ସରକାରଙ୍କ ମାଳ ମାଳ ଯୋଜନା ଥାଉ ଥାଉ ହେଲେ କାହା ପାଖକୁ ପହଞ୍ଚି ପାରୁନାହିଁ ଭଲ ଘର ଖଣ୍ଡିଏ କାହାପାଇଁ ଭତ୍ତା ନାହିଁ
ସରକାରଙ୍କ ମାଳ ମାଳ ଯୋଜନା ଥାଉ ଥାଉ ହେଲେ କାହା ପାଖକୁ ପହଞ୍ଚି ପାରୁନାହିଁ ଭଲ ଘର ଖଣ୍ଡିଏ କାହାପାଇଁ ଭତ୍ତା ନାହିଁ ହଁ ଦଶକ ବନ୍ଧୁ ଆମେ କହୁଛୁ ପାଟଣା ବ୍ଲକ ଅଞ୍ଚଳର କଥା କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ…
