Month: January 2025

ଭୁବନେଶ୍ୱରରୁ କ୍ୱାଲାଲାମ୍ପୁରକୁ ସିଧା ଉଡ଼ିବ ବିମାନ

ବନେଶ୍ୱର, ୧୧/୦୧ : ରାଜଧାନୀ ଭୁବନେଶ୍ୱରରୁ କ୍ୱାଲାଲାମ୍ପୁରକୁ ସିଧା ବିମାନ ଉଡ଼ିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୂଚନା ଦେଇଛନ୍ତି। ସିଧାସଳଖ ବିମାନ ଉଡ଼ାଣ ପାଇଁ ଚୁକ୍ତି ଶେଷ ହୋଇଛି ବୋଲି ପ୍ରବାସୀ ଭାରତୀୟଙ୍କ ଦାବି ପରେ ମୁଖ୍ୟମନ୍ତ୍ରୀ ଶ୍ରୀ…

୫୦ କେଜି ଗଞ୍ଜେଇ ଜବତ : ୩ ଗିରଫ

ଭୂବନେଶ୍ୱର, ୧୧/୦୧ : ଗଞ୍ଜେଇ ଚୋରା ଚାଲାଣ ହେଉଥିବା ବେଳେ ମାଡ଼ି ବସିଲା ଅବକାରୀ ବିଭାଗର ଟିମ୍‌ । ୫୭ ନମ୍ୱର ଜାତୀୟ ରାଜପଥର ଜାଗୁଳେଇ ପାଟଣା ଛକ ନିକଟରେ ଚଢାଉ କରି ୫୦ କେଜି ଗଞ୍ଜେଇ ସହ ମାରୁତି କାର୍‌…

ଘନ କୁହୁଡିର ଚାଦର ରେ ଆଚ୍ଛାଦିତ ବଡ଼ବିଲ ସହର

ଘନ କୁହୁଡିର ଚାଦର ରେ ଆଚ୍ଛାଦିତ ବଡ଼ବିଲ ସହର।କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ବଡ଼ବିଲ ପୌରାଞ୍ଚଳ ଓ ଏହାର ଆଖପାଖ ଅଞ୍ଚଳରେ ଆଜି ସକାଳୁ ସକାଳୁ ଘନ କୁହୁଡି ସାଙ୍ଗକୁ ସକାଳର ଶୀତ ଲହରୀ ଅଞ୍ଚଳ ବାସିନ୍ଦା ମାନଙ୍କୁ ବେଶ ପ୍ରଭାବିତ…

ଜମନକିରା ବ୍ଲକ୍ ଧୁଡ଼ିପାଲି ପଞ୍ଚାୟତ ଭଇପାଲି ଲିମ୍ ଗୁଡ଼ା ଠାରେ ଜଂଘା ଲିଙ୍ଗା ମହାପ୍ରଭୁଙ୍କ ପୂଜା ଧୁମ୍ ଧାମ ରେ ପାଳିତ ହୋଇ ଯାଇଛି

ଜମନକିରା ବ୍ଲକ୍ ଧୁଡ଼ିପାଲି ପଞ୍ଚାୟତ ଭଇପାଲି ଲିମ୍ ଗୁଡ଼ା ଠାରେ ଜଂଘା ଲିଙ୍ଗା ମହାପ୍ରଭୁଙ୍କ ପୂଜା ଧୁମ୍ ଧାମ ରେ ପାଳିତ ହୋଇ ଯାଇଛି ସମ୍ବଲପୁର – 8-1-2025 କଳସ ଯାତ୍ରା ଶୁଭାରମ୍ଭ 9-1-2025 ମହାପ୍ରଭୁଙ୍କ ଯାତ୍ରା ଜଙ୍ଘା ଲିଙ୍ଗା ମହାପ୍ରଭୁଙ୍କ…

ଓଡ଼ିଶା ହେବ ଆଇଟି ହବ୍: କେନ୍ଦ୍ରମନ୍ତ୍ରୀ

ଭୂବନେଶ୍ୱର: କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଡ ଘୋଷଣା । ଆସନ୍ତା ତିନି ବର୍ଷ ମଧ୍ୟରେ ଓଡ଼ିଶାକୁ ସୂଚନା ପ୍ରଯୁକ୍ତିବିଦ୍ୟା (ଆଇଟି)ର ଏକ ବଡ଼ ହବ୍‌ରେ ପରିଣତ କରାଯିବ । ସେମିକଣ୍ତକ୍ଟର, ଏଆଇ କ୍ଷେତ୍ର ପାଇଁ ଯୁବକ ଏବଂ ଯୁବତୀଙ୍କୁ ପ୍ରଶିକ୍ଷଣ…

ତେଲେଙ୍ଗାନାରେ ବସ୍‌ ଦୁର୍ଘଟଣା: ୪ ଓଡ଼ିଆ ମୃତ

ମାଲକାନଗିରି: ତେଲେଙ୍ଗାନାରେ ବସ୍‌ ଦୁର୍ଘଟଣା। ଏଥିରେ ୪ ଓଡ଼ିଆଙ୍କୁ ମୃତ୍ୟୁ ହୋଇଥିବା ସୂଚନା। ତେଲେଙ୍ଗାନା ସୂର୍ଯ୍ୟାପେଟ-ଖମାମ ରାସ୍ତାରେ ଦୁର୍ଘଟଣା ଘଟିଛି। ୪ ମୃତକଙ୍କ ମଧ୍ୟରେ ୨ ଜଣ ମହିଳା ଓ କିଛି ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି।ସୂଚନା ଅନୁସାରେ କଳାହାଣ୍ଡି…

ଷ୍ଟିଲ ପ୍ଲାଣ୍ଟରେ ଅଘଟଣ; ୪ ମୃତ, ୨୫ରୁ ଅଧିକ ଶ୍ରମିକ ଦବିଥିବା ଆଶଙ୍କା

ରାୟପୁର: ଛତିଶଗଡ଼ର ମୁଙ୍ଗେଲି ଜିଲ୍ଲାରେ ଥିବା ଏକ ଷ୍ଟିଲ ପ୍ଲାଣ୍ଟରେ ଅଘଟଣ । ପ୍ଲାଣ୍ଟର ଚିମନୀ ଭୁଶୁଡ଼ି ପଡ଼ିବାରୁ ୪ ଜଣ ଶ୍ରମିକ ପ୍ରାଣ ହରାଇଛନ୍ତି । ୨ ଜଣଙ୍କୁ ଜୀବିତ ଅବସ୍ଥାରେ ଧ୍ୱଂସାବଶେଷ ତଳୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି…

ଫେବୃଆରୀରେ ଦୁଇ ଦିନିଆ ବ୍ୟାଙ୍କ ଧର୍ମଘଟ ଡାକରା

ଭୂବନେଶ୍ବର: ଆସନ୍ତା ଫେବୃଆରୀରେ ଦୁଇ ଦିନ ବନଦ ରହିବ ବ୍ୟାଙ୍କ । ଫେବୃଆରୀ ୨୪ ଓ ୨୫ ତାରିଖରେ ଦେଶବ୍ୟାପୀ ବ୍ୟାଙ୍କ ବନ୍ଦ ରହିବ । ସର୍ବ ଭାରତୀୟ ଅଫିସର ମହାସଂଘ (ଏଆଇବିଓସି) ପକ୍ଷରୁ ଧର୍ମଘଟ ଡାକରା ଦିଆଯାଇଛି । ବିଭିନ୍ନ…

ଶେଷ ହେଲା ସାତକୋଶିଆର କୁମ୍ଭୀର ଗଣନା, ୧୯ କୁମ୍ଭୀର ଚିହ୍ନଟ

ବୌଦ୍ଧ: ବୌଦ୍ଧ ବନଖଣ୍ଡ କୁସଙ୍ଗ ରେଞ୍ଜ ଅଧୀନ ମହାନଦୀ ସାତକୋଶିଆ ଗଣ୍ଡରେ ଶେଷ ହୋଇଛି ୩ ଦିନ ଧରି ଚାଲିଥିବା କୁମ୍ଭୀର ଗଣନା। ଏହି ଗଣନା ପରେ ସମୁଦାୟ ୧୯ ଟି କୁମ୍ଭୀର ଥିବା ବେଳେ ୧୧ ଟି ଘଡିଆଳ ଓ…

ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଫଶିଲେ ଏଆରଆଇ

ଖୋର୍ଦ୍ଧା: ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଧରାପଡିଲେ ଏଆରଆଇ । ଖୋର୍ଦ୍ଧା ଜିଲ୍ଲା ସୋରଣ ରାଜସ୍ୱ ସର୍କଲର ଏଆରଆଇ କୈଳାସ ଚନ୍ଦ୍ର ବେହେରା ୨୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ କାବୁ କଲା ଭିଜିଲାନ୍ସ । ବସୁନ୍ଧରା ଯୋଜନାରେ ଜାଗା…