Month: March 2025

ଅନୁଗଳ ଵନଖଣ୍ଡରେ ଜଙ୍ଗଲ ନିଆଁ ଲିଭିଵାର ନା ନେଉ ନାହିଁ

ଅନୁଗଳ ଵନଖଣ୍ଡ ରେ ଜଙ୍ଗଲ ନିଆଁ ଲିଭିଵାର ନା ନେଉ ନାହିଁ। ଗତ ତିନି ଦିନରେ ପ୍ରାୟ ୨୦୦ ହେକ୍ଟର ଜଙ୍ଗଲ ପୋଡ଼ି ପାଉଶ ହେଇ ଯାଇଛି । ନିଆଁର ମାତ୍ରା ଏତେ ଅଧିକ ଯେ ପ୍ରତି ସେକେଣ୍ଡରେ ଶହ ଶହ…

ବାରହା ଶିକାରୀଙ୍କ ବୋମା ଖାଇ ବଳଦ ଗୁରୁତର

ବାରହା ଶିକାରୀଙ୍କ ବୋମା ଖାଇ ବଳଦ ଗୁରୁତର……. କଙ୍କଡ଼ାହାଡ଼..ଢେଙ୍କାନାଳ ବନଖଣ୍ଡ ମହାବିରୋଡ଼ ବନାଞ୍ଚଳ ଦଶିପୁର ପଂଚାୟତ ଗୁରୁଜାଙ୍ଗୁଲି ଗ୍ରାମର ରଞ୍ଜନ ସାହୁର ଏକ ବଳଦ ସକାଳ ୭. ୧୫ ମିନିଟ ସମୟରେ ଘର ଠାରୁ ଶହେ ମିଟର ଦୂରରେ ବାରହା ବୋମା…

ଶ୍ରୀ ଶ୍ରୀ ଚୈତନ୍ୟ ଜିଉଙ୍କ ମନ୍ଦିର ରେ ଦୋଳ ପୂର୍ଣ୍ଣିମା ଯାକ ଜକମ ରେ ପାଳିତ

ଢେଙ୍କାନାଳ ଦୋଳ ମଣ୍ଡପ ସାହି ରେ ଆଜି ୧୪/୦୩ ଶୁକ୍ରବାର ଶ୍ରୀ ଶ୍ରୀ ଚୈତନ୍ୟ ଜିଉଙ୍କ ମନ୍ଦିର ରେ ଦୋଳ ପୂର୍ଣ୍ଣିମା ଯାକ ଜକମ ରେ ପାଳିତ ହୋଇଯାଇଅଛି। ସକାଳୁ ମଙ୍ଗଳ ଆଳତୀ, ମହାସ୍ନାନ, ବସ୍ତ୍ର, ବିଭିନ୍ନ ପ୍ରକାର ଫୁଲ ହାର,…

ସାଲିଆ ସାହିରେ ଦେଶୀ ମଦ ଜବତ : ୯ ଗିରଫ

ଭୂବନେଶ୍ୱର, ୧୪/୦୩ : ଆଜି ସକାଳୁ ଅବକାରୀ ବିଭାଗ ଅଧିକାରୀମାନେ ଭୁବନେଶ୍ୱରର ସାଲିଆ ସାହିରେ ବେଆଇନ ଦେଶୀ ମଦ ଆଡ୍ଡାରେ ଚଢାଉ କରିଛନ୍ତି। ସେହି ଅଞ୍ଚଳରେ ତଲାସୀ ଅଭିଯାନ ଚଳାଇ ବିପୁଳ ପରିମାଣର ଦେଶୀ ମଦ ଏବଂ କଞ୍ଚାମାଲ ଜବତ କରିଥିଲେ।…

ରାଜ୍ୟରେ କାର୍ଯ୍ୟରତ ସାମ୍ବାଦିକମାନଙ୍କର ସଂଖ୍ୟା ୯୦୮୩

ଭୁବନେଶ୍ବର – ରାଜ୍ୟରେ କାର୍ଯ୍ୟରତ ସାମ୍ବାଦିକମାନଙ୍କର ସଂଖ୍ୟା ୯୦୮୩ ରହିଛି। ରାଜଧାନୀ ଭୁବନେଶ୍ବରରେ ସର୍ବାଧିକ ୧,୮୧୮ ଜଣ କାର୍ଯ୍ୟରତ ସାମ୍ବାଦିକ ରହିଛନ୍ତି ବୋଲି ଏକ ପ୍ରଶ୍ନ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଧାନସଭାରେ ଲିଖିତ ଉତ୍ତର ରଖିଛନ୍ତି।ଜଗତସିଂହପୁର ବିଧାୟକ ଅମରେନ୍ଦ୍ର…

ନିଆଁଲାଗି ଜଲିଗଲା ଜଙ୍ଗଲ, ନିଆଁ କୁ ଆୟତ କଲା ଅଗ୍ନିଶମ ବିଭାଗ

ନିଆଁଲାଗି ଜଲିଗଲା ଜଙ୍ଗଲ, ନିଆଁ କୁ ଆୟତ କଲା ଅଗ୍ନିଶମ ବିଭାଗ। ଗ୍ରୀଷ୍ମ ପ୍ରବାହ ଆରମ୍ଭ ହେଲେ ବିଭିନ୍ନ ସ୍ଥାନରେ ବିଭିନ୍ନ ଜଙ୍ଗଲରେ ନିଆଁ ଜଳୁଥିବା ଦେଖିବାକୁ ମିଳେ। କିପରି ଏବଂ କାହିଁକି ଜଙ୍ଗଲରେ ଏପରି ନିଆଁ ଲାଗୁଛି ତାହର କେହି…

ଆଇଆରବି କନଷ୍ଟେବଳ ନିଯୁକ୍ତି ପ୍ରକ୍ରିୟାରେ ରୋକ ଲଗାଇଲେ ହାଇକୋର୍ଟ

ଆଇଆରବି ବାଟାଲିୟନ କନଷ୍ଟେବଳ ସୀପାହୀ ନିଯୁକ୍ତି ପ୍ରକ୍ରିୟା ଉପରେ ରୋକ ଲଗାଇଛନ୍ତି ହାଇକୋର୍ଟ। ଆସନ୍ତା ୧୭ ତାରିଖରୁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହେବାର ଥିଲା, କିନ୍ତୁ ଅନ୍ୟାଦେଶ ନଆସିବା ଯାଏଁ ନିଯୁକ୍ତି ପ୍ରକ୍ରିୟାକୁ ବନ୍ଦ ରଖିବା ଲାଗି ଗୁରୁବାର ହାଇକୋର୍ଟ ନିର୍ଦେଶ…

ଭୁବନେଶ୍ବରରେ ହେବ ୫୦ କୋଟି ଟଙ୍କା ବ୍ୟୟରେ ଆଧୁନିକ ମାଛ ମାର୍କେଟ୍

ଭୁବନେଶ୍ବରରେ ସ୍ଥାପନ ହେବାକୁ ଯାଉଛି ୫୦ କୋଟି ଟଙ୍କା ବ୍ୟୟବରାଦରେ ଏକ ଆଧୁନିକ ମାଛ ମାର୍କେଟ୍ । ଉତ୍ତର ଭୁବନେଶ୍ବରର ପାଣ୍ଡରା ଅଂଚଳରେ ଏହି ଆଧୁନିକ ମାଛ ମାର୍କେଟ ପାଇଁ ଦୀର୍ଘ ସମୟରୁ ରାଜ୍ୟ ସରକାରଙ୍କ ସହିତ ଆଲୋଚନା କରି ଆସୁଥିଲେ…

ପୁରୀ ଶ୍ବେତଗଙ୍ଗା ପୁଷ୍କରିଣୀରେ ଉତ୍ତମ ମହାନ୍ତିଙ୍କ ଅସ୍ଥି ବିସର୍ଜନ କଲେ ପୁଅ ବାବୁସାନ

ପୁରୀ ଶ୍ୱେତଗଙ୍ଗା ତୀର୍ଥ ପୁଷ୍କରିଣୀରେ ସୁପରଷ୍ଟାର ଉତ୍ତମ ମହାନ୍ତିଙ୍କ ଅସ୍ଥି ବିସର୍ଜନ ଲାଗି ପହଞ୍ଚିଛନ୍ତି ବାବୁସାନ । ଶ୍ରାଦ୍ଧ ପ୍ରଦାନ ସହ ଉତ୍ତମ ମହାନ୍ତିଙ୍କ ଅସ୍ଥିକୁ ବିସର୍ଜନ କରିବେ ପୁଅ ବାବୁସାନ । ବାବୁ ସାନଙ୍କ ସହ ତାଙ୍କ ସ୍ତ୍ରୀ ତୃପ୍ତି…

ଖୁବ୍‌ ଶୀଘ୍ର ରାଜ୍ୟରେ ଲାଗୁ ହେବ ଜାତୀୟ ଶିକ୍ଷା ନୀତି ; ସୂଚନା ଦେଲେ ସ୍କୁଲ୍‌ ଓ ଗଣ ଶିକ୍ଷା ମନ୍ତ୍ରୀ

ଖୁବ୍‌ ଶୀଘ୍ର ରାଜ୍ୟରେ ଲାଗୁ ହେବ ଜାତୀୟ ଶିକ୍ଷା ନୀତି ; ସୂଚନା ଦେଲେ ସ୍କୁଲ୍‌ ଓ ଗଣ ଶିକ୍ଷା ମନ୍ତ୍ରୀ ଖୁବ୍‌ ଶୀଘ୍ର ରାଜ୍ୟରେ ଲାଗୁ ହେବାକୁ ଯାଉଛି ଜାତୀୟ ଶିକ୍ଷା ନୀତି । ସୂଚନା ଦେଲେ ସ୍କୁଲ୍‌ ଓ…