Month: November 2024

ଚମ୍ପୁଆଥାନା ଅନ୍ତର୍ଗତ ନୂଆଗାଁ ନିକଟରେ ବାଇକ୍ ରୁ ପଡି ଜଣେମୃତ ଜଣେ ଗୁରୁତର

ଚମ୍ପୁଆଥାନା ଅନ୍ତର୍ଗତ ନୂଆଗାଁ ନିକଟରେ ବାଇକ୍ ରୁ ପଡି ଜଣେମୃତ ଜଣେ ଗୁରୁତର କେନ୍ଦୁଝର ଜିଲ୍ଲାର ଚମ୍ପୁଆ ଥାନା ଅନ୍ତର୍ଗତ ନୂଆଗାଁ ନିକଟରେ ବାଇକ୍ ରୁ ପଡି ଜଣେ ମୃତ୍ୟୁବରଣ କରିଥିବାବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ଗୁରୁତର କୁ ଚମ୍ପୁଆ…

ଜିଲ୍ଲା ସ୍ତରୀୟ ମିଳିତ ଜନ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ

ଜିଲ୍ଲା ସ୍ତରୀୟ ମିଳିତ ଜନ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ଅନୁଗୋଳ,ତା. ୦୪/୧୧ – ଆଜି ଜିଲ୍ଲାପାଳ ଶ୍ରୀ ଅବଦାଲ୍ ମୁହମ୍ମଦ ଅଖତରଙ୍କ ଅଧ୍ୟକ୍ଷତାରେ କିଶୋରନଗର ବ୍ଲକ୍ କାର୍ଯ୍ୟାଳୟ ଠାରେ ଜିଲ୍ଲା ସ୍ତରୀୟ ମିଳିତ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜନଶୁଣାଣି…

ସମଲେଶ୍ବରୀ ସାହିତ୍ୟ ସଂସଦର ସ୍ଵନକ୍ଷତ୍ର ଉତ୍ସବ: ସୁବାସ ନାୟକ ଦମ୍ପତ୍ତି ପାଇଲେ ପରିବେଶ ଯୋଦ୍ଧା ଦମ୍ପତ୍ତି ସମ୍ମାନ

ସମଲେଶ୍ବରୀ ସାହିତ୍ୟ ସଂସଦର ସ୍ଵନକ୍ଷତ୍ର ଉତ୍ସବ: ସୁବାସ ନାୟକ ଦମ୍ପତ୍ତି ପାଇଲେ ପରିବେଶ ଯୋଦ୍ଧା ଦମ୍ପତ୍ତି ସମ୍ମାନ :୩/୧୧: ଝାରସୁଗୁଡ଼ା ଜିଲ୍ଲା କୋଲାବିରା ବ୍ଲକ ମହକୁମାରେ ଆଜି ସମଲେଶ୍ବରୀ ସାହିତ୍ୟ ସଂସଦର ଦ୍ୱାଦଶତମ ସ୍ଵନକ୍ଷତ୍ର ଉତ୍ସବ ସଂସଦର ସଭାପତି ଶୋଭା ଚନ୍ଦ୍ର…

ଆଜି ଠାରୁ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ଚରଣ ଦାସ ମହନ୍ତ ଓ ମୀନାକ୍ଷୀ ନଟରାଜ

ଭୂବନେଶ୍ବର, ୦୪/୧୧ : ଆଜିଠାରୁ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ଛତିଶଗଡ କଂଗ୍ରେସ ବିରୋଧୀ ଦଳ ନେତା ଚରଣ ଦାସ ମହନ୍ତ ଏବଂ ତାଙ୍କୁ ସହାୟତା କରିବା ପାଇଁ ଏଆଇସିସି ଦ୍ବାରା ନିଯୁକ୍ତ ମୀନାକ୍ଷୀ ନଟରାଜନ । ପିସିସି ସଭାପତି ମନୋନୟନ…

ଆସନ୍ତା ୫ ତାରିଖ ବେଳକୁ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ : ୧୦ ଯାଏ ବର୍ଷା ସମ୍ଭାବନା

ଭୂବନେଶ୍ୱର, ୦୪/୧୧ : ଆସନ୍ତା ୫ ତାରିଖ ବେଳକୁ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ । ଏହାର ପ୍ରଭାବରେ ରାଜ୍ୟରେ ବର୍ଷା ହେବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି । ଆଜି ରାଜ୍ୟରେ…

ବର୍ଷବ୍ୟାପୀ ପାଳନ ହେବ ହରେକୃଷ୍ଣ ମହତାବଙ୍କ ଜନ୍ମବାର୍ଷିକୀ

ଭୂବନେଶ୍ୱର, ୦୪/୧୧ : ଜନନାୟକ ଉତ୍କଳ କେଶରୀ ଡକ୍ଟର ହରେକୃଷ୍ଣ ମହତାବଙ୍କ ୧୨୫ତମ ଜନ୍ମବାର୍ଷିକୀ ନଭେମ୍ବର ୨୧ରୁ ୨୩ ତାରିଖ ପର୍ଯ୍ୟନ୍ତ ତିନିଦିନ ଧରି ରାଜଧାନୀ ଭୁବନେଶ୍ବରରେ ସମାରୋହ ଅନୁଷ୍ଠିତ ହେବ । ଏହା ସହିତ ଆସନ୍ତା ଏକବର୍ଷ ପର୍ଯ୍ୟନ୍ତ ମହତାବଙ୍କ…

ଲାଞ୍ଚ ନେଉଥିବା ବେଳେ ଜେଇଙ୍କୁ ମାଡ଼ି ବସିଲା ଭିଜିଲାନ୍ସ

ଫୁଲବାଣୀ: ପୁଣି ଭିଜିଲାନ୍ସ ଜାଲରେ ଜୁନିଅର ଇଞ୍ଜିନିୟର। ଲାଞ୍ଚ ନେବା ଜେଇଙ୍କୁ ପଡ଼ିଲା ମହଙ୍ଗା। ଠିକାଦାରଙ୍କ ଠାରୁ ୧୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ୍ ଜେଇ ଅଶୋକ ପାଢ଼ୀ। ଭିଜିଲାନ୍ସ…

ଓଡିଶା ହାବିଲଦାର, କନେଷ୍ଟେବଳ, ଓ ଡ୍ରାଇଭର ଶାଖା ସଂଘ ର ଶପଥ ଗ୍ରହଣ ଉଛବ ଅନୁଷ୍ଠିତ

( ଓଡିଶା ହାବିଲଦାର, କନେଷ୍ଟେବଳ, ଓ ଡ୍ରାଇଭର ଶାଖା ସଂଘ ର ଶପଥ ଗ୍ରହଣ ଉଛବ ଅନୁଷ୍ଠିତ ) ଜଗତସିଂହପୁର ତା=4/10/24ଜଗତସିଂହପୁର ଜ଼ିଲ୍ଲା ହାବିଲଦାର, କନେଷ୍ଟେବଳ, ଓ ଡ୍ରାଇଭର ଶାଖା ସଂଘ ପକ୍ଷରୁ ସ୍ଥାନୀୟ ରିଜର୍ଭ ପୋଲିସ କଲ୍ୟାଣ ମଣ୍ଡପ ଠାରେ…

ଭବାନୀପାଟଣା ଠାରେ ଶ୍ରୀ ଶ୍ରୀ ଚିତ୍ରଗୁପ୍ତ ମହାପ୍ରଭୁଙ୍କ ପୂଜନୋଉତ୍ସବ ଉପଲକ୍ଷେ କଳାହାଣ୍ଡି କରଣ ସମାଜ ର କଳସ ଅଧିବାସ

ଭବାନୀପାଟଣା ଠାରେ ଶ୍ରୀ ଶ୍ରୀ ଚିତ୍ରଗୁପ୍ତ ମହାପ୍ରଭୁଙ୍କ ପୂଜନୋଉତ୍ସବ ଉପଲକ୍ଷେ କଳାହାଣ୍ଡି କରଣ ସମାଜ ର କଳସ ଅଧିବାସ।ପ୍ରତେକ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଶ୍ରୀ ଶ୍ରୀ ଚିତ୍ରଗୁପ୍ତ ମହାପ୍ରଭୁଙ୍କ ପୂଜନ ଉତ୍ସବ ନିମନ୍ତେ ଗତ ୦୨ ତାରିଖ ସନ୍ଧ୍ୟାରେ…

ଏଣିକି ଖାଉଟି ବଣ୍ଟନ ବ୍ୟବସ୍ଥାକୁ ଜଗିବ ସିସିଟିଭି

ଏଣିକି ଖାଉଟି ବଣ୍ଟନ ବ୍ୟବସ୍ଥାକୁ ଜଗିବ ସିସିଟିଭି ଏଣିକି ଖାଉବନେଶ୍ବର: ଏବେ ସାଧାରଣ ଖାଉଟି ବଣ୍ଟନ ବ୍ୟବସ୍ଥାକୁ ଜଗିବ ସିସିଟିଭି । ଉଭୟ ଖଳ ପ୍ରକୃତିର ଡିଲର ଓ ହିତାଧିକାରୀଙ୍କୁ କରିବ ସାବାଡ୍ । ତେବେ ଖାଉଟି ବଣ୍ଟନ ବ୍ୟବସ୍ଥାରେ ବ୍ୟାପକ…