Month: April 2023

ବଡବିଲ ଓକିଲସଂଘ ପକ୍ଷରୁ ଉତ୍କଳ ଗୌରବ ମଧୁସୂଦନଦାସଙ୍କ ଜନ୍ମ ଜୟନ୍ତୀ ପାଳନ

ବଡବିଲ ଓକିଲସଂଘ ପକ୍ଷରୁ ଉତ୍କଳ ଗୌରବ ମଧୁସୂଦନଦାସଙ୍କ ଜନ୍ମ ଜୟନ୍ତୀ ପାଳନ କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ବଡ଼ବିଲ ପୌରାଞ୍ଚଳରେ ତଥା ବଡ଼ବିଲ ପ୍ରଥମଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟଙ୍କ କାର୍ଯ୍ୟଳୟ ପରିସରରେ ଥିବା ବାର୍ ହଲ୍ ଠାରେ ଉତ୍କଳ ଗୌରବ ମଧୁସୂଦନ…

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉତ୍କଳଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ

ଉତ୍କଳଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ପୂର୍ବାହ୍ନରେ ପୁଷ୍ପମାଲ୍ଯ ଅର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ଉତ୍କଳଗୌରବ ମଧୁସୂଦନ ଦାସ ଉତ୍କଳ ପ୍ରଦେଶ ଗଠନର ଅନ୍ୟତମ ପ୍ରମୁଖ ବିନ୍ଧାଣୀ । ଉତ୍କଳଗୌରବ ମଧୁସୂଦନ…

୩ ଦିନିଆ ମୟୂରଭଞ୍ଜ ଜିଲା ଗସ୍ତରେ ଆସିବେ ରାଷ୍ଟ୍ରପତି

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୩ ଦିନିଆ ମୟୂରଭଞ୍ଜ ଜିଲା ଗସ୍ତରେ ଆସିବେ। ଆସନ୍ତା ମେ’ ୪ରୁ ୬ତାରିଖ ପର୍ଯ୍ୟନ୍ତ ଜିଲାର ରାଇରଙ୍ଗପୁର, ପାହାଡ଼ପୁର ଓ ବାରିପଦାର ବିଭିନ୍ନ ସ୍ଥାନରେ ହେବାକୁ ଥିବା କାର୍ଯ୍ୟକ୍ରମରେ ସେ ଯୋଗଦେବେ। ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବାର…

ଗୁରୁବାର ଚଳିତ ଆଇପିଏଲ୍‌ରେ ରାଜସ୍ଥାନ ରୟାଲ୍‌ସ ବିଜୟୀ

ଜୟପୁର : ଗୁରୁବାର ଚଳିତ ଆଇପିଏଲ୍‌ରେ ବିଜୟୀ ହୋଇଛି ରାଜସ୍ଥାନ ରୟାଲ୍‌ସ। ଚେନ୍ନଇ ସୁପର କିଙ୍ଗ୍‌ସ (ସିଏସ୍‌କେ)କୁ ୩୨ ରନ୍‌ରେ ରାଜସ୍ଥାନ ପରାସ୍ତ କରିଛି। ଯଶସ୍ବୀ ଜୟସୱାଲଙ୍କ ଅର୍ଦ୍ଧଶତକ ସହ ଧ୍ରୁବ ଜୁରେଲ ଓ ଦେବଦତ୍ତ ପାଡିକଲଙ୍କ ବିସ୍ଫୋରକ ଇନିଂସ ବଳରେ…

ମଧୁସୂଦନ ବାବୁଙ୍କ ଆଜି ରାଜ୍ୟ ସ୍ତରୀୟ ଜୟନ୍ତୀ ପାଳନ ହେବ

ଉତ୍କଳଗୌରବ ମଧୁସୂଦନ ଦାସଙ୍କ ରାଜ୍ଯସ୍ତରୀୟ ଜୟନ୍ତୀ ଆଜି (୨୮ ଏପ୍ରିଲ) ପାଳନ କରାଯିବ। ଏହି ପରିପ୍ରେକ୍ଷୀରେ ସକାଳ ୮ଟାରେ ରାଜଭବନ ଛକ ସ୍ଥିତ #ମଧୁବାବୁ’ଙ୍କ ପ୍ରତିମୂର୍ତ୍ତିରେ ମାନ୍ୟବର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ପୁଷ୍ପମାଲ୍ଯ ଅର୍ପଣ କରିବେ। ସନ୍ଧ୍ୟା ୬ଟାରେ ଜୟଦେବ…

୫-ଟି ସଚିବ ଶ୍ରୀ ଭି.କେ. ପାଣ୍ଡିଆନଙ୍କ କେନ୍ଦ୍ରାପଡା ଜିଲ୍ଲା ଗସ୍ତ

ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ୫-ଟି ସଚିବ ଶ୍ରୀ ଭି.କେ. ପାଣ୍ଡିଆନ ଆଜି କେନ୍ଦ୍ରାପଡା ଜିଲ୍ଲା ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ କାମ ଅନୁଧ୍ୟାନ କରିବା ସହିତ ଏହାର ଅଗ୍ରଗତି ପାଇଁ ପଦକ୍ଷେପ ନେବାକୁ ଆବଶ୍ୟକ ପରାମର୍ଶ ଓ…

ଡାକୋଟା ବିମାନ ପରିଦର୍ଶନ କଲେ ଇଣ୍ଡୋନେସିଆ ଏବଂ ଭୁଟାନ୍‌ର ରାଷ୍ଟ୍ରଦୂତ

ଭାରତରେ ଅବସ୍ଥାପିତ ଇଣ୍ଡୋନେସିଆ ଏବଂ ଭୁଟାନ୍‌ର ରାଷ୍ଟ୍ରଦୂତ ଇନା ଏଚ୍ କ୍ରିଷ୍ଣାମୂର୍ତ୍ତି ଆଜି ଭୁବନେଶ୍ଵର ବିମାନ ବନ୍ଦରରେ ରଖାଯାଇଥିବା ଡାକୋଟା ବିମାନ ପରିଦର୍ଶନ କରିଛନ୍ତି। @SSEPD2 ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଏବଂ @CTOdisha ପ୍ରମୁଖ ଶାସନ ସଚିବ ଶ୍ରୀମତୀ…

ଅପରେସନ ଲାଗି ୪୦ହଜାର ଟଙ୍କା ମାଗି ହଟହଟା ହେଲେ ଡାକ୍ତର

ଅପରେସନ ଲାଗି ୪୦ହଜାର ଟଙ୍କା ମାଗି ହଟହଟା ହେଲେ ଡାକ୍ତର କେନ୍ଦୁଝର ଜିଲ୍ଲା ମୁଖ୍ୟ ଡାକ୍ତରଖାନାର ଅସ୍ଥି ଶଲ୍ୟ ବିଭାଗରେ ଜଣେ ଆଦିବାସୀ ମହିଳାଙ୍କ ପୁଅର ଅପରେସନ ଲାଗି ଜଣେ ଡାକ୍ତର ୪୦ହଜାର ଟଙ୍କା ଲାଞ୍ଚ ମାଗି ଖୁବ୍ ହିନସ୍ତା ହୋଇଛନ୍ତି।…

ପାନୀୟ ଜଳ ପାଇଁ ଡହଳ ବିକଳ ମହୀଧରପୁର ଗ୍ରାମବାସୀ

ପାନୀୟ ଜଳ ପାଇଁ ଡହଳ ବିକଳ ମହୀଧରପୁର ଗ୍ରାମବାସୀ ରାଜନୈତିକ ଆକ୍ରୋଶ ର ଶିକାର ହେଉଛନ୍ତି ଗ୍ରାମବାସୀ ୧୦ ହାଜର ଦିଅ ପାଣି ଟେପ୍ ନିଅ ଅଭିଯୋଗ କଲେ ଗ୍ରାମବାସୀ ଅନୁଗୋଳ ଜିଲ୍ଲା :ବଅଁରପାଳ ବ୍ଲକ ଅନ୍ତର୍ଗତ ମହୀଧରପୁର ଗ୍ରାମରେ ଗ୍ରାମବାସୀ…

ସାପ କାମୁଡାରେ ବୃଦ୍ଧାଙ୍କ ମୃତ୍ୟୁ

ସାପ କାମୁଡାରେ ବୃଦ୍ଧାଙ୍କ ମୃତ୍ୟୁ କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଗ୍ରାମର ପଞ୍ଚାୟତ ପଲାନାଣିଘାଟି କୁମୁଳା ବାହାଳି ରଙ୍ଗା ମାଟି ସାହିରେ ବୁଧବାର ୧୦ ଟା ସମୟରେ ଜଣେ ୮୫ ବର୍ଷୀୟ ବୃଦ୍ଧା ଙ୍କୁ ଚିତି ସାପ କାମୁଡ଼ିଦେବାରୁ ବୃଦ୍ଧା ଙ୍କ…

You missed