ବିଶ୍ୱହିନ୍ଦୁ ପରିଷଦ ଏବଂ ବଜରଙ୍ଗ ଦଳ ଲକ୍ଷ୍ମୀ ନୃସିଂହ ଉପନଗର ପକ୍ଷରୁ ହର୍ଷ ବିହାର ସ୍ଥିତ ବଜରଙ୍ଗ ଦଳ କାର୍ଯ୍ୟାଳୟ ଠାରେ ଅତି ସ୍ମରଣୀୟ ଭାବରେ “ପଖାଳ ଦିବସ” ପାଳିତ
ବ୍ରହ୍ମପୁର, ୨୦/୩ : ଆମ ଓଡ଼ିଆଙ୍କ ଜନଜୀବନରେ ପାରମ୍ପରିକ ଖାଦ୍ୟ ଭାବେ ‘ପଖାଳ’ର ସ୍ଥାନ ସ୍ଵତନ୍ତ୍ର । ଏହା କେବଳ ଓଡ଼ିଆଙ୍କ ପାଇଁ ଏକ ଖାଦ୍ୟ ନୁହେଁ ବରଂ ଆମ ଜନଜୀବନ ଏବଂ ସଂସ୍କୃତିର ଅବିଚ୍ଛେଦ୍ୟ ଅଙ୍ଗ । ଆମ ଅସ୍ମିତାର…
