Month: January 2025

ଟିମ୍ ଇଣ୍ଡିଆ ଜର୍ସିରେ ରହିବ ଆୟୋଜକ ପାକିସ୍ତାନ ନାଁ

ନୂଆଦିଲ୍ଲୀ: ଆଇସିସି ଚାମ୍ପିଅନ୍ସ ଟ୍ରଫି ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି। ଟିମ୍ ଇଣ୍ଡିଆ ଜର୍ସିରେ ପାକିସ୍ତାନ ନାଁ ରହିବ କି ନାହିଁ ସେନେଇ ଦ୍ବନ୍ଦ୍ବ ଲାଗି ରହିଥିଲା। ଯାହାକୁ ନେଇ ସ୍ପଷ୍ଟୀକରଣ ଦେଇଛି ବିସିସିଆଇ।ବିସିସିଆଇ ସୂଚନା ଅନୁଯାୟୀ, ଆଇସିସିର ନିୟମ ଅନୁସାରେ…

ଓଡ଼ିଶାରେ ପ୍ରତିଷ୍ଠା ହେବ ଭାରତର ପ୍ରଥମ ସେମିକଣ୍ଡକ୍ଟର କାରଖାନା

ଭୂବନେଶ୍ବର: ଓଡ଼ିଶାରେ ପ୍ରତିଷ୍ଠା ହେବ ଭାରତର ପ୍ରଥମ ସେମିକଣ୍ଡକ୍ଟର କାରଖାନା । ସିଲିକନ୍ କାର୍ବାଇଡ୍ (ଏସଆଇସି) ସେମିକଣ୍ଡକ୍ଟର ଉତ୍ପାଦନ ସୁବିଧା ପ୍ରତିଷ୍ଠା କରିବା ଲାଗି ଆରଆଇଆର ପାୱାର ଇଲେକ୍ଟ୍ରୋନିକ୍ସ ଲିମିଟେଡ୍ ପାଇଁ ଏକ ସ୍ବତନ୍ତ୍ର ପ୍ରୋତ୍ସାହନ ପ୍ୟାକେଜ୍‌ କୁ ଓଡ଼ିଶା କ୍ୟାବିନେଟ୍…

ନୂଆପଡ଼ା ଗସ୍ତ କରି ମାଓ ଦମନ ଉପରେ ସମୀକ୍ଷା କଲେ ପୋଲିସ ମହାନିର୍ଦ୍ଦେଶକ

ନୂଆପଡ଼ା: ଓଡିଶା ପୋଲିସ ମହାନିର୍ଦ୍ଦେଶକ ୱାଇ.ବି ଖୁରାନିଆ ନୂଆପଡ଼ା ଜିଲ୍ଲା ଗସ୍ତରେ ଆସି ମାଓ ଦମନ ଅଭିଯାନ ସମ୍ପର୍କରେ ପୋଲିସ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ଏହା ସହିତ ପୋଲିସ ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇଥିଲେ…

କ୍ୟାବିନେଟରେ ୧୦ ପ୍ରସ୍ତାବକୁ ମଞ୍ଜୁରୀ

ଭୂବନେଶ୍ଵର, ୨୨/୦୧ : ଆଜି ରାଜ୍ୟ କ୍ୟାବିନେଟରେ ୧୦ଟି ପ୍ରସ୍ତାବକୁ ମଂଜୁରୀ ମିଳିଛି । ଆଦର୍ଶ ବିଦ୍ୟାଳୟ ପ୍ରସ୍ତାବକୁ କ୍ୟାବିନେଟ ମୋହର । ପ୍ରତି ପଞ୍ଚାୟତରେ ହେବ ଆଦର୍ଶ ପ୍ରାଥମିକ ବିଦ୍ୟାଳୟ । ନାମ ରହିବ ଗୋଦାବରୀଶ ଆଦର୍ଶ ପ୍ରାଥମିକ ବିଦ୍ୟାଳୟ।…

ଗରିୟାବନ୍ଧ ଜଙ୍ଗଲରେ ପୁଣି ଏନକାଉଣ୍ଟର : ଦୁଇ ମାଓବାଦୀ ମୃତ

ଭୂବନେଶ୍ୱର, ୨୨/୦୧ : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ଗରିୟାବନ୍ଧ ଜଙ୍ଗଲରେ ପୋଲିସ ଏନକାଉଣ୍ଟରରେ ଦୁଇ ମାଓବାଦୀ ନିହତ ହୋଇଛନ୍ତି । ଦୁଇ ମାଓବାଦୀଙ୍କ ମୃତଦେହ ଉଦ୍ଧାର କରିଛନ୍ତି ସୁରକ୍ଷାକର୍ମୀ । ମାଲକାନଗିରି ଛତିଶଗଡ ସିମାନ୍ତ ବିଜାପୁର ଜିଲ୍ଲାରେ ମାଓବାଦୀଙ୍କ ତାଲିମ…

ଫେବୃଆରୀ ୯ରେ ବାରବାଟୀରେ ଭାରତ-ଇଂଲଣ୍ଡ ଲଢେଇ

ଫେବୃଆରୀ ୯ରେ ବାରବାଟୀରେ ଭାରତ-ଇଂଲଣ୍ଡ ଲଢେଇ ଭୂବନେଶ୍ବର,୨୨/୧: ଆସନ୍ତା ଫେବୃଆରୀ ୯ ତାରିଖରେ ବାରବାଟୀରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଦିନିକିଆ ମ୍ୟାଚ ଖେଳାଯିବ । ଏହାର ପ୍ରଥମ ଟିକେଟ୍ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ପ୍ରଦାନ କରାଯାଇଛି । ଓସିଏ ସମ୍ପାଦକ ସଞ୍ଜୟ…

SGB brandsafway କମ୍ପାନୀ ଦ୍ବାରା ୩୬ତମ ରାଷ୍ଟ୍ରୀୟ ସଡ଼କ ସୁରକ୍ଷା ଅଭିଯାନ NH ୫୫ ଏବଂ ପ୍ଲାଣ୍ଟ ପରିସରରେ କରାଯାଇଛି

ଆଜି ଟାଟା ଷ୍ଟିଲ ମେରାମଣ୍ଡଳୀ ରେ SGB brandsafway କମ୍ପାନୀ ଦ୍ବାରା ୩୬ତମ ରାଷ୍ଟ୍ରୀୟ ସଡ଼କ ସୁରକ୍ଷା ଅଭିଯାନ NH ୫୫ ଏବଂ ପ୍ଲାଣ୍ଟ ପରିସରରେ କରାଯାଇଛି । ଏଥିରେ ସଡ଼କ ସୁରକ୍ଷା ରଥ,ସଡ଼କ ସୁରକ୍ଷା ରେଲି ଏବଂ ୟୋମରଜ୍ ଭୂମିକା…

ସମାଜସେବୀଙ୍କ ଜନ୍ମୋତ୍ସବ ପାଳନ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ସମାଜସେବୀଙ୍କ ଜନ୍ମୋତ୍ସବ ପାଳନ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ବିଂଝାରପୁର ଅନ୍ତର୍ଗତ ଦେସାହି ପଞ୍ଚାୟତର ସମିତି ସଭ୍ୟା ଓ ସମାଜ ସେବୀ ବିଶିଷ୍ଟ ସନ୍ତୋଷ କୁମାର ବେହୁରିଆଙ୍କ ୬୩ ତମ ଜନ୍ମଜୟନ୍ତି ପାଳନ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।ପ୍ରଥମେ ବୃକ୍ଷ…

” ରାଧାକୃଷ୍ଣମନ୍ଦିର ପ୍ରତିଷ୍ଠାର ବାର୍ଷିକୋତ୍ସବ “

” ରାଧାକୃଷ୍ଣମନ୍ଦିର ପ୍ରତିଷ୍ଠାର ବାର୍ଷିକୋତ୍ସବ ” ବରଗଡ -(ପବିତ୍ର ମେହେର ) ଅତାବିରା ବ୍ଲକସ୍ଥିତ ତଳିଟାମ୍ପରସରା ଗ୍ରାମସ୍ଥିତ ରାଧାକୃଷ୍ଣ ମନ୍ଦିର ପ୍ରତିଷ୍ଠାର ବାର୍ଷିକୋତ୍ସବ ଓ ନାମଯଜ୍ଞ ଚାରିଦିନ ଧରି ଅନୁଷ୍ଠିତ ହୋଇଯାଇଅଛି। ପ୍ରଥମ ଦିବସରେ କଳସଯାତ୍ରା ଅନୁଷ୍ଠିତ ହୋଇ ବର୍ଷେ ଆଗରୁ…

ଢେଙ୍କାନାଳ କୃଷକ ବଜାର ଓ ମୁନିସିପାଲଟି ପରିବାର ମାର୍କେଟ ତ୍ରିନାଥ ମହାପ୍ରଭୁଙ୍କର ୨୪ତମ ବାର୍ଷିକ ଉତ୍ସବ

ଢେଙ୍କାନାଳ କୃଷକ ବଜାର ଓ ମୁନିସିପାଲଟି ପରିବାର ମାର୍କେଟ ତ୍ରିନାଥ ମହାପ୍ରଭୁଙ୍କର ୨୪ତମ ବାର୍ଷିକ ଉତ୍ସବ ଢେଙ୍କାନାଳ ୨୨/୦୧: ଢେଙ୍କାନାଳ କୈବଲ୍ୟ ବଜାର ସ୍ଥିତ କୃଷକ ବଜାର ଓ ମୁନିସିପାଲଟି ପରିବାର ମାର୍କେଟ ପରିସରରେ ଥିବା ମହାପ୍ରଭୂ ତ୍ରିନାଥ ଦେବଙ୍କ ର…