ବାବନ୍ଧ ଗ୍ରାମପଂଚାୟତର ବେଡାପଡା ଅନୁସୂଚିତ ଜାତି (ପାଣ )ର କ୍ଷତିଗ୍ରସ୍ତ ଲୋକମାନଙ୍କୁ ନେଇ ଏକ ଗଣଧାରଣା
ଆମ୍ବେଦକର ସେଵା ସଂଗଠନ ଢେଙ୍କାନାଳ ଆନୁକୂଲ୍ୟରେ ଆଜ ତା ୨୨:୦୧:୨୦୨୫ ରିଖରେ ହିନ୍ଦୋଳ ନିର୍ବାଚନ ମଣ୍ଡଳୀର ରସୋଳ ଥାନା ଅନ୍ତର୍ଗତ ବାବନ୍ଧ ଗ୍ରାମପଂଚାୟତର ବେଡାପଡା ଅନୁସୂଚିତ ଜାତି (ପାଣ )ର କ୍ଷତିଗ୍ରସ୍ତ ଲୋକମାନଙ୍କୁ ନେଇ ଏକ ଗଣଧାରଣା ଢେଙ୍କାନାଳ ଜିଲ୍ଲାପାଳଙ୍କ କାର୍ଯ୍ୟଳୟ…
