Spread the love

ଅନୁଗୋଳ -ଧରିତ୍ରୀ ଖବରକାଗଜ ସାମ୍ବାଦିକଙ୍କ ଅକାଳ ବିୟୋଗ । ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ଧରିତ୍ରୀ ଖବରକାଗଜ ର ବଅଁରପାଳ correspondent ଉପେନ୍ଦ୍ର ରାଉତ ଙ୍କ ପରଲୋକ ହୋଇଛି। ସୂଚନା ମୁତାବକ ସେ ନାଲକୋ ହସ୍ପିଟାଲ୍ ରେ ଚିକିତ୍ସିତ ଅବସ୍ଥାରେ ପ୍ରାଣ ତ୍ୟାଗ କରିଥିଲେ। ତାଙ୍କର ମୃତ୍ୟୁରେ ଆଖପାଖ ଅଞ୍ଚଳର ବହୁ ସାମ୍ବାଦିକ ଦୁଃଖ ପ୍ରକାଶ କରିଛନ୍ତି। ସେ ସାମ୍ବାଦିକତା ସହ ରାଜନୀତିରେ ମଧ୍ୟ ବେଶ୍ ପ୍ରଭାବ ବିସ୍ତାର କରିଥିଲେ।

Leave a Reply

Your email address will not be published. Required fields are marked *