Month: December 2024

ନୂଆବର୍ଷରୁ ମାଲକାନଗିରିରୁ ଉଡ଼ିବ ବିମାନ

ଭୂବନେଶ୍ୱର, ୨୩/୧୨ : ନୂଆବର୍ଷରୁ ମାଲକାନାଗିରିରୁ ଉଡିବ ବିମାନ । ଓଡିଶାର ପୂର୍ବଘାଟ ଉପରେ ବିଶାଖାପାଟନମ୍ ଅନ୍ତର୍ଜାତୀୟ ବିମାନବନ୍ଦର ଏବଂ ମାଲକାନଗିରି ମଧ୍ୟରେ ଏକ ବିମାନସେବା ଆରମ୍ଭ ହେବାକୁ ନେଇ ସବୁଜ ସଂକେତ ମିଳିଛି । ସଂପ୍ରତି ଅପରେଟର ଇଣ୍ଡିଆ ଓ୍ବାନରୁ…

କ’ଣ ରହିଛି ମାନଦଣ୍ଡ, କେମିତି ବଛାଯାଏ ଗଣତନ୍ତ୍ର ପରେଡରେ ପ୍ରଦର୍ଶିତ ଝାଙ୍କୀ?

ନୂଆଦିଲ୍ଲୀ: ନୂଆବର୍ଷର ଗଣତନ୍ତ୍ର ଦିବସ ପାଇଁ ପରେଡର ପ୍ରସ୍ତୁତି ଆରମ୍ଭ ହୋଇଗଲାଣି । ଆଉ ଏଥର ମଧ୍ୟ ପୁଣି ଥରେ ପରେଡରେ ନଜର ଆସିବନି ଦିଲ୍ଲୀ ଝାଙ୍କୀ । କାରଣ କେନ୍ଦ୍ର ସରକାର ଏଥର ମଧ୍ୟ ଦିଲ୍ଲୀ ସରକାରଙ୍କ ପ୍ରସ୍ତାବିତ ଝାଙ୍କୀକୁ…

୧ ଜାନୁଆରୀରୁ ହ୍ବାଟ୍ସଆପ୍ ଏହି ସ୍ମାର୍ଟଫୋନରେ କରିବନି କାମ, ଥରେ ଚେକ୍ କରନ୍ତୁ ତାଲିକା..

ନୂଆଦିଲ୍ଲୀ: ଯଦି ଆପଣ ଏକ ଆଣ୍ଡ୍ରଏଡ୍ ସ୍ମାର୍ଟଫୋନ୍ ବ୍ୟବହାର କରନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ବିଶେଷ ଅଟେ | ହ୍ବାଟ୍ସଆପ୍ ଏକ ନିଷ୍ପତ୍ତି ନେଇଛି ଯାହା ଆଣ୍ଡ୍ରଏଡ୍ (Android) ଫୋନ୍ ଚଳାଉଥିବା ଉପଭୋକ୍ତାଙ୍କୁ ପ୍ରଭାବିତ କରିବ। ବାସ୍ତବରେ, ଜାନୁଆରୀ…

କନିଷ୍ଠ ଶିକ୍ଷକ ନିଯୁକ୍ତି ପ୍ରସଙ୍ଗ: ସାନି ମେରିଟ୍‌ ଲିଷ୍ଟ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ: ରାଜ୍ୟରେ ଖାଲି ପଡ଼ିଥିବା କନିଷ୍ଠ ଶିକ୍ଷକ ପଦବୀ ପୂରଣ ପ୍ରସଙ୍ଗ । ଏନେଇ ହାଇକୋର୍ଟ ଆଜି ବଡ଼ ନିର୍ଦ୍ଦେଶ ଦେଇଛନ୍ତି । ନୂଆ କଟ୍-ଅଫ୍ ମାର୍କ ସ୍ଥିର କରି ପୁନଃ ମେରିଟ୍ ଲିଷ୍ଟ ଜାରି କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି…

କୁଜଙ୍ଗ ବନାଞ୍ଚଳ ଅଧିକାରୀ ଓ ପ୍ରଧାନ ଶିକ୍ଷକ ଙ୍କ କାରନାମାରେ ଅତିଷ୍ଟ ଅଂଚଳବାସୀ

( କୁଜଙ୍ଗ ବନାଞ୍ଚଳ ଅଧିକାରୀ ଓ ପ୍ରଧାନ ଶିକ୍ଷକ ଙ୍କ କାରନାମାରେ ଅତିଷ୍ଟ ଅଂଚଳବାସୀ ) ଜଗତସିଂହପୁରତା =23/12/24 ଜଗତସିଂହପୁର ଶିକ୍ଷା ଜିଲା ଅନ୍ତର୍ଗତ ବାଲିକୁଦା କୁସୁପୁର ସ୍ଥିତ ତେନ୍ତୁଳିବେଲାରୀ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଓ କୁଜଙ୍ଗ ବନାଞ୍ଚଳ…

33 ତମ ଦେବେନ୍ଦ୍ର ମେମୋରିଆଲ କ୍ରିକେଟ ଟୁର୍ନାମେଣ୍ଟ ଭୁବନ ହାଇସ୍କୁଲ ଖେଳପଡିଆ ରେ ଅନୁଷ୍ଠିତ ହୋଇଯାଇଛି

33 ତମ ଦେବେନ୍ଦ୍ର ମେମୋରିଆଲ କ୍ରିକେଟ ଟୁର୍ନାମେଣ୍ଟ ଭୁବନ ହାଇସ୍କୁଲ ଖେଳପଡିଆ ରେ ଅନୁଷ୍ଠିତ ହୋଇଯାଇଛି ଆଜିର ଟୁର୍ନାମେଣ୍ଟ ର ଦ୍ୱିତୀୟ ମ୍ୟାଚ ବିଦାନାସୀ କ୍ରିକେଟ କ୍ଲବ ( କଟକ ) ବନାମ ୟୁନିକ କ୍ରିକେଟ କ୍ଲବ ( କେନ୍ଦୁଝର )…

33 ତମ ଦେବେନ୍ଦ୍ର ମେମୋରିଆଲ କ୍ରିକେଟ ଟୁର୍ନାମେଣ୍ଟ ଭୁବନ ହାଇସ୍କୁଲ ଖେଳପଡିଆ ରେ ଅନୁଷ୍ଠିତ ହୋଇଯାଇଛି

33 ତମ ଦେବେନ୍ଦ୍ର ମେମୋରିଆଲ କ୍ରିକେଟ ଟୁର୍ନାମେଣ୍ଟ ଭୁବନ ହାଇସ୍କୁଲ ଖେଳପଡିଆ ରେ ଅନୁଷ୍ଠିତ ହୋଇଯାଇଛି ଆଜିର ଟୁର୍ନାମେଣ୍ଟ ର ପ୍ରଥମ ମ୍ୟାଚ ପ୍ରୟାଗରାଜ କ୍ରିକେଟ କ୍ଲବ ( ଉତ୍ତରପ୍ରଦେଶ ) ବନାମ ୟୁନିଅନ ସ୍ପୋର୍ଟିଂ ( କଟକ ) ମଧ୍ୟରେ…

ଟାଟା ଷ୍ଟିଲ ଫାଉଣ୍ଡେସନ ରିସ୍ତା ପ୍ରକଳ୍ପ ଅଧୀନରେ ମନ୍ଥନ ଯାତ୍ରା

ଟାଟା ଷ୍ଟିଲ ଫାଉଣ୍ଡେସନ ରିସ୍ତା ପ୍ରକଳ୍ପ ଅଧୀନରେ ମନ୍ଥନ ଯାତ୍ରା -୮୦ରୁ ଊର୍ଦ୍ଧ୍ବ କିଶୋର-କିଶୋରୀ ସାମିଲ ମେରାମଣ୍ଡଳୀ, ୧୯-୨୩/୧୨/୨୦୨୪-ଟାଟା ଷ୍ଟିଲ ଫାଉଣ୍ଡେସନ ପକ୍ଷରୁ ରିସ୍ତା ପ୍ରକଳ୍ପ ଅନ୍ତର୍ଗତ ମନ୍ଥନ ଯାତ୍ରା ଢେଙ୍କାନାଳ ବାଙ୍ଗୁରସିଙ୍ଗ ପଞ୍ଚାୟତସ୍ଥିତ ବାଙ୍ଗୁରସିଙ୍ଗ କଲ୍ୟାଣ ମଣ୍ଡପଠାରେ ଆୟୋଜିତ ହୋଇଯାଇଛି…

ପ୍ରାକ୍ ବଜେଟ୍ ପ୍ରସ୍ତୁତି ବୈଠକ : ୯ଟି ଦାବି ରଖିଛନ୍ତି ମୁଖ୍ୟମନ୍ତ୍ରୀ

ଭୂବନେଶ୍ୱର, ୨୩/୧୨ : କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ନେତୃତ୍ୱରେ ଅନୁଷ୍ଠିତ ପ୍ରାକ୍ ବଜେଟ୍ ପ୍ରସ୍ତୁତି ବୈଠକରେ ୯ଟି ଦାବି ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଓଡ଼ିଶାର ଭିତ୍ତିଭୂମିକୁ ସୁଦୃଢ଼ ପାଇଁ ଅଧିକ ଅର୍ଥର ଆବଶ୍ୟକତା ପାଇଁ ମୁଖ୍ୟମନ୍ତ୍ରୀ ପ୍ରସ୍ତାବ…

ସେଣ୍ଟ ଜାଭିଆର୍ଷ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ

ସେଣ୍ଟ ଜାଭିଆର୍ଷ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ଭୁବନେଶ୍ବର ଖଣ୍ଡଗିରି ଠାରେ ଉପସ୍ଥିତ ସେଣ୍ଟ ଜାଭିଆର୍ଷ ଉଚ୍ଚ ବିଦ୍ୟାଳୟର ବାର୍ଷିକୋତ୍ସବ ସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି, ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ହକି ଫେଡେରେସନର ନିର୍ଦ୍ଦେଶକ ଶ୍ରୀ ଦିପଙ୍କର ମହାପାତ୍ର,(…