Month: November 2024

କିଡନୀ ରୋଗରେ ପୀଡିତ ନବମ ଶ୍ରେଣୀ ଛାତ୍ର ଦୀପକ। ପୁଅ ର ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ।ଚିନ୍ତାରେ ବାପ, ମା

କିଡନୀ ରୋଗରେ ପୀଡିତ ନବମ ଶ୍ରେଣୀ ଛାତ୍ର ଦୀପକ। ପୁଅ ର ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ।ଚିନ୍ତାରେ ବାପ, ମା ଜଗତସିଂହପୁର ତା =23/11/24ଜଗତସିଂହପୁର ଜ଼ିଲ୍ଲା ରଘୁନାଥପୁର ବ୍ଲକ ଅନ୍ତର୍ଗତ ସାଦେଇ ପୁର ପଞ୍ଚାୟତ ବଣିକୁନ୍ଦ ଗ୍ରାମର ଦିନ ମଜୁରିଆ…

ମହେଶ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟ ରେ NCC ଶିକ୍ଷକ ନିଯୁକ୍ତି ଦାବି ରେ ଜ଼ିଲ୍ଲା ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

ମହେଶ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟ ରେ NCC ଶିକ୍ଷକ ନିଯୁକ୍ତି ଦାବି ରେ ଜ଼ିଲ୍ଲା ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଜଗତସିଂହପୁର ତା =22/11/24ରଘୁନାଥପୁର ବ୍ଲକ ଗୁଆଳିପୁର ସ୍ଥିତ ମହେଶ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟରେ 2001ମସିହାରେ NCC ସ୍ଥାପନ…

ବାଲିଯାତ୍ରା ସପ୍ତମ ଦିନ ରେ ବଲିଉଡ କଳାକାର

ବାଲିଯାତ୍ରା ସପ୍ତମ ଦିନ ବୈଷ୍ଣବ ପାଣି ମଞ୍ଚରେ ବଲିଉଡତଥା ପଦ୍ମଭୂଷଣ ପୁରସ୍କାର ପ୍ରାପ୍ତ ଗାୟକ ସୁରେଶ ୱାତକରଗୀତରେ କମ୍ପିଲା , ଲଗି ଆଜ୍ ସାୱନ୍ କି ଫିର ଦୋ ଝଡ଼ି ହେଗୀତରେ ବେଶ୍ ଦର୍ଶକଙ୍କୁ ଆକୃଷ୍ଟ କରିଥିଲା, ଓଡ଼ିଆ ଗୀତରେମା ତୁମେ…

ବାରବାଟୀରେ ଦିନିକିଆ ମ୍ୟାଚ୍ ପାଇଁ କମିଲା ଟିକେଟ ଦର

ଭୂବନେଶ୍ୱର, ୨୦/୧୧ : ବାରବାଟୀ ଦିନିକିଆ ପାଇଁ ଟିକେଟ ଦର ହ୍ରାସ ପାଇଛି । ଫେବୃୟାରୀ ୯ ରେ ହେବାକୁ ଥିବା ଭାରତ-ଇଂଲଣ୍ଡ ମ୍ୟାଚ୍ ଟିକେଟ ଦର ହ୍ରାସ କରିଛି ଓସିଏ । ସର୍ବନିମ୍ନ ୧୦୦ ଟଙ୍କା ଟିକେଟ ଦର ହ୍ରାସ…

ମହିଳା ଏସିଆନ ଚାମ୍ପିୟନ୍ସ ଟ୍ରଫି: ଚାଇନାକୁ ହରାଇ ଭାରତ ପୁଣି ଚାମ୍ପିୟନ

ନୂଆଦିଲ୍ଲୀ, ୨୦/୧୧ : ପୁଣିଥରେ ମହିଳା ଏସିଆନ ଚାମ୍ପିୟନ୍ସ ଟ୍ରଫି କବଜା କରିଛି ଭାରତୀୟ ମହିଳା ହକି ଟିମ। ବିହାରର ରାଜଗିରରେ ଭାରତୀୟ ମହିଳା ଟିମ ରାଜ କରିଛି। ଆଜି ଫାଇନାଲରେ ଭାରତୀୟ ମହିଳା ଦଳ ଚାଇନାକୁ ୧-୦ରେ ହରାଇ କ୍ରମାଗତ…

୨୩ରେ ମନ୍ତ୍ରୀ ପରିଷଦ ବୈଠକ : ୨୬ରେ ଅତିରିକ୍ତ ବଜେଟ

ଭୂବନେଶ୍ବର, ୨୧/୧୧ : ଆସନ୍ତା ୨୩ ତାରିଖ ଅପରାହ୍ନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ । ଏହି ବୈଠକରେ ରାଜ୍ୟର ଅତିରିକ୍ତ ବଜେଟ୍ ଉପରେ ଆଲୋଚନା କରାଯିବ । ମନ୍ତ୍ରୀ ମାନଙ୍କ ମଧ୍ୟରେ ଆଲୋଚନା ପରେ ଏହି…

ବିଧାୟକଙ୍କୁ ଆକ୍ରମଣ ଘଟଣା : ୧୦ ଗିରଫ

ଭୂବନେଶ୍ୱର, ୨୧/୧୧ : ଆକ୍ରମଣ ଘଟଣାରେ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରତିକ୍ରିୟା ରଖିଛନ୍ତି ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ । ଆକ୍ରମଣ ଘଟଣାକୁ ଦୃଢ଼ ନିନ୍ଦା କରିଛନ୍ତି ବିଧାୟକ । ପୁଲିସ ୧୦ ଜଣଙ୍କୁ ଗିରଫ କରିଥିବାବେଳେ ଅନ୍ୟ…

ବିଶ୍ବ ମତ୍ସ୍ୟ ଦିବସ ପାଳିତ

ବିଶ୍ବ ମତ୍ସ୍ୟ ଦିବସ ପାଳିତ ଅନୁଗୋଳ ତା.୨୧.୧୧ : – ଆଜି ପୂର୍ବାହ୍ନରେ ସ ସ୍ଥାନୀୟ ମିଶ୍ରପଡା ସ୍ଥିତ ଭୋଜନ ବାହାର ସଭାଗୃହ ଠାରେ ଜିଲ୍ଲା ସ୍ତରୀୟ ବିଶ୍ବ ମତ୍ସ୍ୟ ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥୁ…

ଆଜି ଜଳଛାୟା ସମ୍ମିଳନୀ କକ୍ଷ,ରାୟଗଡ଼ା ଠାରେ ବିଶ୍ଵ ମତ୍ସ୍ୟ ଦିବସ ୨୦୨୪ ପାଳନ

ଆଜି ଜଳଛାୟା ସମ୍ମିଳନୀ କକ୍ଷ,ରାୟଗଡ଼ା ଠାରେ ବିଶ୍ଵ ମତ୍ସ୍ୟ ଦିବସ ୨୦୨୪ ପାଳନ କରାଯାଇଅଛି।ଏଥିରେ ଶ୍ରୀ ନିହାର ରଞ୍ଜନ କହଁର,ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ମତ୍ସ୍ୟ ଚାଷ ସହିତ ମତ୍ସ୍ୟ ଉତ୍ପାଦନ…

ରାୟଗଡ ଜିଲ୍ଲାସ୍ତରୀୟ ଲୋକମାହୋତ୍ସବ ଚଇତି -୨୦୨୪ ପ୍ରସ୍ତୁତି ଅନୁଷ୍ଠିତ

ରାୟଗଡ ଜିଲ୍ଲାସ୍ତରୀୟ ଲୋକମାହୋତ୍ସବ ଚଇତି -୨୦୨୪ ପ୍ରସ୍ତୁତି ଅନୁଷ୍ଠିତ “ଡ଼ିସେମ୍ବର ୨୬ତlରଖରୁ ୩୦ତାରିଖରେ ଅନୁଷ୍ଠିତ ହେବ”“ପଦ୍ମପୁର ମରିଚଗୁଡା ଅକ୍ଷର ବ୍ରହ୍ମ ମନ୍ଦିରରୁ ଶୁଭାରମ୍ଭ ହେବ “ରାୟଗଡ:-ତା. ୨୧/୧୧/୨୦୨୪ରାୟଗଡ ଜିଲ୍ଲାସ୍ତରୀୟ ଲୋକମହୋତ୍ସବ ଚଇତି -୨୦୨୪ ପାଳନ ନିମନ୍ତେ ପ୍ରସ୍ତୁତି ଜିଲ୍ଲାସଂସ୍କୃତି ପରିଷଦ ଅଧ୍ୟାକ୍ଷା…