Spread the love

ସରକାରଙ୍କ ମାଳ ମାଳ ଯୋଜନା ଥାଉ ଥାଉ ହେଲେ କାହା ପାଖକୁ ପହଞ୍ଚି ପାରୁନାହିଁ ଭଲ ଘର ଖଣ୍ଡିଏ କାହାପାଇଁ ଭତ୍ତା ନାହିଁ

ହଁ ଦଶକ ବନ୍ଧୁ ଆମେ କହୁଛୁ
ପାଟଣା ବ୍ଲକ ଅଞ୍ଚଳର କଥା
କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅନ୍ତର୍ଗତ ସରାସକୋଲା ପଞ୍ଚାୟତ ନିକଟସ୍ଥ ଥିବା ସାଦରସାହିରେ ଏପରି ଦେଖିବାକୁ ମିଳିଛି
ଅସହାୟ ବିଧବା ମାଉସୀ ରାଇମଣୀ ମୁଣ୍ଡା ତାଙ୍କର ବୟସ ୮୦ ନାଁ
ମିଳୁଛି ଭଲ ଘର ଖଣ୍ଡିଏ ତାଙ୍କ ପାଖରେ ପହଂଚି ପାରୁଛି ଆବାସ ଗୃହ ଟିଏ ପାଇଁ ବୃଦ୍ଧା। ଜଣଙ୍କ ସରପଞ୍ଚ ଟୁ ଆରମ୍ଭ କରି ପାଟଣା ବ୍ଲକ ପର୍ଯ୍ୟନ୍ତ ସମସ୍ତ ଙ୍କୁ କାକୁତି ମିନତି କରି ଗୁହାରି ଜଣାଇ ଆସୁଛନ୍ତି କିନ୍ତୁ କେହିବି ତାଙ୍କ ଗୁହାରୀ ଶୁଣୁ ନଥିବା ସେ କହିଛନ୍ତି
ଆଜ୍ଞା ଆମେ ଗରିବ ଲୋକ ବୋଲି କ’ଣ ଆମ କଥା କେହି ଶୁଣୁ ନାହାନ୍ତି ମୁଁ କେମିତି ଏ ଭଙ୍ଗା ଘରେ କେମିତି ରହିବି ମୋର ପୁଅ ବୋହୁ ମୋତେ କେହି ପଚାରୁ ନାହାନ୍ତି ଝଡ଼ ବତାସ ଆସିଲେ ମୁଁ ପଡ଼ୋଶୀ ଘର କୁ ଯାଇ ଆସର ନେଉଛି
କେନ୍ଦୁଝର ଜିଲ୍ଲା ରତି ରଞ୍ଜନ ବାରିକ୍ ଶହ ପାଟଣା ବ୍ଲକ ରୁ ଦଶରଥ ବାରିକ୍ ଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ୍

Leave a Reply

Your email address will not be published. Required fields are marked *