Month: March 2023

ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଶିକୁଳା ଗ୍ରାମରେ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ

ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଶିକୁଳା ଗ୍ରାମରେ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ । ପୁରୁଷୋତ୍ତମପୁର : ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଶିକୁଳା ଗ୍ରାମରେ ରବିବାର ସକାଳେ ନିରଞ୍ଜନ ମହାରଣା ଓରଫ କୋକି ନାମକ ଜଣେ ଯୁବକଙ୍କୁ କିଛି…

ସରିଲା ଗଞ୍ଜାମ ଓକିଲ ନିର୍ବାଚନ – ଘୋଷଣା ହେଲା ଫଳାଫଳ

ବ୍ରହ୍ମପୁର,୨୫/୩: ଶାନ୍ତି ଶୃଙ୍ଖଳା ସହ ସରିଲା ଗଞ୍ଜାମ ଓକିଲ ନିର୍ବାଚନ । ଘୋଷଣା ହେଲା ଫଳାଫଳ । ଏଥିରେ ସଭାପତି ଭାବେ ମିନୀତି ରଥ ନିର୍ବାଚିତ ହୋଇଛନ୍ତି। ସେହିଭଳି ସମ୍ପାଦକ ଭାବେ ଶିବ ନାରାୟଣ ସାହୁ ନିର୍ବାଚିତ । ହୋଇଛନ୍ତି। ଉପସଭାପତି…

କଣ୍ଢେଇ ନୃତ୍ୟଶିଳ୍ପୀ ପଦ୍ମଶ୍ରୀ ମାଗୁଣୀ ଚରଣକୁଅଁରଙ୍କୁ ଭବ୍ୟ ସମ୍ବର୍ଦ୍ଧନା କେନ୍ଦୁଝର ଜିଲା ପାଇଁ ଗୌରବ ଆଣିଥିବା ମହାନ କଣ୍ଢେଇ ନୃତ୍ୟଶିଳ୍ପୀ ପଦ୍ମଶ୍ରୀ ମାଗୁଣୀ ଚରଣ କୁଅଁରଙ୍କୁ ଦୁର୍ଗା ପୂଜା କମିଟି, ଆଟୋପୁର ପକ୍ଷରୁ ଅଜି ଭବ୍ଯ ସ୍ଵାଗତ ଓ ସମ୍ବର୍ଦ୍ଧନା ଜ୍ଞାପନ…

ପାଟଣା ମଣ୍ଡଳ ବିଜେପି ପକ୍ଷରୁ ଶକ୍ତି କେନ୍ଦ୍ର ସ୍ତରୀୟ ସାଙ୍ଗଠନୀକ ବୈଠକ ଅନୁଷ୍ଠିତ

ପାଟଣା ବ୍ଲକ ଅନ୍ତର୍ଗତ ବଡ଼ ପାଟଣା ପଞ୍ଚାୟତ ଗୁଳୁଦିପଶି ଠାରେ ପାଟଣା ମଣ୍ଡଳ ବିଜେପି ପକ୍ଷରୁ ଶକ୍ତି କେନ୍ଦ୍ର ସ୍ତରୀୟ ସାଙ୍ଗଠନୀକ ବୈଠକ ଅନୁଷ୍ଠିତ ହୋଇଯାଇଛି ଏହି ଅବସରରେ ୧୭୫ ନମ୍ବର ବୁଥ ସ୍ତରୀୟ କମିଟିର ଗଠନ କରାଯାଇଥିଲା ବୈଠକରେ ମୁଖ୍ୟ…

ନାଲକୋକୁ କୋଇଲା ଓ ପାଣି ବନ୍ଦ ନେଇ କ୍ଷତିଗ୍ରସ୍ତ ପ୍ରଜାଙ୍କ ପ୍ରସ୍ତୁତି ବୈଠକ ।

ତାଳଚେର (୨୬.୦୩.୨୦୨୩) କୁରୁଡୋଲ ହନୁମାନ ମନ୍ଦିର ପ୍ରାଙ୍ଗଣରେ ନାଲକୋ ସ୍ପୋନ୍ସଡ଼ ଆଇ.ଟି.ଆଈ (ଏଲ.ଏ.ପି) ୧୯୮ କ୍ଷତିଗ୍ରସ୍ତ ପ୍ରଜା ସଙ୍ଘ ଙ୍କୁ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବିଗତ ଦିନରେ କ୍ଷତିଗ୍ରସ୍ଥ ପ୍ରଜାଙ୍କୁ ପ୍ରତାରଣା କରି…

ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଙ୍କ ଦିନିକିଆ ଗଞ୍ଜାମ ଗ୍ରସ୍ତ

ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଙ୍କ ଦିନିକିଆ ଗଞ୍ଜାମ ଗ୍ରସ୍ତ। ଗଞ୍ଜାମ.୨୬/୩/୨୩,ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଗଞ୍ଜାମ ଗ୍ରସ୍ତରେ ଆସି ବିଭିନ୍ନ ସଭାରେ ଉଦବୋଧନ ଦେବା ସହ ବିଭିନ୍ନ କାର୍ଯ୍ୟର ଶୁଭାରମ୍ଭ କରିଛନ୍ତି।ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର ହେଲିକେପଟର ଯୋଗେ ଆସି ପ୍ରଥମେ କବିସୂର୍ଯ୍ୟ ନଗରରେ…

ଆଇଏଏସସ୍ତରରେ ଅଦଳବଦଳ

ରାଜ୍ୟ ସରକାର ଆଇଏଏସସ୍ତରରେ ଛୋଟଧରଣର ଅଦଳବଦଳ କରିଛନ୍ତି । ରାଜସ୍ୱ ଓ ବିପର୍ୟ୍ୟୟ ପ୍ରଶମନ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ୧୯୯୧ ବ୍ୟାଚ୍ ଆଇଏଏସ ସତ୍ୟବ୍ରତ ସାହୁ ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ ।ସାଧାରଣ…

ବିପଦ ଶଙ୍କୁଳ ଅବସ୍ଥାରେ ରାସ୍ତା କଡସ୍ଥ ଶୁଖିଲା ଗଛ , ଆଖି ପିଛୁଳାକେ ଜୀବନ ଯିବ

ବିପଦ ଶଙ୍କୁଳ ଅବସ୍ଥାରେ ରାସ୍ତା କଡସ୍ଥ ଶୁଖିଲା ଗଛ , ଆଖି ପିଛୁଳାକେ ଜୀବନ ଯିବ ଢେଙ୍କାନାଳ -କପିଳାସ ମୁଖ୍ୟ ରାସ୍ତା ଅନ୍ତର୍ଗତ ଭଗବାନପୁର ରାସ୍ତା କଡରେ ଏକ ବିରାଟ ଲମ୍ବା ଶୁଖିଲା ଥୁଣ୍ଟା ଗଛ ବିପଦ ଶଙ୍କୁଳ ଅବସ୍ଥାରେ ରହିଛି…

ଶିଆଳି ବେଳାଭୂମି ଗେଷ୍ଟ ହାଉସ ରେ ଜଗତସିଂହପୁର ତହସିଲଦାର ଙ୍କ ସରକାରୀ ଗାଡି | କାହା ସ୍ୱାର୍ଥ ରେ….?

( ଶିଆଳି ବେଳାଭୂମି ଗେଷ୍ଟ ହାଉସ ରେ ଜଗତସିଂହପୁର ତହସିଲଦାର ଙ୍କ ସରକାରୀ ଗାଡି | କାହା ସ୍ୱାର୍ଥ ରେ….? ) ଜଗତସିଂହପୁର ତା =25/3/23 ରାଜ୍ୟ ପର୍ଯ୍ୟଟନ ମାନଚିତ୍ର ରେ ଶିଆଳି ବେଳାଭୂମି ର ସ୍ୱତନ୍ତ୍ର ମାନ୍ୟତା ରହିଛି |…

ଅନୁଗୋଳ ରେ ବାର୍ ଆସୋସିଏସନ୍ ନିର୍ବାଚନ ଶେଷ

ଅନୁଗୋଳ ରେ ବାର୍ ଆସୋସିଏସନ୍ ନିର୍ବାଚନ ଶେଷ ଅନୁଗୋଳ ଜିଲ୍ଲା ଅନୁଗୋଳ କୋର୍ଟ ବାର୍ ଆସୋସିଏସନ୍ ପକ୍ଷରୁ ନିର୍ବାଚନ ଶେଷ ହୋଇଯାଇଛି। ଏଥରେ ବାର୍ ଆସୋସିଏସନ୍ ର ସମସ୍ତ ସଦସ୍ୟ ଓ ସଦସ୍ୟା ଭାଗ ନେଇଥିଲେ। ସଭାପତି ଭାବେ ଦିଲ୍ଲୀପ କୁମାର…

You missed