Month: March 2025

୧୯,୯୮୪ ଡାକ୍ତର ପଦବୀ ମଧ୍ୟରୁ ୬,୭୬୦ ପଦବୀ ଖାଲି : ସ୍ୱାସ୍ଥ୍ୟ ମନ୍ତ୍ରୀ

ଭୂବନେଶ୍ୱର,୧୮/୩ : ରାଜ୍ୟର ଡାକ୍ତରଖାନାଗୁଡ଼ିକରେ ଡାକ୍ତରଙ୍କ ଘୋର ଅଭାବ ମଧ୍ୟରେ, ସରକାର ୫,୮୨୨ ପଦବୀ ପାଇଁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରିବାକୁ ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି)କୁ ଅନୁରୋଧ କରିଛନ୍ତି। ଆଜି ବିଧାନସଭାରେ ଏହା ଘୋଷଣା କରି ସ୍ୱାସ୍ଥ୍ୟ ଏବଂ ପରିବାର…

୯ ମାସ ପରେ ପୃଥିବୀକୁ ଫେରିଲେ ସୁନିତା ୱିଲିୟମ୍ସ

୯ ମାସ ପରେ ପୃଥିବୀକୁ ଫେରିଲେ ସୁନିତା ୱିଲିୟମ୍ସ । ନିକ୍ ହେଗ୍, ସୁନିତା ୱିଲିୟମ୍ସ, ବୁଚ୍ ୱିଲମୋର ଏବଂ ମହାକାଶଚାରୀ ଆଲେକଜାଣ୍ଡାର ଗୋର୍ବୁନୋଭ ସ୍ପେସଏକ୍ସ ଡ୍ରାଗନ୍ ମହାକାଶଯାନରେ ପୃଥିବୀକୁ ସୁରକ୍ଷିତ ଫେରିଛନ୍ତି । ଭାରତୀୟ ସମୟ ଅନୁସାରେ ୧୯ ମାର୍ଚ୍ଚ…

୬ ଦଫା ଦାବୀ ନେଇ ଜ଼ିଲ୍ଲାପାଳ ଙ୍କ ଜରିଆରେ ପ୍ରଧାନମନ୍ତ୍ରୀ ଙ୍କୁ ଦାବିପତ୍ର ପ୍ରଦାନ

ଜଗତସିଂହପୁର – ଭାରତୀୟ ମଜଦୂର ସଂଘ ଦ୍ୱାରା ପରିଚାଳିତ, ଆଶା, ଅଙ୍ଗନବାଡି, ପାଚିକା, କୃଷକସାଥି ଆଦି କର୍ମଚାରୀ ମାନଙ୍କୁ ସରକାରୀ ମାନ୍ୟତା ପ୍ରଦାନ କରିବା | ସମାନ କାମକୁ ସମାନ ଦରମା ପ୍ରଦାନ କରିବା | ସାମାଜିବ ନିରାପତ୍ତା ଯୋଗାଇଦେବା |…

ମହିଳାଙ୍କୁ ଆତ୍ମବିଶ୍ୱାସୀ କରୁଛି ଟାଟା ଷ୍ଟିଲ ଫାଉଣ୍ଡେସନର ‘ଦିଶା’

ମହିଳାଙ୍କୁ ଆତ୍ମବିଶ୍ୱାସୀ କରୁଛି ଟାଟା ଷ୍ଟିଲ ଫାଉଣ୍ଡେସନର ‘ଦିଶା’ ମେରାମଣ୍ଡଳୀ, ୧୮.୦୩.୨୦୨୫: ଟାଟା ଷ୍ଟିଲ ମେରାମଣ୍ଡଳୀ (ଟିଏସଏମ୍)ର ଆଖପାଖ ଗ୍ରାମଗୁଡିକରେ ମହିଳାମାନଙ୍କ ଦକ୍ଷତା ବିକାଶ ସହ ଆତ୍ମବିଶ୍ବାସ ବଢାଉଥିବା ବେଳେ ସେମାନଙ୍କୁ ନେତୃତ୍ବ ନେବା ପାଇଁ ପ୍ରସ୍ତୁତ କରୁଛି ଟାଟା ଷ୍ଟିଲ…

ବଡ଼ବିଲ ବାସୀଙ୍କ ବହୁ ପ୍ରତିକ୍ଷିତ ଦାବୀ ଓ ସ୍ବପ୍ନ ପୁରଣ ହେବାକୁ ଯାଉଛି

ବଡ଼ବିଲ ବାସୀଙ୍କ ବହୁ ପ୍ରତିକ୍ଷିତ ଦାବୀ ଓ ସ୍ବପ୍ନ ପୁରଣ ହେବାକୁ ଯାଉଛି।କେନ୍ଦୁଝର ଜିଲ୍ଲା ବଡ଼ବିଲ ବାସୀଙ୍କ ବହୁ ପ୍ରତିକ୍ଷିତ ଦାବୀ ଓ ସ୍ବପ୍ନ ପୁରଣ ହେବାକୁ ଯାଉଛି। ବଡ଼ବିଲ ଓ ଏହାର ଆଖପାଖ ଅଞ୍ଚଳ ଖଣିଜ ବହୁଳ ଅଞ୍ଚଳ ହୋଇଥିବା…

ବିଦାୟ କାଳିନ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ

ବିଦାୟ କାଳିନ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ଯାଜପୁର __ ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଳକ ଅନ୍ତର୍ଗତ ଚନ୍ଦ୍ର ମୁଁ ପଞ୍ଚାୟତର ମଲ୍ଲୀପୁର ଠାରେ ଥିବା ସତ୍ୟସାଇ ଉଚ୍ଚବିଦ୍ୟାଳୟର ହିନ୍ଦି ଶିକ୍ଷୟିତ୍ରୀ ବନ୍ଦନା ନାୟକଙ୍କ ବିଦାୟ କାଳିନ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ଉକ୍ତ…

ସୁପ୍ରିମକୋର୍ଟ ବିଚାରପତି ଭାବେ ଶପଥଗ୍ରହଣ କଲେ ଜଷ୍ଟିସ ଜୋୟମାଲ୍ୟା ବାଗ୍‌ଚୀ

କଲିକତା ହାଇକୋର୍ଟର ବିଚାରପତି ଜଷ୍ଟିସ ଜୋୟମାଲ ମାଲ୍ୟା ବାଗ୍‌ଚୀଙ୍କୁ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ସଂଜୀବ ଖାନ୍ନା ଆଜି ସୁପ୍ରିମକୋର୍ଟର ବିଚାରପତି ଭାବେ ଶପଥପାଠ କରାଇଛନ୍ତି । ସୁପ୍ରିମକୋର୍ଟ ପରିସରରେ ଅନୁଷ୍ଠିତ ଶପଥଗ୍ରହଣ ଉତ୍ସବରେ ସମସ୍ତ ବିଚାରପତି ଗଣ ଉପସ୍ଥିତ ଥିଲେ…

ଓଡ଼ିଶା ପାଲଟିଛି ବ୍ରାଉନସୁଗାର ହବ୍‌; ୩ ବର୍ଷରେ ୭୭.୩୪୪ କେଜି ବ୍ରାଉନସୁଗାର ଜବତ

ପ୍ରତ୍ୟେକ ଦିନ ନିଶା କାରବାରରେ ଅନେକ ଧରାପଡ଼ି ଜେଲ୍‌କୁ ଯାଇଥାନ୍ତି। ଏହା ଏକ ନିତିଦିନିଆ ଘଟଣା ହୋଇଥିବା ବେଳେ ବ୍ରାଉନସୁଗାର ହବ୍‌ ପାଲଟିଛି ଓଡ଼ିଶା। ଏ ନେଇ ଗୃହରେ ମୁଖ୍ୟମନ୍ତ୍ରୀ ମୋହନ ମାଝି ଲିଖିତ ଉତ୍ତର ରଖିଛନ୍ତି। ୩ ବର୍ଷରେ ୭୭.୩୪୪…

ଦିଲ୍ଲୀରେ ଗିରଫ ହେଲେ ୭ ବାଂଲାଦେଶୀ

ଦିଲ୍ଲୀ ପୁଲିସ ଏକ ସ୍ୱତନ୍ତ୍ର ଅଭିଯାନରେ ୭ ଜଣ ବାଂଲାଦେଶୀ ନାଗରିକଙ୍କୁ ଗିରଫ କରିଛି। ପୂର୍ବ ଜିଲ୍ଲାର ଜିଲ୍ଲା ପୁଲିସ କମିଶନର ଅଭିଷେକ ଧନିଆ କହିଛନ୍ତି ଯେ ଗିରଫ ହୋଇଥିବା ସମସ୍ତ ବାଂଲାଦେଶୀ ନାଗରିକ ଭାରତ-ବାଂଲାଦେଶ ସୀମା ନିକଟରେ ନଦୀ ମାର୍ଗ…

ଭିଜିଲାନ୍ସ ହାତରେ ଧରାପଡିଲେ ବିଇଓ କାର୍ଯ୍ୟାଳୟର ଆକାଉଣ୍ଟାଣ୍ଟ

ଭୂବନେଶ୍ୱର, ୧୭/୦୩ : ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳାଙ୍କ ଠାରୁ ୨୦ହଜାର ଟଙ୍କା ଲାଞ୍ଚ ନେଇ ବିଇଓ କାର୍ଯ୍ୟାଳୟର ଆକାଉଣ୍ଟାଣ୍ଟ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି । କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବ୍ଲକ ମଣ୍ଡଳ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର ଆକାଉଣ୍ଟାଣ୍ଟ ଏମ୍‌ଡି…