Month: October 2023

ଦେବାଶିଷ ଘୋଷ ସମେତ ବହୁ ସମାଜବାଦୀ ନେତା କଂଗ୍ରେସ ଦଳରେ ମିଶିଲେ

ଦେବାଶିଷ ଘୋଷ ସମେତ ବହୁ ସମାଜବାଦୀ ନେତା କଂଗ୍ରେସ ଦଳରେ ମିଶିଲେ ଅନୁଗୋଳ ୩୦।୯ ଗତକାଲି ପ୍ରଦେଶ କଂଗ୍ରେସ କମିଟିର ସଭାପତି ଶରତ ପଟ୍ଟନାୟକଙ୍କ ଅନୁଗୋଳ ଗସ୍ତ ସମୟରେ ତାଳଚେରଠାରେ ତାଙ୍କୁ ତାଳଚେର ବ୍ଲକ କଂଗ୍ରେସ କମିଟି ପକ୍ଷରୁ ଭବ୍ୟ ସମ୍ବର୍ଦ୍ଧନା…

ଗ୍ରାମ୍ୟ ଉନ୍ନୟନ ବିଭାଗର ମାସିକ ସମୀକ୍ଷା ବୈଠକ

ଗ୍ରାମ୍ୟ ଉନ୍ନୟନ ବିଭାଗର ମାସିକ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରି ବିଭାଗ ଅଧିନସ୍ଥ ସମସ୍ତ ଯୋଜନା ଓ ପ୍ରକଳ୍ପ କାର୍ଯ୍ଯ ତ୍ବରାନ୍ବିତ କରିବା ସହ ମୁଖ୍ୟମନ୍ତ୍ରୀ ଅଭିଯୋଗ ଶୁଣାଣୀ ଉପରେ ପ୍ରାଥମିକତା ଦେବା ପାଇଁ ପ୍ରମୁଖ ଶାସନ ସଚିବ ଶ୍ରୀ ସଞ୍ଜୟ…

ଜନଜାତି ଭାଷା ସଂସ୍କୃତି ପ୍ରତିଷ୍ଠାନ ପକ୍ଷରୁ ପ୍ରକାଶିତ ସାନ୍ତାଳୀ-ଓଡିଆ-ଇଂରାଜୀ ଶଦ୍ଦକୋଷକୁ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଆଜି ନବୀନ ନିବାସ ଠାରେ ଜନଜାତି ଭାଷା ସଂସ୍କୃତି ପ୍ରତିଷ୍ଠାନ ପକ୍ଷରୁ ପ୍ରକାଶିତ ସାନ୍ତାଳୀ-ଓଡିଆ-ଇଂରାଜୀ ଶଦ୍ଦକୋଷକୁ ଲୋକାର୍ପଣ କରିଛନ୍ତି। ଏଥିସହିତ ସୌରା, କୁଇ, କୁଭି, ଗୋଣ୍ଡି ଓ ମୁଣ୍ଡା ଭାଷାର ପ୍ରାଥମିକ ଶ୍ରେଣୀ ନିମନ୍ତେ…

ସାଇବର ସୁରକ୍ଷା ଅଭିଯାନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଆଜି ସ୍ଥାନୀୟ କଳିଙ୍ଗ ଷ୍ଟାଡିଅମରେ ସାଇବର ସୁରକ୍ଷା ଅଭିଯାନର ଶୁଭାରମ୍ଭ କରିଛନ୍ତି। ୩୪ଟି ସାଇବର ସୁରକ୍ଷା ରଥ ଆଜିଠାରୁ ସାରା ରାଜ୍ୟର ବିଭିନ୍ନ ସ୍କୁଲ, କଲେଜ ଓ ପଞ୍ଚାୟତ ଆଦି ଭ୍ରମଣ କରି ସାଇବର…

ନଦୀରେ ବୁଡ଼ି ମୃତ

ନଦୀରେ ବୁଡ଼ି ମୃତ ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଳକ ଅନ୍ତର୍ଗତ କଲ୍ୟାଣ ପୁର ପଞାୟତର ମଲ୍ଲିକ ସାହିର ସ୍ବର୍ଗତ କୁଶ ମଲ୍ଲିକଙ୍କ ପୁତ୍ର ବୈଷ୍ଣବ ମଲ୍ଲୀକ ଖରସ୍ରୋତା ନଦୀରେ ଗାଧୋଉଥିବା ଅବସ୍ଥାରେ ଅସାବଧାନତା ହେତୁ ଗୋଡ଼ ଖସି ଯିବାରୁ ମୃତୁ ହୋଇଯାଇଛି।ଖବର…

ଅପରାଜିତାଙ୍କ ପରିବର୍ତନ ସମାବେଶ

ଅପରାଜିତାଙ୍କ ପରିବର୍ତନ ସମାବେଶ ଦଶରଥପୁର ,ବିଂଝାରପୁର ବ୍ଲକ ଅଧିନସ୍ଥ ପ୍ରୀତିପୁର ସ୍ଥିତ କୀର୍ତନ ପଢିଆ ଠାରେ ଆଜି ବିଜେପି ପକ୍ଷରୁ ପରିବର୍ତନ ସମାବେଶ ଅନୁଷ୍ଠିତ ହୋଇଯାଇଛି | ଏହି ସମାବେଶରେ ମୁଖ୍ୟ ଅତିଥି ଭାବେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଯୋଗଦେଇ…