Month: March 2025

ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଦିଲୀପ ରାୟ; ରାଉରକେଲାକୁ ନେଇ ୩ଟି ପ୍ରମୁଖ ଦାବି ସମ୍ବଳିତ ପତ୍ର

ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ବରିଷ୍ଠ ବିଜେପି ନେତା ଦିଲୀପ ରାୟ। ରାଉରକେଲାକୁ ନେଇ ୩ଟି ପ୍ରମୁଖ ଦାବି ସମ୍ବଳିତ ପତ୍ର ଦେଲେ।ଇଷ୍ଟକୋଷ୍ଟ ଅଧୀନରେ ରାଉରକେଲାରେ ନୂଆ ରେଳ ଡିଭିଜନ୍‌ ଦାବି। ରାଉରକେଲା ଷ୍ଟିଲ୍‌ ପ୍ଲାଣ୍ଟ (RSP)ର ସମ୍ପ୍ରସାରଣ ତ୍ବରାନ୍ବିତ ଦାବି । ରାଉରକେଲା…

ମୋଦୀଙ୍କ ନେତୃତ୍ଵରେ ଆହୁରି ଶକ୍ତିଶାଳୀ ହେବ ଭାରତୀୟ ସେନା, ୭ ହଜାର କୋଟିର ଟଙ୍କାର ….

ଦେଶର ସୁରକ୍ଷା ସକାଶେ କ୍ୟାବିନେଟ୍ କମିଟି ପକ୍ଷରୁ ଭାରତୀୟ ସେନା ପାଇଁ ୩୦୭ ଆଡଭାନ୍ସ ଟୋଡ୍ ଆର୍ଟିଲରୀ ଗନ୍ ସିଷ୍ଟମ ଅର୍ଥାତ୍ ATAGS କିଣିବା ପାଇଁ ମଞ୍ଜୁରୀ ଦିଆଯାଇଛି । ଏହି ଅତ୍ୟାଧୁନିକ ବନ୍ଧୁକର ରେଞ୍ଜ୍ ହେଉଛି ୪୮ କିଲୋମିଟର ।…

୨୭ରେ ବିଧାନସଭା ଘେରାଉ କରିବ କଂଗ୍ରେସ

ଗତ କିଛି ଦିନ ହେଲା ବିଧାନସଭାରେ ମହିଳାଙ୍କ ସୁରକ୍ଷା ପ୍ରସଙ୍ଗ ଉଠାଇ ଚର୍ଚ୍ଚିତ ହେଉଥିବା କଂଗ୍ରେସ ଏବେ ରାଜରାସ୍ତାରେ ବିକ୍ଷୋଭ କରିବାକୁ ନିଷ୍ପତ୍ତି ନେଇଛି। ସଭାପତି ଭକ୍ତଚରଣ ଦାସଙ୍କ ଆହ୍ୱାନ କ୍ରମେ ୨୭ ତାରିଖ ଦିନ ବିଧାନସଭା ଘୋରାଉ କରାଯିବ ବୋଲି…

ଉତ୍କଳ ଦିବସରୁ ଭୁବନେଶ୍ୱରରୁ ଗୋଆକୁ ଉଡିବ ବିମାନ

ଭୂବନେଶ୍ବର: ବିମାନ ସେବା କ୍ଷେତ୍ରରେ ନୂଆ ଅଧ୍ୟାୟ ଯୋଡ଼ି ହେବାକୁ ଯାଉଛି । ଭୁବନେଶ୍ୱରରୁ ଗୋଆକୁ ଆରମ୍ଭ ହେବ ବିମାନ ସେବା । ଏପ୍ରିଲ୍‌ ୧ ତାରିଖ ଠାରୁ ଓଡ଼ିଶାରୁ ଗୋଆକୁ ସିଧାସଳଖ ବିମାନ ସେବା ଉପଲବ୍ଧ ହେବ । ଅପ୍ରେଲ୍‌…

ପଖାଳ ଖାଇଲେ ମୁଖ୍ୟମନ୍ତ୍ରୀ; କହିଲେ, ପଖାଳ ଆମ ଓଡ଼ିଆ ପ୍ରାଣର ସ୍ପନ୍ଦନ ଓ ଆମ ଆତ୍ମା

ଭୂବନେଶ୍ବର: ଓଡ଼ିଆଙ୍କ ପ୍ରିୟ ଖାଦ୍ୟ ପଖାଳ । ଓଡ଼ିଆଙ୍କ ଆରାଧ୍ୟ ଦେବତା ମହାପ୍ରଭୁ ଜଗନ୍ନାଥଙ୍କର ମଧ୍ୟ ଅତିପ୍ରିୟ ପଖାଳ । ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ଘିଅ ପଖାଳ, ଦହି ପଖାଳ ଆଦି ଲାଗି ହୋଇଥାଏ । ତେବେ ଆଜି…

ବିଜେପି ସଭାପତିଙ୍କ ଦୁର୍ବ୍ୟବହାର ପ୍ରତିବାଦରେ ଓଏଏସ ଆସୋସିଏସନ୍ ପକ୍ଷରୁ ଥାନାରେ ଏତଲା

ରାୟଗଡା: ରାୟଗଡା ଜିଲ୍ଲା ବିଜେପି ସଭାପତି ଗୋପୀ ଆନନ୍ଦ ରାୟଗଡ଼ା ଅତିରିକ୍ତ ଜିଲ୍ଲାପାଳ ନିହାର ରଞ୍ଜନ କହଁରଙ୍କୁ ଦୁର୍ବ୍ୟବହାର କରିବା ନେଇ ଅଭିଯୋଗ ହୋଇଛି । ଏହି ଘଟଣା ନେଇ ରାୟଗଡ଼ା ଜିଲ୍ଲା ଓଏଏସ ସଂଘ ବୈଠକ କରି ଏହାର ତୀବ୍ର…

ଓଡ଼ିଶାର ମୁଖ୍ୟ ମହାଡାକପାଳ ହେଲେ ନିର୍ମଳଜିତ ସିଂ

ଭୂବନେଶ୍ୱର: ଓଡ଼ିଶାର ମୁଖ୍ୟ ମହାଡାକପାଳ ଭାବେ ନିଯୁକ୍ତି ହେଲେ ୧୯୯୭ ବ୍ୟାଚର ବରିଷ୍ଠ ଭାରତୀୟ ଡାକ ସେବା ଅଧିକାରୀ ନିର୍ମଳଜିତ ସିଂ । ସେ ଓଡ଼ିଶା ଡାକ ପରିମଣ୍ଡଳର ମୁଖ୍ୟ ମହାଡାକପାଳ ଭାବେ ନିଯୁକ୍ତ ହୋଇଛନ୍ତି । ଶ୍ରୀ ସିଂଙ୍କର ଭାରତୀୟ…

ମାର୍ଚ୍ଚ ୨୪ରୁ ଦୁଇ ବର୍ଷିଆ ବିଏଡ଼/ଏମଏଡ଼/ ବିଏଚଏଡ଼ ନାମଲେଖା ପାଇଁ ଆବେଦନ

ଭୂବନେଶ୍ୱର ,୨୦/୩ : ଆସନ୍ତା ୨୦୨୫-୨୬ ଶିକ୍ଷାବର୍ଷ ନିମନ୍ତେ ଦୁଇ ବର୍ଷିଆ ବିଏଡ଼/ଏମଏଡ଼/ ବିଏଚଏଡ଼ ପାଠ୍ୟକ୍ରମରେ ନାମଲେଖା ପ୍ରକିୟା ଶୀଘ୍ର ଆରମ୍ଭ କରାଯିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଛାତ୍ରଛାତ୍ରୀମାନଙ୍କର ଭବିଷ୍ୟତ ଓ ବୃହତ୍ତର ସ୍ୱାର୍ଥକୁ ଦୃଷ୍ଟିରେ ରଖି…

ନାଲକୋ ପକ୍ଷରୁ କୋରାପୁଟର ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲ କୁ ୧୦.୧୦ କୋଟି ଟଙ୍କାର ଆର୍ଥିକ ସହାୟତା ପ୍ରଦାନ

ଭୂବନେଶ୍ୱର, ୨୧/୦୩ : ଭାରତ ସରକାରଙ୍କ ନବରତ୍ନ ଉଦ୍ୟୋଗ ନ୍ୟାସନାଲ ଆଲୁମିନିୟମ କମ୍ପାନୀ ଲିମିଟେଡ (ନାଲକୋ) ର ସିଏସଆର କାର୍ଯ୍ୟକ୍ରମ ଅଂଶବିଶେଷ ଭାବେ ଏବଂ ନିରନ୍ତର ବିକାଶ ପ୍ରତି ପ୍ରତିବଦ୍ଧତାର ଅଂଶସ୍ୱରୂପ, କୋରାପୁଟର ସହୀଦ ଲକ୍ଷ୍ମଣନାୟକ ମେଡିକାଲ କଲେଜ ଏବଂ ହସ୍ପିଟାଲକୁ…

ଆଜିଠୁ ସକାଳୁଆ ସ୍କୁଲ

ଭୂବନେଶ୍ଵର, ୨୧/୦୩ : ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଆଜିଠୁ ସକାଳୁଆ ସ୍କୁଲ । ସକାଳ ସାଢେ ୬ଟାରୁ ସାଢେ ୧୦ଟା ପର୍ଯ୍ୟନ୍ତ ଚାଲିବ ପାଠ ପଢ଼ା । ପ୍ରଥମରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ଏହା ଲାଗୁ ହେବ । ସମସ୍ତ…