୍ୟର ୧୦ଟି ଜିଲ୍ଲାରେ ଭର୍ଚୁଆଲ ହାଇକୋର୍ଟ ଉଦ୍ଘାଟିତ କଟକ : ରାଜ୍ୟର ୧୦ଟି ଜିଲ୍ଲାରେ ଭର୍ଚୁଆଲ ହାଇକୋର୍ଟ ଉଦ୍‌ଘାଟିତ ହୋଇଛି । ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ଡି. ୱ।ଇ ଚନ୍ଦ୍ରଚୂଡ ଭର୍ଚୁଆଲ ହାଇକୋର୍ଟକୁ ଉଦଘାଟନ କରିଛନ୍ତି। ସମ୍ବଲପୁର, ଗଞ୍ଜାମ ଜିଲ୍ଲାର…

ପର୍ଯ୍ୟଟନ ଜରିଆରେ ସମୃଦ୍ଧ ହେଉଛି ସ୍ଥାନୀୟ ଅର୍ଥନୀତି।

ରାଜ୍ୟର ଐତିହ୍ୟ ଓ ତୀର୍ଥକ୍ଷେତ୍ରର ସୌନ୍ଦର୍ଯ୍ୟକରଣ ଏବଂ ଉନ୍ନତିକରଣକୁ ରାଜ୍ୟ ସରକାର ଗୁରୁତ୍ୱ ଦେଉଥିବା ବେଳେ 5T ସଚିବ ଶ୍ରୀ ଭି.କେ ପାଣ୍ଡିଆନ୍ କୋରାପୁଟର ଗୁପ୍ତେଶ୍ୱର ମନ୍ଦିର, ସାବରୀ ନଦୀଘାଟ, ଦମୟନ୍ତୀ ସାଗର ଓ ଜଗନ୍ନାଥ ସାଗର ପରିଦର୍ଶନ କରି କାର୍ଯ୍ୟର…

ଚତୁର୍ଥ ତମ ଧୋୟାକ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ

ଚତୁର୍ଥ ତମ ଧୋୟାକ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ବିଷୟ—— ଯାଜପୁର ଜିଲ୍ଲା ବରି ବ୍ଳକ ଅନ୍ତର୍ଗତ ଅଙ୍ଗାଳୋ ଲଛମନ ଜୀଉ କଲେଜ ପଡ଼ିଆରେ ଚାଲିଥିବା ଚତୁର୍ଥ ତମ ଧୋୟାକ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି ।ଫାଇନାଲ ମ୍ୟାଚ ମାନପୁର ଓ କଣ୍ଟିପୁର ଦଳ ମଧ୍ୟରେ…

ଚିକିତ୍ସା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ 30000 ଦେଲେ ଜିଲ୍ଲାପାଳ

କଲେକ୍ଟର-କମ-ଜିଲ୍ଲା ମାଜିଷ୍ଟ୍ରେଟ ଜିଲ୍ଲାପାଳ ସରୋଜ କୁମାର ସେଠୀ, ଢେ଼ଙ୍କାନାଳ ଜିଲ୍ଲା ଭୁବନ ବ୍ଲକର ବାଲିବୋ ଗାଁର ଶ୍ରୀ ବାଦଲ ବେହେରା, ପିତା- ଜିବନାନନ୍ଦ ବେହେରାଙ୍କ ସପକ୍ଷରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ 30000 / – (କେବଳ ତିରିଶ ହଜାର ଟଙ୍କା) ମଞ୍ଜୁର…

ତାରାତାରିଣୀ ଓ ଶ୍ରୀ ସାଇବାବାଙ୍କ ବାର୍ଷିକୋତ୍ସବ

ତାରାତାରିଣୀ ଓ ଶ୍ରୀ ସାଇବାବାଙ୍କ ବାର୍ଷିକୋତ୍ସବ ଢେଙ୍କାନାଳ , ତା.୦୩.୦୨.୨୦୨୩ରିଖ – ଢେଙ୍କାନାଳ ମଧ୍ୟସ୍ଥଳୀ ନୂଆପୋଖରୀ ବା ଭାଗିରଥୀ ସାଗର ହୁଡାରେ ଅଦ୍ୟ ମା ’ ତାରାତାରିଣୀ ଓ ଶ୍ରୀ ସାଇବାବାଙ୍କ ମନ୍ଦିରର ତ୍ରୟୋଦଶତମ ବାର୍ଷିକୋତ୍ସବ ମହାସମାରୋହରେ ପାଳିତ ହୋଇଯାଇଅଛି ।…

ଶ୍ରୀଶ୍ରୀ ଷଢଭୂଜ ଗୌରାଙ୍ଗ ମହାପ୍ରଭୁଙ୍କର ଅହୋରାତ୍ର ନାମଯଜ୍ଞ

ଶ୍ରୀଶ୍ରୀ ଷଢଭୂଜ ଗୌରାଙ୍ଗ ମହାପ୍ରଭୁଙ୍କର ଅହୋରାତ୍ର ନାମଯଜ୍ଞ ଢେଙ୍କାନାଳ , ତା.୦୩.୦୨.୨୦୨୩ରିଖ – ଅଦ୍ୟ କରୁଣା ବରୁଣାଳୟ ନନ୍ଦନନ୍ଦନଙ୍କ ଅହୋରାତ୍ର ନାମ ସଂକୀର୍ତନ ଢେଙ୍କାନାଳ ସହରସ୍ଥିତ ଆନନ୍ଦବଜାର ହୀରାସାଗର ପୋଖରୀ ଦକ୍ଷିଣ ପଟ ହୁଡାର ଶ୍ରୀ ଶ୍ରୀ ଷଢଭୂଜ ଗୌରାଙ୍ଗ ମହାପ୍ରଭୁଙ୍କର…

ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କରଙ୍କ ପାଇଁ ଅଡୁଆ ବଢ଼ିଲା

(-ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କରଙ୍କ ପାଇଁ ଅଡୁଆ ବଢ଼ିଲା ) ଜଗତସିଂହପୁର ତା 3/2/…: ତିର୍ତୋଲ ବିଜେଡି ବିଧାୟକ ବିଜୟ ଶଙ୍କର ଦାସଙ୍କ ପାଇଁ ପୁଣି ଅଡ଼ୁଆ ବଢିଲା। ଗତ ବର୍ଷ ଅର୍ଥାତ୍ 17.05.22 ମସିହାରେ ସୋମାଲିକା ଙ୍କୁ ପ୍ରେମ ବିବାହ…