Month: December 2024

ପ୍ରବାସୀ ଭାରତୀୟ ଦିବସ: ଉଦଯାପନୀ ଉତ୍ସବରେ ଯୋଗ ଦେବେ ରାଷ୍ଟ୍ରପତି

ଭୂବନେଶ୍ବର: ଭୁବନେଶ୍ଵରରେ ପ୍ରବାସୀ ଭାରତୀୟ ଦିବସରେ ଯୋଗଦେବେ ରାଷ୍ଟ୍ରପତି। ଉଦଯାପନୀ ଉତ୍ସବ ୧୦ ତାରିଖ ରେ ଯୋଗ ଦେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଭୁବନେଶ୍ୱରରେ ଆୟୋଜନ ହେବାକୁ ଥିବା ଅଷ୍ଟାଦଶ ପ୍ରବାସୀ ଭାରତୀୟ ଦିବସର ସଫଳ ଆୟୋଜନ ପାଇଁ ନଗର ଉନ୍ନୟନ…

ଆସନ୍ତାକାଲି ୨୮ତମ ପ୍ରତିଷ୍ଠା ଦିବସ ପାଳନ କରିବ ବିଜେଡି

ଭୂବନେଶ୍ଵର, ୨୫/୧୨ : ଆସନ୍ତାକାଲି ୨୮ତମ ପ୍ରତିଷ୍ଠା ଦିବସ ପାଳନ କରିବ ବିଜେଡି । ନିଜେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏହି ପ୍ରୟାସର ମଙ୍ଗ ଧରିଛନ୍ତି । ବିଭିନ୍ନ ଜିଲ୍ଲାର ବିଜେଡି ନେତାଙ୍କ ସହ ଆଲୋଚନା କରିବା ସହ ଏକାଠି…

ସେନା ଗାଡି ଦୁର୍ଘଟଣାଗ୍ରସ୍ତ : ୫ ଯବାନ ସହିଦ

ଭୂବନେଶ୍ୱର, ୨୫/୧୨ : ସେନା ଗାଡି ଦୁର୍ଘଟଣା ଯୋଗୁ ୫ ଯବାନ ସହିଦ ହୋଇଥିବା ବେଳେ ପ୍ରାୟ ୧୦ ଜଣ ଯବାନ ଆହତ ହୋଇଥିବା ଜଣାପଡିଛି । ୧୧ ମରାଠା ଲାଇଟ ଇନଫାଣ୍ଟ୍ରିର କିଛି ଯବାନ ପାଟ୍ରୋଲିଂରେ ଯାଉଥିବା ବେଳେ ପୁଞ୍ଚ…

ନୂଆବର୍ଷରେ ରାଜ୍ୟ କଂଗ୍ରେସକୁ ମିଳିବ ନୂଆ ସଭାପତି : ମୋକିମ

ଭୂବନେଶ୍ବର ୨୪।୧୨: ନୂଆବର୍ଷରେ ରାଜ୍ୟ କଂଗ୍ରେସକୁ ମିଳିବ ନୂଆ ପିସିସି ସଭାପତି । ଏଥିପାଇଁ ସବୁ ପ୍ରକାର ପ୍ରକ୍ରିୟା ଶେଷ ହୋଇଛି ବୋଲି ବରିଷ୍ଠ କଂଗ୍ରେସ ନେତା ମହମ୍ମଦ ମୋକିମ୍ । ପୁରା ତର୍ଜମା କରି ଫେରିବା ସହ AICCର କର୍ମକର୍ତ୍ତା…

ଓଡ଼ିଶାର ନୂଆ ରାଜ୍ୟପାଳ କମ୍ଭମପତି ହରି ବାବୁ

ଭୂବନେଶ୍ୱର, ୨୫/୧୨ : କମ୍ଭମପତି ହରି ବାବୁଙ୍କୁ ଓଡ଼ିଶାର ନୂଆ ରାଜ୍ୟପାଳ ଭାବେ ନିଯୁକ୍ତ ହୋଇଛନ୍ତି । ରଘୁବର ଦାସଙ୍କ ଇସ୍ତଫା ପରେ ଓଡ଼ିଶାର ନୂଆ ରାଜ୍ୟପାଳ ନିଯୁକ୍ତି ହୋଇଛି। ମିଜୋରାମ ରାଜ୍ୟପାଳ ଥିଲେ ହରିବାବୁ କମ୍ଭମପତିିି। ରଘୁବର ଦାସଙ୍କ ଇସ୍ତଫା…

ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କଟକରେ

ମୁଖ୍ୟମନ୍ତ୍ରୀ ଏବଂ ଧର୍ମେନ୍ଦ୍ର ପ୍ରଧାନ କଟକରେ କଟକ – କଟକ ବେଲଭ୍ୟୁ ଛକରେ ପ୍ରଧାନମନ୍ତ୍ରୀ ସ୍ବର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ପୂର୍ଣାବୟବ ବ୍ରୋଞ୍ଜ ପ୍ରତିମୂର୍ତ୍ତି ଅନାବରଣ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଓ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି…

ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଜାଲରେ ଫଶିଲେ ଏମଆଇ

କୋରାପୁଟ: ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଫଶିଲେ କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକର ଯୋଗାଣ ସାହାୟିକା (ଏମଆଇ) । କୋରାପୁଟ ଜିଲ୍ଲାର ଦଶମନ୍ତପୁର ବ୍ଲକରେ କାର୍ଯ୍ୟ କରୁଥିବା ଜଣେ ଚୁକ୍ତି ଭିତ୍ତିକ କର୍ମଚାରୀଙ୍କ ଦରମା କରିବା ପାଇଁ ଲାଞ୍ଚ ନେଉଥିଲେ ଏମଆଇମମତା…

ରେଡ୍ ନେଇ ମୁହଁ ଖୋଲିଲେ ନିରଞ୍ଜନ, କହିଲେ..ମୋ ପାଇଁ ନୁହେଁ…

ଭୂବନେଶ୍ବର: ଇଡି ରେଡ ନେଇ ମୁହଁ ଖୋଲିଲେ ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକ । ଇଡି ଚଢାଉରେ ତାଙ୍କର କିଛି ସଂପୃକ୍ତି ନାହିଁ ବୋଲି ସ୍ପଷ୍ଟ କଲେ । ଏନେଇ ନିରଞ୍ଜନ କହିଛନ୍ତି, ଇଡି ତାଙ୍କ କାମ କରୁଛନ୍ତି, ମୋତେ…

ହାର୍ଡକୋର ମାଓବାଦୀ ପ୍ରଭାକର ଗିରଫ

ଭୂବନେଶ୍ୱର, ୨୪/୧୨ : ଛତିଶଗଡ କାଙ୍କେର ଜିଲ୍ଲାରେ ୪୦ ବର୍ଷ ଧରି ମାଓ ସଂଗଠନରେ କାମ କରୁଥିବା ହାର୍ଡକୋର ମାଓବାଦୀ ପ୍ରଭାକର ଗିରଫ । ପ୍ରଭାକରକୁ ଧରିବା ଲାଗି ୨୫ ଲକ୍ଷ ପୁରସ୍କାର ରାଶି ଘୋଷଣା କରିଥିଲା ପୋଲିସ। ମାଲକାନଗିରି- ଛତିଶଗଡ଼ରେ…

ଅଟଳ ବିହାରୀ ବାଜପେୟୀଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ

ବନେଶ୍ୱର, ୨୪/୧୨ : ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ବିଶାଳ ବ୍ରୋଞ୍ଜ ପ୍ରତିମୂର୍ତ୍ତି ମଙ୍ଗଳବାର ଆଜି କଟକର ବେଲ୍ ଭ୍ୟୁ ଛକରେ ଉନ୍ମୋଚିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରତିମୂର୍ତ୍ତି ଅନାବରଣ କରିଥିବାବେଳେ ସମ୍ମାନିତ ଅତିଥି ଭାବରେ କେନ୍ଦ୍ର…