Month: December 2024

ବଡ଼ବିଲ ପୌରାଞ୍ଚଳରେ ହନୁମାନ ମୂର୍ତ୍ତି ଭଙ୍ଗାକୁ ନେଇ ବଡ଼ବିଲ ବନ୍ଦ୍

ବଡ଼ବିଲ ପୌରାଞ୍ଚଳରେ ହନୁମାନ ମୂର୍ତ୍ତି ଭଙ୍ଗାକୁ ନେଇ ବଡ଼ବିଲ ବନ୍ଦ୍। କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ବଡ଼ବିଲ ପୌରାଞ୍ଚଳ ତଥା ବଡ଼ବିଲ ଥାନା ଅନ୍ତର୍ଗତ ବଡ଼ବିଲ ନିୟୁମାର୍କେଟ ରେ ବହୁ ପୂର୍ବରୁ ଥିବା ହନୁମାନ ମୂର୍ତ୍ତି କୁ କେହି ଦୁବୃର୍ତ୍ତ ଭାଙ୍ଗି…

ଦ୍ରୌପଦୀଦେବୀ କଳା ଓ ସାଂସ୍କୃତିକ ଅନୁଷ୍ଠାନ ର ଷୋହଳବର୍ଷ ପୂର୍ତ୍ତିର ଉତ୍ସବ ପାଳନ

ଦ୍ରୌପଦୀଦେବୀ କଳା ଓ ସାଂସ୍କୃତିକ ଅନୁଷ୍ଠାନ ର ଷୋହଳବର୍ଷ ପୂର୍ତ୍ତିର ଉତ୍ସବ ପାଳନ। କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ବଡ଼ବିଲ ପୌରାଞ୍ଚଳ ରେ ଥିବା ଦ୍ରୌପଦୀ ଦେବୀ କଳା ଓ ସାଂସ୍କୃତିକ ଅନୁଷ୍ଠାନ ର ଷୋହଳବର୍ଷ ପୂର୍ତ୍ତି ଉପଲକ୍ଷେ ଅନୁଷ୍ଠିତ ହୋଇଯାଇଛି…

ପୂର୍ବତନ ବିଧାୟକ ବିଜୟ ମହାନ୍ତିଙ୍କ ପରଲୋକ

ଭୂବନେଶ୍ୱର, ୨୨/୧୨ : ଆରପାରିରେ ଭୁବନେଶ୍ୱର ମଧ୍ୟ ପୂର୍ବତନ ବିଧାୟକ ବିଜୟ କୁମାର ମହାନ୍ତି । ୬୩ ବର୍ଷ ବୟସରେ ବିଜୟ ମହାନ୍ତିଙ୍କ ଦେହାନ୍ତ ହୋଇଛି । ଦୀର୍ଘ ଦିନ ଧରି ସେ ଅସୁସ୍ଥ ଥିଲେ । ମୃତ ଘୋଷଣା କଲେ…

କୁଏତରେ ଶୁଭିଲା ଜୟ ଜଗନ୍ନାଥ: ଓଡିଆ ପୁଅଙ୍କୁ ଭେଟିଲେ ମୋଦି

ନୂଆଦିଲ୍ଲୀ: ଦୁଇଦିନିଆ କୁଏତ୍ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଅବସରରେ କୁଏତରେ କାମ କରୁଥିବା ଭାରତୀୟ ଶ୍ରମିକଙ୍କ ସହ ସାକ୍ଷାତ କରିଛନ୍ତି ମୋଦି । ଏଇରେ ଓଡ଼ିଆ ଶ୍ରମିକଙ୍କୁ ଭେଟି ତାଙ୍କ ସହ ହାତ ମିଳାଇଲେ ଆଉ କଥା…

କୋରାପୁଟ ଜିଲ୍ଲା ପୋଲିସ 325 କେଜି ଗଞ୍ଜେଇ ଜବତ କରିବା ସହ ଘଟଣାରେ ସମ୍ପୃକ୍ତ ଥିବା ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି।

କୋରାପୁଟ ଜିଲ୍ଲା ପୋଲିସ 325 କେଜି ଗଞ୍ଜେଇ ଜବତ କରିବା ସହ ଘଟଣାରେ ସମ୍ପୃକ୍ତ ଥିବା ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଦୁଇ ଅଭିଯୁକ୍ତ ହେଉଛନ୍ତି, କୋରାପୁଟ ଜିଲ୍ଲା, ସିମିଳିଗୁଡା ଥାନା ଅଞ୍ଚଳର ଗୁରୁ ଖୋରା ଏବଂ ଗଞ୍ଜାମ ଜିଲ୍ଲା…

ଜିଲ୍ଲା ସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳନ ଅବସରରେ ପାଣି ପଞ୍ଚାୟତ ସଚେତନତା ରଥ ଉଦଘାଟନ

ଜିଲ୍ଲା ସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳନ ଅବସରରେ ପାଣି ପଞ୍ଚାୟତ ସଚେତନତା ରଥ ଉଦଘାଟନ ଜଗତସିଂହପୁରତା =22/12/24ଜଗତସିଂହପୁର ଜିଲ୍ଲପାଳ ଙ୍କ କାର୍ଯ୍ୟାଳୟ ସଦଭାବନା ସଭାଗୃହ ଠାରେ ଜିଲ୍ଲା ସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳନ ନିମନ୍ତେ ସଚେତନତା ରଥ କୁ…

ଖବର ଆଜି ପର୍ଯ୍ଯନ୍ତ

ଖବର ଆଜିରତାରିଖ ୨୨/୧୨/୨୦୨୪ ରବିବାର ➡️୨୦୨୧ ତୁଳନାରେ ୨୦୨୩ରେ ଓଡ଼ିଶାରେ ୫୫୯ ବର୍ଗକିମି ଜଙ୍ଗଲ ଓ ବୃକ୍ଷ ଆଚ୍ଛାଦିତ ଅଞ୍ଚଳ ବୃଦ୍ଧିପାଇଛି। ଏଥିରେ ଜଙ୍ଗଲ ଅଞ୍ଚଳ ୧୫୧.୮୯ ବର୍ଗକିମି ହୋଇଥିବା ବେଳେ ବୃକ୍ଷ ଅଞ୍ଚଳ ୪୦୬.୬୮ ବର୍ଗକିମି ରହିଛି। ➡️ଦିଲ୍ଲୀର ପୂର୍ବତନ…

ଜାନୁଆରୀରେ ଆସିବ ଚତୁର୍ଥ ପର୍ଯ୍ୟାୟ ସୁଭଦ୍ରା ଟଙ୍କା

ଭୂବନେଶ୍ୱର: ୨୦୨୫ ମସିହା ଜାନୁଆରୀରେ ଆସିବ ଚତୁର୍ଥ ପର୍ଯ୍ୟାୟ ସୁଭଦ୍ରା ଟଙ୍କା। ଏନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଏହି ପର୍ଯ୍ୟାୟରେ ୨୦ ଲକ୍ଷରୁ ଅଧିକ ହିତାଧିକାରୀଙ୍କୁ ସୁଭଦ୍ରା ଟଙ୍କା ମିଳିବ। ଡିସେମ୍ବର ୩୦ ତାରିଖ ସୁଦ୍ଧା ସବୁ ସାରିବାକୁ…

ଭଦ୍ରକରେ ହେବ ବୟନ ପାର୍କ: ମୁଖ୍ୟମନ୍ତ୍ରୀ

ଭଦ୍ରକ: ଭଦ୍ରକ ପାଇଁ ଆଜି ମୁଖ୍ୟମନ୍ତ୍ରୀ ଏକ ବଡ଼ ଘୋଷଣା କରିଛନ୍ତି । ୪ ହଜାର ୩୮୨ କୋଟି ଟଙ୍କା ବ୍ୟୟରେ ଭଦ୍ରକରେ ହେବ ବୟନ ପାର୍କ । ଆଇଓସିଏ୍‌ଲ ଏନେଇ ଅର୍ଥ ମଞ୍ଜୁର କରିଥିବା ମୁଖ୍ୟମନ୍ତ୍ରୀ ତାଙ୍କ ସୋସିଆଲ ମିଡିଆ…

କୁଏତରେ ପ୍ରବାସୀ ଭାରତୀୟଙ୍କୁ ଓଡ଼ିଶା ଆସିବାକୁ ମୋଦିଙ୍କ ନିମନ୍ତ୍ରଣ

ନୂଆଦିଲ୍ଲୀ: କୁଏତରେ ପ୍ରବାସୀ ଭାରତୀୟଙ୍କୁ ଓଡ଼ିଶା ଆସିବାକୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ନିମନ୍ତ୍ରଣ । କୁଏତ୍ ହାଲା ମୋଦି କାର୍ଯ୍ୟକ୍ରମରେ ଓଡ଼ିଶା କଥା ଉଲ୍ଲେଖ କଲେ ପିଏମ୍ ମୋଦି। ଓଡ଼ିଶାର ଗୁଣଗାନ ମଧ୍ୟ କଲେ। ଭୁବନେଶ୍ବରରେ ଆୟୋଜିତ ହେବାକୁ ଥିବା ପ୍ରବାସୀ ଭାରତୀୟ…

You missed