Month: April 2023

ଭାଙ୍ଗିଲା ଏକ୍ସପ୍ରେସ ଟ୍ରେନର ବଫର

କଟକ ରେଲୱେ ଷ୍ଟେସନରେ ଅଘଟଣ ଭାଙ୍ଗିଲା ଏକ୍ସପ୍ରେସ ଟ୍ରେନର ବଫର। ବାଙ୍ଗିରପୋଷି-ଭୁବନେଶ୍ବର ଟ୍ରେନର ଭାଙ୍ଗିଲା ବଫର। ଟ୍ରେନଟି କଟକ ଷ୍ଟେସନରେ ପହଞ୍ଚିବା ପରେ ଅଘଟଣ। ସକାଳ ପ୍ରାୟ ସାଢ଼େ ୯ଟାରେ ଘଟିଛି ଘଟଣା। ଟ୍ରେନରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା…

୨୩୧ ଜଣ ନବ ନିଯୁକ୍ତ ଯୁବକ ଯୁବତୀଙ୍କୁ ସ୍ଥାୟୀ ନିଯୁକ୍ତି ପତ୍ର

ରାଜଧାନୀ ଭୁବନେଶ୍ୱରର 75ତମ ପ୍ରତିଷ୍ଠା ଦିବସ ଅବସରରେ ଭୁବନେଶ୍ୱର ଠାରେ ପ୍ରଧାନମନ୍ତ୍ରୀ ଙ୍କ ପ୍ରତିନିଧି ଭାବରେ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇଥିଲେ। ଓଡ଼ିଶାରେ ରୋଜଗାର ମେଳାର ଚତୁର୍ଥ ପର୍ଯ୍ୟାୟର ଶୁଭାରମ୍ଭ କରିବା ସହ ଭାରତ ସରକାରଙ୍କ ବିଭିନ୍ନ ବିଭାଗରେ 231 ଜଣ…

ହରିଶ୍ଚନ୍ଦ୍ର ଯୋଜନାରେ ବୃଦ୍ଧି ହେବ ସହାୟତା ରାଶି

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ହରିଶ୍ଚନ୍ଦ୍ର ସହାୟତା ରାଶିକୁ ଗ୍ରାମାଞ୍ଚଳ ପାଇଁ ୨ହଜାରରୁ ୩ ହଜାର ଟଙ୍କା ଏବଂ ସହରାଞ୍ଚଳ ଓ ପୁରୀ ସ୍ବର୍ଗଦ୍ବାର ପାଇଁ ୩ ହଜାରରୁ ୪ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି। ସୂଚନା ମୁତାବକ ଗ୍ରାମପଞ୍ଚାୟତରେ…

ଉତ୍କଳ ମଣ୍ଡପ ଓ ଜୟଦେବ ଭବନ ଠାରେ ୭୫ତମ ରାଜଧାନୀ ପ୍ରତିଷ୍ଠା ଦିବସ ପାଳିତ

ଉତ୍କଳ ମଣ୍ଡପଠାରେ ଅନୁଷ୍ଠିତ ଏହି ଅଧିବେଶନରେ ବିଏମସି ମେୟର ଶ୍ରୀମତୀ ସୁଲୋଚନା ଦାସ, କମିଶନର ଶ୍ରୀ ବିଜୟ ଅମୃତ କୁଲାଙ୍ଗେ, ପ୍ରତିଷ୍ଠା ଦିବସ ପାଳନ କମିଟି ସଭାପତି ଶ୍ରୀ ପ୍ରଦୋଷ କୁମାର ପଟ୍ଟନାୟକ ଏବଂ ବିଶିଷ୍ଟ ଅତିଥିମାନେ ଯୋଗ ଦେଇଥିଲେ। ତିନିଦିନିଆ…

ମେରୁ ଉପଲକ୍ଷେ ଦଣ୍ଡ ନୃତ୍ୟ

ମେରୁ ଉପଲକ୍ଷେ ଦଣ୍ଡ ନୃତ୍ୟ ଆଜି ଢେଙ୍କାନାଳ ମହାବୀର ବଜାର ଠାରେ ଆନନ୍ଦ ବଜାର ମା କାମନା କାଳୀଙ୍କ ଦଣ୍ଡ ନୃତ୍ୟ ତରଫରୁ ଦଣ୍ଡ ନୃତ୍ୟ ପରିବେଷଣ କରାଯାଇଥିଲା। ପ୍ରଭାତ ଫେରି, ଦଣ୍ଡ ନୃତ୍ୟ ବନ୍ଦନା,ହାଡ଼ି ହାଡିଆଣୀ, ଶିବ ପାର୍ବତୀ, ଓ…

ନବଘନ ମହନ୍ତ ମାୟାଧର ୟୁପି ସ୍କୁଲର ଶିକ୍ଷୟତ୍ରୀ ଙ୍କ ପରଲୋକ

ନବଘନ ମହନ୍ତ ମାୟାଧର ୟୁପି ସ୍କୁଲର ଶିକ୍ଷୟତ୍ରୀ ଙ୍କ ପରଲୋକ ବିଷୟ _____ ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଳକ ଅନ୍ତର୍ଗତ ସିଂହପୁର ଗ୍ରାମର ନବଘନ ମହନ୍ତ ମାୟାଧର ୟୁପି ସ୍କୁଲର ଶିକ୍ଷୟତ୍ରୀ କାଜଲ ଦଳାଇଙ୍କ ପରଲୋକ ହୋଇଛି ।ସେ ଦୀର୍ଘ ଦିନ…

ଆନନ୍ଦ ବଜାର ମା କାମନା କାଳୀଙ୍କ ପିଠରେ ମେରୁ ପର୍ବ ପାଳିତ

ଆନନ୍ଦ ବଜାର ମା କାମନା କାଳୀଙ୍କ ପିଠରେ ମେରୁ ପର୍ବ ପାଳିତ। ଢେଙ୍କାନାଳ ଆନନ୍ଦ ବଜାର ସ୍ଥିତ ମା କାମନାକାଳୀଙ୍କ ପିଠରେ ମେରୁ ପର୍ବ ପାଳିତ ହୋଇଯାଇଛି। ପ୍ରାତଃ ରୁ ମାଙ୍କ ନିତି କାନ୍ତି ପାଳନ ପରେ ମଧ୍ୟାହ୍ନ ସମୟରେ ମା’ଙ୍କୁ…

ଡିଜିଟାଲ ପ୍ରଯୁକ୍ତି ବିଦ୍ୟାରେ ସର୍ବେକ୍ଷଣ ଆରମ୍ଭ ଓ ସହଜ ହେବ ଜମିର ପଟ୍ଟା ବଣ୍ଟନ

ଡିଜିଟାଲ ପ୍ରଯୁକ୍ତି ବିଦ୍ୟାରେ ସର୍ବେକ୍ଷଣ ଆରମ୍ଭ ଓ ସହଜ ହେବ ଜମିର ପଟ୍ଟା ବଣ୍ଟନ ବିଷୟ _____ ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଳକ ଅନ୍ତର୍ଗତ ଅଳକୁଣ୍ଡ ପଞ୍ଚାୟତରେ ଆଜି ଯାଜପୁର ଜିଲ୍ଲାରେ ପ୍ରଥମ ଥର ରାଜସ୍ବ ବିଭାଗ ପକ୍ଷରୁ ଡିଜିଟାଲ ପ୍ରଯୁକ୍ତି…

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଚଳିତ ବର୍ଷର ‘ନୀଳଚକ୍ର ସମ୍ମାନ’

ଭୁବନେଶ୍ୱର: ଚିନ୍ତା ଓ ଚେତନା ପକ୍ଷରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଚଳିତ ବର୍ଷର ‘ନୀଳଚକ୍ର ସମ୍ମାନ’ ପ୍ରଦାନ କରାଯାଇଛି। ରାଷ୍ଟ୍ରପତି ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ଅନୁଷ୍ଠାନ ସଦସ୍ୟ ବାବା ରାମନାରାୟଣ ଦାସ ମହାରାଜଙ୍କଠାରୁ ରାଷ୍ଟ୍ରପତି ଏହି ସମ୍ମାନ ଗ୍ରହଣ କରିଥିଲେ। ସମ୍ମାନ…

୭୫ତମ ରାଜଧାନୀ ପ୍ରତିଷ୍ଠା ଦିବସ ଉପଲକ୍ଷେ ତିନି ଦିନିଆ ସମାରୋହକୁ ବାଚସ୍ପତି କଲେ ଉଦଘାଟନ

୭୫ତମ ରାଜଧାନୀ ପ୍ରତିଷ୍ଠା ଦିବସ ଉପଲକ୍ଷେ ତିନି ଦିନିଆ ସମାରୋହକୁ ଆଜି ବାଚସ୍ପତି ଶ୍ରୀ ବିକ୍ରମ କେଶରୀ ଆରୁଖ ଉଦ୍‌ଘାଟନ କରିଛନ୍ତି। ଉଦ୍‌ଘାଟନ ଉତ୍ସବରେ ମନ୍ତୀ ଶ୍ରୀ ପ୍ରଦିପ କୁମାର ଅମାତଙ୍କ ସମେତ ବିଧାୟକ, ମେୟର ଏବଂ ମୁଖ୍ଯ ଶାସନ ସଚିବ,…