Spread the love

ମୁକ୍ତିକାନ୍ତ ଦାସ (ଲିପି)ଙ୍କ ଏକାଦଶାହ ଉପଲକ୍ଷେ ସ୍କୁତିଚାରଣ ସଭା ଅନୁଷ୍ଠିତ

__ ବାଳକାଟି ପଞ୍ଚାୟତର ରାଣିପୋଖରିର ଯୁବ ସମାଜସେବୀ ଓ ପରୋପକାରୀ ସ୍ବର୍ଗତ ମୁକ୍ତିକାନ୍ତ ଦାସ ଲିପି ଙ୍କ ଏକାଦଶାହ ଉପଲକ୍ଷେ ସ୍କୁତିଚାରଣ ସଭା ଅନୁଷ୍ଠିତ ହୋଇଯାଇଛି।ଏଥିରେ ସଭାପତିତ୍ବ କରିଥିଲେ ପ୍ରଫେସର ଶେଖର କୁମାର ବାରିକ। ସଭାକୁ ସଞ୍ଚାଳନ କରିଥିଲେ ରାଜକନିକା ବ୍ଲକ ଯାଦବ ସଂଘର ସମ୍ପାଦକ, କେନ୍ଦ୍ରାପଡ଼ା ଜିଲ୍ଲା ଯାଦବ ସଂଘର କାର୍ଯ୍ୟକାରୀ ସଭାପତି ଓ ରାଜ୍ୟ ଉତ୍କଳ ଯାଦବ ମହାସଂଘର ଉପ ସଭାପତି ମନୋଜ କୁମାର ପରିଡ଼ା। ଅନ୍ୟମାନଙ୍କ ମଧ୍ୟରେ ଆଳି ବ୍ଳକ ଅଧ୍ୟକ୍ଷ ମନୋରଂଜନ ସାମଲ, ଜିଲ୍ଲା ପରିଷଦ ସଭ୍ୟ ବରିଷ୍ଟ ରାଜନେତା ଭୀଷ୍ମ ମହାନ୍ତି। ପୃର୍ବତନ ସରପଞ୍ଚ ଦିବାକର ନାୟକ, ରାଜ୍ୟ ଯୁବ ସାଧାରଣ ସମ୍ପାଦକ ଚିତ୍ତରଞ୍ଜନ ଦାଶ, ଜିଲ୍ଲା କୋଷାଧ୍ୟକ୍ଷ ନବ କିଶୋର ଦାଶ,ଏସ ପ୍ରଧାନ, ଲୋକନାଥ ଦାଶ, ଅର୍ଜ୍ଜନ କୁମାର ଦାଶ, ଜଗବନ୍ଧୁ ଦାଶଙ୍କ ସମେତ ଆଳି ଓ ରାଜକନିକା ରୁ ବହୁ କର୍ମକର୍ତ୍ତା ମାନେ ଯୋଗଦେଇଥିଲେ।ବ୍ୟୁରୋ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ

Leave a Reply

Your email address will not be published. Required fields are marked *