ଆସିଲା ନୂଆ ନିୟମ; ଆଗକୁ ପରୀକ୍ଷାରେ କପି କଲେ ୫ ବର୍ଷ ଜେଲ୍..
ଭୂବନେଶ୍ବର: କେନ୍ଦ୍ରର ମାର୍ଗ ଦର୍ଶନରେ ଓଡ଼ିଶା ବିଭିନ୍ନ ସରକାରୀ ଚାକିରି ପାଇଁ ନୂଆ ନୀତି ଆପଣାଇଛି । ଚାକିରି ପାଇଁ ହେଉଥିବା ପରୀକ୍ଷା ବା ଇଣ୍ଟରଭ୍ୟୁରେ ଅସାଧୁ ଉପାୟକୁ ରୋକ୍ ଦେବା ଲାଗି ସରକାରଙ୍କ ପକ୍ଷରୁ ଏହି ନିୟମରେ କଡ଼ା ଦଣ୍ଡ…
ରୂପାରେ ଛାଉଣି ହେବ ଶ୍ରୀମନ୍ଦିର ସଂହଦ୍ବାର ଓ ପତିତପାବନଙ୍କ ମନ୍ଦିର
ପୂରୀ: ଶ୍ରୀମନ୍ଦିର ସିଂହଦ୍ବାର ଜମଶିଳା ତଥା ଦ୍ବାର ବନ୍ଧ ଓ ପତିତପାବନଙ୍କ ମନ୍ଦିରକୁ ସଂପୂର୍ଣ୍ଣ ଭାବେ ରୂପାରେ ଛାଉଁଣି କରାଯିବ । ଏନେଇ ଗୁରୁବାର ଶ୍ରୀମନ୍ଦିର କାର୍ଯ୍ୟାଳୟରେ ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ବସିଥିବା ଗୁରୁତ୍ୱପୂର୍ଣ୍ଣ ବୈଠକରେ ନିଷ୍ପତ୍ତି…
ଶିମିଳିପାଳକୁ ଆସିଲା ଦ୍ଵିତୀୟ ବାଘୁଣୀ
ମୟୂରଭଞ୍ଜ: ପ୍ରଥମେ ଯମୁନା ପରେ ଆଜି ପୁଣି ଶିମିଳିପାଳକୁ ଆସିଲା ଦ୍ବିତୀୟ ବାଘୁଣୀ । ମହାରାଷ୍ଟ୍ର ତାଡ଼ବା ଅନ୍ଧାରୀ ଟାଇଗର ରିଜର୍ଭରୁ ଆସି ମୟୂରଭଞ୍ଜ ଶିମିଳିପାଳ ଅଭୟାରଣ୍ୟରେ ପହଞ୍ଚିଛି ଆଉ ଏକ ବାଘୁଣୀ । ଭବିଷ୍ୟତରେ ବାଘ ସଂଖ୍ୟା ବୃଦ୍ଧି ପାଇଁ…
ଆସନ୍ତା ୨୦ ତାରିଖରୁ ବରଗଡ଼ରୁ ଆରମ୍ଭ ହେବ ଧାନ ସଂଗ୍ରହ
ଭୂବନେଶ୍ୱର, ୧୪/୧୧ : ଆସନ୍ତା ୨୦ ତାରିଖରୁ ବରଗଡ଼ରୁ ଆରମ୍ଭ ହେବ ଧାନ ସଂଗ୍ରହ । ନଭେମ୍ବର ୨୨ରେ ସମ୍ବଲପୁର ଏବଂ ପରେ ସବୁ ଜିଲ୍ଲାରୁ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହେବ। ଏଥିନିମନ୍ତେ ଆସନ୍ତା ୧୫ ତାରିଖରୁ ଚାଷୀଙ୍କୁ ଟୋକନ୍…
ଭାରତ-ଅଷ୍ଟ୍ରେଲିଆ ଆନ୍ତଃବିଶ୍ୱବିଦ୍ୟାଳୟ କ୍ରିକେଟ ମ୍ୟାଚ ଖେଳିବେ ଓଡ଼ିଆ ପୁଅ
ଭାରତ-ଅଷ୍ଟ୍ରେଲିଆ ଆନ୍ତଃବିଶ୍ୱବିଦ୍ୟାଳୟ କ୍ରିକେଟ ମ୍ୟାଚ ଖେଳିବେ ଓଡ଼ିଆ ପୁଅ ଭୂବନେଶ୍ୱର, ୧୪/୧୧ : ସମ୍ବଲପୁର ବିଶ୍ୱବିଦ୍ୟାଳୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ସୁଜଲ କେ ସିଂ ଭାରତର ଜାତୀୟ ୟୁନିଭର୍ସିଟି ଦଳରେ ସ୍ଥାନ ପାଇଛନ୍ତି। ସମ୍ବଲପୁର ଜିଲାରେ ଖୁସିର ଲହର ଖେଳିଯାଇଛି…
ଲାଞ୍ଚ ନେବାବେଳେ ଆରଆଇଙ୍କୁ ଧରିଲା ଭିଜିଲାନ୍ସ
ଲାଞ୍ଚ ନେବାବେଳେ ଆରଆଇଙ୍କୁ ଧରିଲା ଭିଜିଲାନ୍ସ ବନେଶ୍ୱର, ୧୫/୧୧ : ଆଜି ଜଣେ ରାଜସ୍ୱ ନିରୀକ୍ଷକ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି । ଲାଞ୍ଚ ନେବାବେଳେ ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ ଅଧିନସ୍ଥ ଗାଦିର ରାଜସ୍ୱ ନିରୀକ୍ଷକ (ଆରଆଇ) ଭାଗବତ ଖଟୁଆ ଭିଜିଲାନ୍ସ…
କଟକରେ ଐତିହାସିକ ବାଲିଯାତ୍ରା : ଉଦ୍ଘାଟନ କରିବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର – ଆରମ୍ଭ ହେବ ଐତିହାସିକ କଟକ ବାଲିଯାତ୍ରା । ଏନେଇ ସମସ୍ତ ପ୍ରସ୍ତୁତି ନେଇ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି କଟକ ଜିଲାପାଳ ଦତ୍ତାତ୍ରୟ ଭାଉ ସାହେବ ସିନ୍ଦେ। ସନ୍ଧ୍ୟା ୫ଟାରେ ମୁଖ୍ୟମନ୍ତ୍ରୀ ଏହି ମେଳାକୁ ଉଦ୍ଘାଟନ କରିବେ ।…
ଢେଙ୍କାନାଳ: ସରକାରୀ ପ୍ରାଥମିକ ବିଦ୍ୟାଳୟ ଖଳିବନ୍ଧର ଶିକ୍ଷୟତ୍ରୀ ମାନଙ୍କ ଅବହେଳା
*ଢେଙ୍କାନାଳ: ସରକାରୀ ପ୍ରାଥମିକ ବିଦ୍ୟାଳୟ ଖଳିବନ୍ଧର ଶିକ୍ଷୟତ୍ରୀ ମାନଙ୍କ ଅବହେଳା* ବିଦ୍ୟାଳୟରେ ଦୁଇ ଜଣ ଶିକ୍ଷୟତ୍ରୀ ଅଛନ୍ତି ସେମାନେ ପାଠ ପଢା ସମୟରେ ମୋବାଇଲ ରେ କଥା ବାର୍ତ୍ତା ହେଉଥିବା ଦେଖିବାକୁ ମିଳୁଛି। ମଧ୍ୟାହ୍ନ ଭୋଜନରେ ଅନିୟମିତତା କରୁଥିବା, ଛାତ୍ର ଓ…
ଶିଶୁ ଦିବସ ପାଳନ ଉପଲକ୍ଷେ ସୁଲକ୍ଷଣା ଦେବୀ ସରକାରୀ ଉଚ୍ଚ ବିଦ୍ୟାଳୟ, ଢେଙ୍କାନାଳ ପ୍ରାଙ୍ଗଣ ହୋଇଉଠିଥିଲା ଉତ୍ସବମୁଖର
ଅଦ୍ୟ ତା – ୧୪.୧୧.୨୪ ରିଖ ବୁଧବାର ଶିଶୁ ଦିବସ ପାଳନ ଉପଲକ୍ଷେ ସୁଲକ୍ଷଣା ଦେବୀ ସରକାରୀ ଉଚ୍ଚ ବିଦ୍ୟାଳୟ, ଢେଙ୍କାନାଳ ପ୍ରାଙ୍ଗଣ ହୋଇଉଠିଥିଲା ଉତ୍ସବମୁଖର l ବିଦ୍ୟାଳୟ ପରିସର ମଧ୍ୟରେ ଥିବା ବନବିଦ୍ୟାଳୟରେ ପଞ୍ଚସଖାଙ୍କ ମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣକରି ପ୍ରଧାନ…
