Month: March 2025

ଘନ ସାରଙ୍କ ସ୍ଵନକ୍ଷତ୍ର ଦିବସ ପାଳିତ

ଘନ ସାରଙ୍କ ସ୍ଵନକ୍ଷତ୍ର ଦିବସ ପାଳିତ ___ ବାଳକାଟିର ଶିକ୍ଷକ ଘନଶ୍ୟାମ ସାହୁଙ୍କ ୮୬ ତମ ସ୍ଵନକ୍ଷତ୍ର ଦିବସ ପାଳିତ ହୋଇଯାଇଛି। ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ପଣ୍ଡିତ ମହେଶ୍ୱର ନନ୍ଦଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟ ଅତିଥି ଭାବେ…

ଜିନ୍ଦଲ ଫାଉଣ୍ଡେସନ ପକ୍ଷରୁ ନିଃଶୁଳ୍କ ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ

ଜିନ୍ଦଲ ଫାଉଣ୍ଡେସନ ପକ୍ଷରୁ ନିଃଶୁଳ୍କ ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ଅନୁଗୁଳ, ୧୯ ମାର୍ଚ୍ଚ : ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର(ଜେଏସପି)ର ସମାଜିକ ଶାଖା ଜିନ୍ଦଲ ଫାଉଣ୍ଡେସନ ପକ୍ଷରୁ ଗ୍ରାମାଞ୍ଚଳରେ ବିଶେଷ କରି ଜେଏସପିର ପାଶ୍ୱର୍ବର୍ତ୍ତୀ ଗାଁ ଗୁଡ଼ିକରେ ଚକ୍ଷୁ ସ୍ୱାସ୍ଥ୍ୟର…

ଜାତୀୟ ରାଜପଥ ୫୨୦ରେ ରାଜପଥ ଲୁଟେରାଙ୍କ ଆତଙ୍କରାଜ୍, ଭୁଜାଲିମାରି ଲୁଟିଲେ ପାଞ୍ଚହଜାର

ଜାତୀୟ ରାଜପଥ ୫୨୦ରେ ରାଜପଥ ଲୁଟେରାଙ୍କ ଆତଙ୍କରାଜ୍, ଭୁଜାଲିମାରି ଲୁଟିଲେ ପାଞ୍ଚହଜାର।୫୨୦ ନମ୍ବର୍ ଜାତୀୟ ରାଜପଥ ରୋଇଡା ମାଇନ୍ସ ନିକଟରେ ଡ୍ରାଇଭର କୁ ରାଜପଥ ଲୁଟେରା ଙ୍କ ଭୁଜାଲି ମାଡ଼, ଡ୍ରାଇଭର ଗୁରୁତର, ସୂଚନା ଅନୁଯାୟୀ ଆଜି ଭୋର୍ ପ୍ରାୟ ଛଅ…

ବିଶ୍ୱ ଉପଭୋକ୍ତା ଅଧିକାର ଦିବସରେ BIS ସରକାରୀ ଅଧିକାରୀମାନଙ୍କ ପାଇଁ ‘ଗଭର୍ନମେଣ୍ଟ-କନେକ୍ଟ’ ଅଭିଯାନ

*ବିଶ୍ୱ ଉପଭୋକ୍ତା ଅଧିକାର ଦିବସରେ BIS ସରକାରୀ ଅଧିକାରୀମାନଙ୍କ ପାଇଁ ‘ଗଭର୍ନମେଣ୍ଟ-କନେକ୍ଟ’ ଅଭିଯାନ* ଭାରତୀୟ ମାନକ ବ୍ୟୁରୋ (BIS), ଭୁବନେଶ୍ୱର ଶାଖା କାର୍ଯ୍ୟାଳୟ ବିଶ୍ୱ ଉପଭୋକ୍ତା ଅଧିକାର ଦିବସ ଉପଲକ୍ଷେ ସରକାରୀ ଅଧିକାରୀମାନଙ୍କ ମଧ୍ୟରେ ଗୁଣବତ୍ତା ଏବଂ ମାନକଗୁଡ଼ିକ ଉପରେ ଜାଗୃକତା…

ନିର୍ବାଚନ କମିଶନଙ୍କ ବଡ ନିଷ୍ପତ୍ତି, ଭୋଟର ପରିଚୟପତ୍ରରେ ହେବ ଆଧାର ଲିଙ୍କ୍

ଆଧାର ଏବଂ ଭୋଟର ଆଇଡି (ଇପିଆଇସି) ଲିଙ୍କ୍ କରିବାର ରାସ୍ତା ପରିଷ୍କାର ହୋଇଯାଇଛି । ମଙ୍ଗଳବାର ଦିନ ଅନୁଷ୍ଠିତ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ, ଦେଶର ନିର୍ବାଚନ କମିଶନ ଦୁଇଟିକୁ ଲିଙ୍କ କରିବାକୁ ଅନୁମତି ଦେଇଛନ୍ତି । ଏ ସମ୍ପର୍କରେ ଏକ ବିବୃତ୍ତିରେ…

ମୁକ୍ତିକାନ୍ତ ଦାସ (ଲିପି)ଙ୍କ ଏକାଦଶାହ ଉପଲକ୍ଷେ ସ୍କୁତିଚାରଣ ସଭା ଅନୁଷ୍ଠିତ

ମୁକ୍ତିକାନ୍ତ ଦାସ (ଲିପି)ଙ୍କ ଏକାଦଶାହ ଉପଲକ୍ଷେ ସ୍କୁତିଚାରଣ ସଭା ଅନୁଷ୍ଠିତ __ ବାଳକାଟି ପଞ୍ଚାୟତର ରାଣିପୋଖରିର ଯୁବ ସମାଜସେବୀ ଓ ପରୋପକାରୀ ସ୍ବର୍ଗତ ମୁକ୍ତିକାନ୍ତ ଦାସ ଲିପି ଙ୍କ ଏକାଦଶାହ ଉପଲକ୍ଷେ ସ୍କୁତିଚାରଣ ସଭା ଅନୁଷ୍ଠିତ ହୋଇଯାଇଛି।ଏଥିରେ ସଭାପତିତ୍ବ କରିଥିଲେ ପ୍ରଫେସର…

୩ ବର୍ଷରେ ୧୪ଟି ବାଘ ଶିକାର, ଯାଇଛି ୪୧ ହାତୀଙ୍କ ଜୀବନ

ଭୂବନେଶ୍ୱର: ଜଙ୍ଗଲରେ ମାତିଛନ୍ତି ଶିକାରୀ। ୩ ବର୍ଷରେ ୧୪ଟି ବାଘ ଶିକାର କରିଛନ୍ତି। ୨ଟି ମହାବଳ ଓ ୧୨ଟି କଲରାପତରିଆ ବାଘ ଶିକାର ହୋଇଛନ୍ତି ବୋଲି ଗୃହରେ ଜଙ୍ଗଲ ଓ ପରିବେଶ ବିଭାଗ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ସୂଚନା…

୫ଟି ବିଭାଗରେ ୮୧୨ ଜଣଙ୍କୁ ନିଯୁକ୍ତି ପତ୍ର ଦେଲେ ମୁଖ୍ୟମନ୍ତ୍ରୀ

ଭୂବନେଶ୍ୱର: ଭୁବନେଶ୍ୱରର ସ୍ଥାନୀୟ କୃଷି ଶିକ୍ଷା ସଦନ ଠାରେ ଆୟୋଜିତ ନିଯୁକ୍ତି ମେଳାରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୋଟ ୫ଟି ବିଭାଗର ୮୧୨ ଜଣ ନବନିଯୁକ୍ତଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି। ସୂଚନା ଅନୁଯାୟୀ, ଆଜି ସ୍ୱାସ୍ଥ୍ୟ ବିଭାଗର…

ଭୁବନେଶ୍ୱରରୁ ସିଧା କଟକକୁ ଚାଲିବ ମେଟ୍ରୋ ରେଳ : ମନ୍ତ୍ରୀ

ଭୂବନେଶ୍ୱର, ୧୮/୦୩ : ଓଡ଼ିଶା ସରକାର ଭୁବନେଶ୍ୱରରୁ ତ୍ରିସୁଲିଆ ପର୍ଯ୍ୟନ୍ତ ପ୍ରସ୍ତାବିତ ଟ୍ରେନ୍ ସେବାକୁ କଟକ ପର୍ଯ୍ୟନ୍ତ ବିସ୍ତାର କରିବାକୁ ଯୋଜନା କରୁଛନ୍ତି। ମେଟ୍ରୋ ପ୍ରକଳ୍ପର କାର୍ଯ୍ୟକ୍ଷମତାକୁ ନେଇ ମନ୍ତ୍ରୀ କହଛନ୍ତି, ମେଟ୍ରୋର ଆବଶ୍ୟକତା ରହିଛି । ପୂର୍ବ ସରକାର ଭୁବନେଶ୍ବରରୁ…

ନନ୍ଦନକାନନର ମାସକୁ ଆୟ ୧.୭୭ କୋଟି : ଜଙ୍ଗଲ ମନ୍ତ୍ରୀ

ଭୂବନେଶ୍ୱର,୧୮/୩ : ନନ୍ଦନକାନନ ପ୍ରାଣୀ ଉଦ୍ୟାନ ବିଭିନ୍ନ ସେବା ଏବଂ କାର୍ଯ୍ୟକଳାପ ଦ୍ୱାରା ମାସିକ ହାରାହାରି ୧.୭୭ କୋଟି ଟଙ୍କା ରାଜସ୍ୱ ଆଦାୟ କରୁଛି ବୋଲି ଆଜି ରାଜ୍ୟ ବିଧାନସଭାରେ ଜଙ୍ଗଲ, ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ…