ବଡ଼ବିଲ ଗୁଳିକାଣ୍ଡ ର ମହିଳା ମାଷ୍ଟରମାଇଣ୍ଡ ସହ ଅନ୍ୟଜଣେ ଗିରଫ,ଝାରଖଣ୍ଡି ସୁପାରୀ କିଲ୍ଲର ଫେରାର ବୋଲେରୋ ଗାଡି ଜବତ
ବଡ଼ବିଲ ଗୁଳିକାଣ୍ଡ ର ମହିଳା ମାଷ୍ଟରମାଇଣ୍ଡ ସହ ଅନ୍ୟଜଣେ ଗିରଫ,ଝାରଖଣ୍ଡି ସୁପାରୀ କିଲ୍ଲର ଫେରାର ବୋଲେରୋ ଗାଡି ଜବତ ଦିନ ଦ୍ବିପ୍ରହରରେ ଗତ ୧ ତାରିଖ ବଡ଼ବିଲ ସହର, ମୋନି ଟାୱାର ଛକ ନିକଟରେ ବଡ଼ବିଲ ପୋୖରାଧ୍ୟକ୍ଷଙ୍କ ଅତି ଘନିଷ୍ଠ ସହଯୋଗୀ…
