Month: March 2025

୯ଟି ବିଶ୍ୱବିଦ୍ୟାଳୟରେ ନାହାନ୍ତି ସ୍ଥାୟୀ କୁଳପତି: ମନ୍ତ୍ରୀ

ଭୂବନେଶ୍ୱର: ରାଜ୍ୟରେ ୧୭ଟି ସରକାରୀ ବିଶ୍ୱବିଦ୍ୟାଳୟ ମଧ୍ୟରୁ ୮ଟି ବିଶ୍ୱବିଦ୍ୟାଳୟରେ ସ୍ଥାୟୀ କୁଳପତି କାର୍ଯ୍ୟରତ ଅଛନ୍ତି । ଅବଶିଷ୍ଟ ୯ଟି ବିଶ୍ୱବିଦ୍ୟାଳୟରେ ସ୍ଥାୟୀ କୁଳପତି ନାହାନ୍ତି । ବିଧାନସଭାରେ ବ୍ରହ୍ମଗିରି ବିଧାୟିକା ଉପାସନା ମହାପାତ୍ରଙ୍କ ପ୍ରଶ୍ନରେ ଏହି ତଥ୍ୟ ରଖିଛନ୍ତି ଉଚ୍ଚଶିକ୍ଷା…

୨୪ ଯାଏଁ ରାଜ୍ୟରେ କାଳବୈଶାଖୀ ବର୍ଷା

ଭୂବନେଶ୍ୱର: ଆସନ୍ତା ୨୪ ଯାଏଁ ରାଜ୍ୟରେ କାଳବୈଶାଖୀ ବର୍ଷା ସମ୍ଭାବନା ରହିଛି। ବିଜୁଳି ଓ ଘଡ଼ଘଡ଼ି ନେଇ ୧୨ଟି ଜିଲ୍ଲାକୁ ପାଣିପାଗ ବିଭାଗ ପକ୍ଷରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ବର ଓ ଭଦ୍ରକରେ ପ୍ରବଳ ବର୍ଷା ସମ୍ଭାବନା…

ପ୍ରଦୀପ ମାଝୀଙ୍କୁ ନେଇ ବଢିଛି ସସପେନ୍ସ : ଛାଡି ପାରନ୍ତି ବିଜେଡି

ପ୍ରଦୀପ ମାଝୀଙ୍କୁ ନେଇ ବଢିଛି ସସପେନ୍ସ : ଛାଡି ପାରନ୍ତି ବିଜେଡି ଭୂବନେଶ୍ବର, ୨୨/୦୩ : ବିଜେଡି ନେତା ପ୍ରଦୀପ ମାଝୀଙ୍କୁ ନେଇ ବଢିଛି ସସପେନ୍ସ। ସେ ଯେପରି ଭାଷଣ ଦେଉଛନ୍ତି, ସେଥିରୁ ଅନୁମାନ କରାଯାଉଛି ଯେ, ସେ ବିଜେଡି ଛାଡିପାରନ୍ତି…

ଅଲଗା ହେଲେ କ୍ରିକେଟର ଚହଲ ଓ ଧନଶ୍ରୀ ବର୍ମା

ଭୂବନେଶ୍ୱର୨୨/୩ : ଭାରତୀୟ କ୍ରିକେଟର ୟୁଜବେନ୍ଦ୍ର ଚହଲ ଓ ନୃତ୍ୟ କୋରିଓଗ୍ରାଫର ଧନଶ୍ରୀ ବର୍ମାଙ୍କୁ ମୁମ୍ବାଇର ଏକ ପାରିବାରିକ ଅଦାଲତ ଛାଡ଼ପତ୍ର ପ୍ରଦାନ କରିଛନ୍ତି। କୋର୍ଟ ଛାଡ଼ପତ୍ରର ନିର୍ଦ୍ଦେଶକୁ ମଞ୍ଜୁର କରିଛନ୍ତି। କୋର୍ଟ ଉଭୟ ପକ୍ଷର ମିଳିତ ଆବେଦନକୁ ଗ୍ରହଣ କରିଛନ୍ତି।…

ଜଷ୍ଟିସ ହରିଶ ଟଣ୍ଡନ ହେଲେ ଓଡ଼ିଶା ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି

ଭୂବନେଶ୍ୱର, ୨୧/୦୩ : ଓଡ଼ିଶା ହାଇକୋର୍ଟର ପରବର୍ତ୍ତୀ ମୁଖ୍ୟ ବିଚାରପତି ହେଲେ ଜଷ୍ଟିସ ହରିଶ ଟଣ୍ଡନ। ତାଙ୍କୁ ନିଯୁକ୍ତ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଜଷ୍ଟିସ ଟଣ୍ଡନଙ୍କୁ ମୁଖ୍ୟ ବିଚାରପତି ନିଯୁକ୍ତି ପାଇଁ ସୁପ୍ରିମକୋର୍ଟଙ୍କ କଲେଜିୟମ ଗତ ୬ ତାରିଖରେ…

‘ଆୟୁଷ୍ମାନ ଭାରତ ଯୋଜନା’ ସମେତ କ୍ୟାବିନେଟ୍‌ରେ ୧୦ ପ୍ରସ୍ତାବକୁ ମିଳିଳା ମଞ୍ଜୁରୀ

ଭୂବନେଶ୍ବର,୨୧/୩ : ରାଜ୍ୟ କ୍ୟାବିନେଟରେ ୭ଟି ବିଭାଗ (ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ଇସ୍ପାତ ଓ ଖଣି, ପୂର୍ତ୍ତ, ସାଧାରଣ ପ୍ରଶାସନ, ଜଳ ସଂପଦ, ପଞ୍ଚାୟତିରାଜ ଓ ପାନୀୟଜଳ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା)ରେ ୧୦ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ମୁଖ୍ୟମନ୍ତ୍ରୀ…

ଜନତା ସରକାରୀ ହାଇସ୍କୁଲରେ ଅନ୍ତର୍ଜାତୀୟ ବନ ଦିବସ ପାଳିତ

ଜନତା ସରକାରୀ ହାଇସ୍କୁଲରେ ଅନ୍ତର୍ଜାତୀୟ ବନ ଦିବସ ପାଳିତ ଅରଣ୍ୟ ସମ୍ପଦ ସମଗ୍ର ବିଶ୍ୱ ପାଇଁ ପ୍ରକୃତିର ଏକ ବରଦାନ ବରଗଡ଼(ପବିତ୍ର ମେହେର) ::ଆମର ଖାଦ୍ୟ,ଔଷଧ ଓ ଇନ୍ଧନ ସମେତ ଦୈନନ୍ଦିନର ଆବଶ୍ୟକତାକୁ ପୂରଣ କରୁଥିବା ଅରଣ୍ୟ ସମ୍ପଦ ସମଗ୍ର ବିଶ୍ୱ…

ସରକାରୀ ବାଳିକା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ବିଶ୍ବ ବନ ଦିବସ ପାଳିତ

ସରକାରୀ ବାଳିକା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ବିଶ୍ବ ବନ ଦିବସ ପାଳିତ କୁଚିଣ୍ଡା ୨୧/୩କୁଚିଣ୍ଡା ବ୍ଲକ ଅର୍ଡାବାହାଲ ସ୍ଥିତ ସରକାରୀ ବାଳିକା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସର ରେ ବିଶ୍ଵ ବନଦିବସ ପାଲିତ ହୋଇଯାଇଛି। ବିଦ୍ୟାଳୟ ର ଅଧ୍ୟକ୍ଷ ରଞ୍ଜନ…

ଆଳିର ପୂର୍ବତନ ବିଧାୟକଙ୍କ ମୃତ୍ୟୁ

ଆଳିର ପୂର୍ବତନ ବିଧାୟକଙ୍କ ମୃତ୍ୟୁ କେନ୍ଦ୍ରାପଡ଼ା __ କେନ୍ଦ୍ରାପଡ଼ା ଜିଲ୍ଲା ଆଳି ନିର୍ବାଚନ ମଣ୍ଡଳୀର କଂଗ୍ରେସର ପୃର୍ବତନ ବିଧାୟକ ତଥା କଂଗ୍ରେସର ଟାଣୁଆ ନେତା ଦେବେନ୍ଦ୍ର ଶର୍ମା (ଢ଼ାବା)ଙ୍କ ଶୁକ୍ରବାର ଦିନ ପରଲୋକ ଘଟିଛି। ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ୬୬…

୧୪ଦଫା ଦାବୀ ନେଇ ନିର୍ମାଣ ଶ୍ରମିକଙ୍କ ଶ୍ରମ ଅଧିକାରୀଙ୍କୁ ଦାବୀପତ୍ର ପ୍ରଦାନ

୧୪ଦଫା ଦାବୀ ନେଇ ନିର୍ମାଣ ଶ୍ରମିକଙ୍କ ଶ୍ରମ ଅଧିକାରୀଙ୍କୁ ଦାବୀପତ୍ର ପ୍ରଦାନ ଢେଙ୍କାନାଳ, ୨୧/୩: ଢେଙ୍କାନାଳ ନିର୍ମାଣ ଶ୍ରମିକଙ୍କ ୧୪ଦଫା ଦାବୀପତ୍ର ନେଇ ସ୍ଥାନୀୟ ହାଟରୋଡସ୍ଥିତ ଶ୍ରମ କାର୍ଯ୍ୟାଳୟ ଘେରାଉ କରିବା ସହ ଜିଲ୍ଲା ଶ୍ରମ ଅଧିକାରୀ ତପନ କୁମାର ସୁତରାଙ୍କୁ…