Month: December 2023

ବଅଁରପାଳ ଶିଶୁ ବିଦ୍ୟାମନ୍ଦିରର ବାର୍ଷିକ କ୍ରୀଡା ଉଦଘାଟିତ

ବଅଁରପାଳ,୫.୧୧- ସ୍ଥାନୀୟ ପାଞ୍ଚଗଡ଼ ବିଜୟ କୁମାର ଉଚ୍ଚ ବିବ୍ୟାଳୟ ଖେଳପଡିଆରେ ବଅଁରପାଳ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ଦୁଇ ଦିନିଆ ସପ୍ତ ବିଂଶତମ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଉଦଘାଟିତ ହୋଇଯାଇଛି l ଶିକ୍ଷାନୁଷ୍ଠାନ ପରିଚାଳନା କମିଟିର ସଭାପତି ସତ୍ୟବାନ ବରାହଙ୍କ ଅଧ୍ୟକ୍ଷତାରେ…

ଧରିତ୍ରୀ ଖବରକାଗଜ ସାମ୍ବାଦିକଙ୍କ ଅକାଳ ବିୟୋଗ

ଅନୁଗୋଳ -ଧରିତ୍ରୀ ଖବରକାଗଜ ସାମ୍ବାଦିକଙ୍କ ଅକାଳ ବିୟୋଗ । ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ଧରିତ୍ରୀ ଖବରକାଗଜ ର ବଅଁରପାଳ correspondent ଉପେନ୍ଦ୍ର ରାଉତ ଙ୍କ ପରଲୋକ ହୋଇଛି। ସୂଚନା ମୁତାବକ ସେ ନାଲକୋ ହସ୍ପିଟାଲ୍ ରେ ଚିକିତ୍ସିତ ଅବସ୍ଥାରେ…

ମହାମହିମ ରାଜ୍ୟପାଳଙ୍କ ଢେଙ୍କାନାଳ ଜିଲ୍ଲା ଗସ୍ତ

ଢେଙ୍କାନାଳ :05/12-ଆଜି ମହାମହିମ ରାଜ୍ୟପାଳ ଶ୍ରୀଯୁକ୍ତ ରଘୁବର ଦାସ ଦାୟିତ୍ୱ ଗ୍ରହଣ କରିବାପରେ ପ୍ରଥମଥର ଢେଙ୍କାନାଳ ଜିଲ୍ଲା ଗସ୍ତରେ ଆସି ପୂର୍ବାହ୍ନରେ କପିଳାସ ପୀଠାଧିଶ ପ୍ରଭୁ ଶ୍ରୀ ଶ୍ରୀ ଚନ୍ଦ୍ରଶେଖରଙ୍କ ଦର୍ଶନ କରି ପୂଜାର୍ଚ୍ଚନା କରିଛନ୍ତି l ଦର୍ଶନ ପରେ ସେ…

ଶ୍ରୀ ଶ୍ରୀ ସିଦ୍ଧ ବଳରାମଜୀଉଙ୍କ ମନ୍ଦିର ରେ ପ୍ରଥମାଷ୍ଟମୀ ପାଳିତ

ଢେଙ୍କାନାଳ କୈବଲ୍ୟ ବଜାର ସ୍ଥିତ ଶ୍ରୀ ଶ୍ରୀ ସିଦ୍ଧ ବଳରାମଜୀଉଙ୍କ ମନ୍ଦିର ପ୍ରାଙ୍ଗଣରେ ପ୍ରଥମାଷ୍ଟମୀ ପାଳିତ ହୋଇଯାଇଛି। ପ୍ରାତଃ ରୁ ମଙ୍ଗଳ ଆଳତି ମହାସ୍ନାନ ଓ ବଳରାମ, କୃଷ୍ଣ, ସୁଭଦ୍ରା ଓ ଋକୃଣୀଙ୍କୁ ନୂତନ ବସ୍ତ୍ର ପରିଧାନ ଫୁଲ ହାର ତୁଳସୀ…

ମହାତ୍ମା ଗାନ୍ଧୀ ସ୍ନାତକ ମହାବିଦ୍ୟାଳୟରେ “ନୂଆ-ଓ” କାର୍ଯ୍ୟକ୍ରମ ଉଦଯାପିତ

ଅମ୍ବାଭୋନା ୪-୧୨-୨୩ ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ମହାତ୍ମା ଗାନ୍ଧୀ ସ୍ନାତକ ମହାବିଦ୍ୟାଳୟ ଭୁକ୍ତା ଠାରେ ୧୪ ଦିନ ଧରି ଆୟୋଜିତ ହୋଇଥିବା ଓଡ଼ିଶା ସରକାର ଙ୍କ ର “ନୂଆ-ଓ” କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି। ମ ହାବିଦ୍ୟାଳୟ ର ଅଧ୍ଯକ୍ଷା ଶ୍ରୀମତୀ କଲ୍ପନା…

ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଉଦଘାଟିତ

ଅମ୍ବାଭୋନା -୦୪/୧୨/୨୦୨୩- ମହାତ୍ମା ଗାନ୍ଧୀ ଜୁନିଅର ମହାବିଦ୍ୟାଳୟ ଭୁକ୍ତା ଠାରେ ଯୁବା ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଜିଲ୍ଲା ପରିଷଦ ସଭ୍ୟା ନୀଲକୁମାରୀ ନାୟକ ଙ୍କ କରକମଳରେ ଉଦଘାଟିତ ହୋଇଯାଇଛି।ମହାବିଦ୍ୟାଳୟ ର ଅଧ୍ୟକ୍ଷ ଶ୍ରୀ ଧ୍ରୁବ ଚରଣ ସା ଙ୍କ ସଭାପତିତ୍ୱ…

ସିଦ୍ଧାର୍ଥ ପବ୍ଲିକ ସ୍କୁଲ କୁମେଲସିଂହା ରେ ବାର୍ଷିକ କ୍ରୀଡା ପ୍ରତିଯୋଗିତା

ଅତାବିରା ବ୍ଲକ ସ୍ଥିତ ଗୋଡ଼ଭଗା କୁମେଲସିଂହା ସିଦ୍ଧାର୍ଥ ପବ୍ଲିକ ସ୍କୁଲ ତା.୦୨.୧୨.୨୦୨୩ ରୁ ଆରମ୍ଭ କରି ତା.୦୪.୧୨.୨୦୨୩ ପର୍ଯ୍ୟନ୍ତ ତିନଦିନ ଧରି ସିଦ୍ଧାର୍ଥ ପବ୍ଲିକ ସ୍କୁଲ କୁମେଲସିଂହା ର ବାର୍ଷିକ କ୍ରୀଡ଼ା ଅନୁଷ୍ଠିତ ହୋଇଯାଇଛି। ଏହି କ୍ରୀଡ଼ା ପ୍ରତିଯୋଗିତା ୦୨.୦୧୨.୨୩ ଶନିବାର…

ପୋଲିସ ହାଇସ୍କୁଲରେ ମୃତ୍ତିକା ସଂରକ୍ଷଣ ସଂମ୍ପର୍କିତ ପ୍ରତିଯୋଗୀତା

କେନ୍ଦୁଝର, ବିଶ୍ବବାସୀ ଙ୍କ ପାଇଁ ଖାଦ୍ୟ ନିରାପତ୍ତା,ଜଳବାୟୁ ପରିବର୍ତ୍ତନ ତଥା ଦାରିଦ୍ରତା ନିବାରଣ ନିମନ୍ତେ ମୃତ୍ତିକା ର ଗରୁରତ୍ବପୂର୍ଣ୍ଣ ଭୂମିକା ବିଷୟରେ ସଚେତନତା ସୃଷ୍ଟି କରିବା ବିଶ୍ବ ମୃତ୍ତିକା ଦିବସର ଲକ୍ଷ ରହିଛି।ଏଣୁ ୨୦୧୪ ମସିହା ଠାରୁ ଡିସେମ୍ବର ୫ତାରିଖ କୁ…

କେନ୍ଦୁଝର ଜିଲ୍ଲାରେ ବିପଦରେ ଗଜାରାଜ୍ ବଂଶ।

କେନ୍ଦୁଝର ଜିଲ୍ଲାରେ ହାତୀ ମୃତ୍ୟୁ ଥମିବାରେ ନା ଧରୁନି। କେନ୍ଦୁଝର ବନଖଣ୍ଡ ଅନ୍ତର୍ଗତରେ ଗାଜରାଜ୍ ଙ୍କ ବଂଶ ବୋଧ୍ ହୁଏ କିଛି ଦିନରେ ବିଲୁପ୍ତ ହେବାକୁ ଯାଉଛି। ପୁଣି ଏକ ମାଈ ହାତୀର ଗଲିତ ଶବ ଉଦ୍ଧାର ହୋଇଛି ଚମ୍ପୁଆ ରେଞ୍ଜ…

ବଡ଼ବିଲ ପୌରପାଳିକାରେ ଆୟୋଜନ ହେବ ଅନ୍ତଜିଲ୍ଲା ମହିଳା ଫୁଟବଲ୍ ଟୁର୍ଣାମେଣ୍ଟ।

ଓଡିଶାରେ ଆରମ୍ଭ ହେବାକୁ ଯାଉଛି ଅନ୍ତଜିଲ୍ଲା ମହିଳା ଫୁଟବଲ୍ ଲିଗ୍, ଯାହାର ଆୟୋଜନ କରିବାର ଦାୟିତ୍ଵ ମିଳିଛି କେନ୍ଦୁଝର ଜିଲ୍ଲାକୁ, ଏବଂ କେନ୍ଦୁଝର ଜିଲ୍ଲା ପକ୍ଷରୁ ଏହି ମହିଳା ଅନ୍ତଜିଲ୍ଲା ଫୁଟବଲ୍ ଲିଗ୍ ମ୍ୟାଚ୍ ଆୟୋଜନ କରିବାର ଷୌଭାଗ୍ୟ ହାସଲ କରିଛି…